ଭଞ୍ଜସେନା ର ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ
ବାରିପଦା: ସ୍ଥାନୀୟ ହୋଟେଲ ସାଇ ବିନାୟକ ଠାରେ ଭଞ୍ଜସେନାର ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି।ଉକ୍ତ ସମ୍ମିଳନୀରେ ପ୍ରଥମେ ମୟୁରଭଞ୍ଜ ତଥା ସମଗ୍ର ଓଡ଼ିଶାର ସୁନାମ ଧନ୍ୟ ସିନେ ତାରକା ଉତ୍ତମ ମହାନ୍ତିଙ୍କ ଅକାଳ ବିୟୋଗ ଉଦ୍ଦେଶ୍ୟରେ ୨ମିନିଟ ନିରବ ପ୍ରାର୍ଥନା ପୁର୍ବକ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ତାଙ୍କ ଫୋଟରେ ମାଲ୍ୟାର୍ପଣ ଏବଂ ଦୀପ ପ୍ରଜ୍ୱଳନ ପୂର୍ବକ ଶୋକସଭା ପାଳନ କରାଯାଇ କାର୍ଯ୍ୟ ଆରମ୍ଭ କରାଯାଇଥିଲା।ଉକ୍ତ ସଭାରେ ସମସ୍ତ ନୂତନ ତଥା ପୁରାତନ […]
Read More Text.