ରାସ୍ତା ଅବରୋଧ ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ୁନି, ବିଭାଗୀୟ ଅଧିକାରୀଙ୍କ ଅଣଦେଖାକୁ ନେଇ ଅଭିଯୋଗ
ଆଗରପଡ଼ା :ଜନୈକ ବ୍ୟକ୍ତିଙ୍କ ବାସଗୃହ ବାହାରକୁ ବାହାରିବା ରାସ୍ତାକୁ ଅବରୋଧ କରୁଥିବା ବ୍ୟକ୍ତିଙ୍କୁ ତହସିଲ ପକ୍ଷରୁ ଉଚ୍ଛେଦ କରାଯିବା ପରେ ମଧ୍ୟ ଉକ୍ତ ବ୍ୟକ୍ତି ପୁନର୍ବାର ସଂପୃକ୍ତ ରାସ୍ତାକୁ ଅବରୋଧ କରୁଥିବା ନେଇ ଭଦ୍ରକ ଜିଲ୍ଲା ବନ୍ତ ତହସିଲଦାରଙ୍କ ଠାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି । ବନ୍ତ ବ୍ଲକ ଅଣିଜୋ ପଂଚାୟତ ଅନ୍ତର୍ଗତ ରାଜନଗର ମଙ୍ଗଳପୁର ଗ୍ରାମର ଘନଶ୍ୟାମ ଯେନାଙ୍କ ଅଭିଯୋଗ ଅନୁଯାୟୀ ଅଣିଜୋ ଆରଆଇସର୍କଲ ଅନ୍ତର୍ଗତ ମଙ୍ଗଳପୁର ମୌଜା ସ୍ଥିତ ଖାତା ନଂ ୫୩୪,ପ୍ଲଟନଂ.୬୨୦ର ଏ.୦.୦୫ଡ଼ି.ରୁ […]
Read More Text.