ମହିଳା ଦିବସରେ ବ୍ରହ୍ମପୁର ଯିବେ ମୁଖ୍ୟମନ୍ତ୍ରୀ, ମିଳିବ ସୁଭଦ୍ରାର ଦ୍ବିତୀୟ କିସ୍ତି

ଭୁବନେଶ୍ବର: ଆସନ୍ତା ୮ ତାରିଖ, ବିଶ୍ବ ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବ୍ରହ୍ମପୁର ଗସ୍ତରେ ଯିବେ । ଉକ୍ତ ଦିନ ସୁଭଦ୍ରାର ଦ୍ବିତୀୟ କିସ୍ତି ମହିଳାମାନଙ୍କୁ ବଣ୍ଟା ଯିବାକୁ ଥିବା ବେଳେ ବ୍ରହ୍ମପୁର ସଭାରେ ଏହାର ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ବ୍ରହ୍ମପୁର ସ୍ଥିତ ଆମ୍ବପୁଆ ବିବେକ ବିହାରଠାରେ ଆୟୋଜିତ ବିରାଟ ଜନସଭାରେ ଯୋଗଦେବେ । ତେବେ ଏବେ ପର୍ଯ୍ୟନ୍ତ ୯୮ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇଥିବା ବେଳେ, ୧ […]

Read More Text.

ରେକର୍ଡ ତାତି, ଝାରସୁଗୁଡ଼ାରେ ସର୍ବାଧିକ ୩୭. ୮ ଡିଗ୍ରୀ ସେଲସିୟସ

ଭୁବନେଶ୍ବର : ମାର୍ଚ୍ଚ ଆରମ୍ଭରୁ ରେକର୍ଡ ତାତି । ରାଜ୍ୟରେ ଉପର ମୁହାଁ ହେଲାଣି ପାରଦ। ୩୭ ଡିଗ୍ରୀ ପାର କଲା ତାପମାତ୍ରା । ଝାରସୁଗୁଡ଼ା ଓ ସମ୍ବଲପୁରରେ ଡହ ଡହ ତାତି। ଆଜି ଦିନ ସାଢେ ୨ଟା ସୁଦ୍ଧା ଝାରସୁଗୁଡ଼ାରେ ୩୭. ୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ହୋଇଛି । ସେପଟେ ସାଢେ ଦୁଇଟା ସୁଦ୍ଧା ରାଜଧାନୀରେ ୩୬ ଡିଗ୍ରୀ ଛୁଇଁଛି ତାପମାତ୍ରା । ଡହ ଡହ ଖରାରେ ସିଝୁଛନ୍ତି ରାଜଧାନୀବାସୀ […]

Read More Text.

ଲିଙ୍ଗରାଜ ମନ୍ଦିର ବେଢାରେ ଫଟୋ ଉଠାଇ ଅଡୁଆରେ ପିସିସି ସଭାପତି

ଭୁବନେଶ୍ୱର: ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ପରିସରରେ ପିସିସି ସଭାପତି ଭକ୍ତ ଚରଣ ଦାସ ଫଟୋ ଉଠାଇବାକୁ ନେଇ ବିବାଦ ଦେଖାଦେଇଛି। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏପରିକି ଅନେକ ଲୋକ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। ସୂଚନାଯୋଗ୍ୟ, ସୋମବାର ଦିନ ସେ ଅନ୍ୟ ଅନେକ କଂଗ୍ରେସ ନେତାଙ୍କ ସହ ମନ୍ଦିର ପରିଦର୍ଶନ କରିବା ସମୟରେ ଏହି ଫଟୋଗୁଡ଼ିକ ଉଠାଯାଇଥିବା ଜଣାପଡ଼ିଛି। ତେବେ […]

Read More Text.

ପଦ ଛାଡ଼ିଲେ ମହାରାଷ୍ଟ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଫଡନାଭିସ୍‌ଙ୍କୁ ଦେଲେ ଇସ୍ତଫା ପତ୍ର

ମୁମ୍ବଇ: ମହାରାଷ୍ଟ୍ର ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ମଙ୍ଗଳବାର ମହାରାଷ୍ଟ୍ର କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହକର୍ମୀ ବାଲ୍ମିକ କରାଡ଼ଙ୍କୁ ସରପଞ୍ଚ ସନ୍ତୋଷ ଦେଶମୁଖଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ କରାଯିବା ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ମୁଣ୍ଡେଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କହିଥିଲେ। ମହାରାଷ୍ଟ୍ରର ଖାଦ୍ୟ ଯୋଗାଣ ଓ ଖାଉଟି ସୁରକ୍ଷା ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କ ଇସ୍ତଫା ଖବର ସାମ୍ନାକୁ ଆସିବା ପରେ ଫଡନାଭିସ୍ କହିଛନ୍ତି ଯେ, ମୁଣ୍ଡେ ତାଙ୍କ ଇସ୍ତଫା ମୋ ନିକଟରେ ଦାଖଲ କରିଛନ୍ତି। […]

Read More Text.

ମହିଳାଙ୍କୁ ଗାଁ ଦାଣ୍ଡରେ ଉଲଗ୍ନ କରି ମାଡ ମାରିଲେ ଯୁବକ

କେନ୍ଦ୍ରାପଡା : ବର୍ବରତାର ସବୁ ସୀମା ପାର୍ କରିଦେଲେ । ମହିଳାଙ୍କୁ ଗାଁ ଦାଣ୍ଡରେ ଉଲଗ୍ନ କରି ମାଡ ମାରିଲେ କିଛି ଯୁବକ। ଏ ଦୃଶ୍ୟ ଦେଖିଲାରୁ ଦେହ ଶିତେଇ ଯାଉଛି ଲୋମ ଟାଙ୍କୁରି ଉଠୁଛି । କି ମାଡ଼ ! ଏମିତି କଣ କିଏ କାହାକୁ ମାରିପାରେ । ଯଦି ସେହି ସମୟରେ ମହିଳାଙ୍କ ଜୀବନ ଚାଲିଯାଇଥାଆନ୍ତା ତାହେଲେ କଣ ହୋଇଥାନ୍ତା ? ଉଜୁଡ଼ି ଯାଇଥାଆନ୍ତା ସୁନା ସଂସାର । ମା ’ ଛଉଣ୍ଡ ହୋଇଯାଇ ଥାଆନ୍ତେ […]

Read More Text.

ପ୍ରେମ ଫ୍ରେମ କିଛି ନାହିଁ, ମୋ ପୁଅ ଆରେଞ୍ଜଡ୍ ମ୍ୟାରେଜ୍ କରିଛି

ଭୁବନେଶ୍ଵର: ‘ପୂର୍ବରେ ତ ଫାଟିଗଲା, ଆଉ ସଂପର୍କ ନଫାଟୁ, ତାଙ୍କ ଜୀବନ ଶାନ୍ତିରେ କଟୁ । ମୋ କୁଟୁମ୍ବ ବଡ଼ କୁଟୁମ୍ବ, ୫ଶହରୁ ୧ହଜାର ଭିତରେ ମୋ କୁଟୁମ୍ବ। ତେବେ ପ୍ରେମ ଫ୍ରେମ କିଛି ନାହିଁ, ମୋ ପୁଅ ଆରେଞ୍ଜଡ୍ ମ୍ୟାରେଜ୍ କରିଛି।’ ଏ ଥିଲା ପୁଅ ମନ୍ମଥ ରାଉତରାୟଙ୍କ ବିବାହ ପରେ ବାପା ସୁର ରାଉତରାୟଙ୍କ ପ୍ରତିକ୍ରିୟା । ବିବାହ ପରେ ଶେଷରେ ମୁହଁ ଖୋଲିଛନ୍ତି ସୁର ରାଉତରାୟ । ତେବେ କହିରଖୁଛୁ ଯେ, ଦ୍ୱିତୀୟ […]

Read More Text.

ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ମୋଟ ୧୮୮ଗୋଟି ଅଭିଯୋଗର ହେଲା ଶୁଣାଣି  ବାରିପଦା:  ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ମୟୂରଭଞ୍ଜ ଜ଼ିଲ୍ଲା ସଦରମହକୁମା ବାରିପଦା ଠାରେ ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟ ଙ୍କ ଅଧ୍ୟକ୍ଷତାରେ  କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଏକ   ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି ବୈଠକରେ ଯୋଗଦାନ କରି ବାରିପଦା ଉପଖଣ୍ଡର ୧୦ଟି ବ୍ଲକ ଏବଂ ସଦରମହକୁମାର ବିଭିନ୍ନ  ଅଭିଯୋଗ ଗୁଡିକର ଶୁଣାଣି କରିଛନ୍ତି। ଏହି ଜନଶୁଣାଣୀ ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ […]

Read More Text.

ଚଳିତ ମାସ ୨୩ ତାରିଖ ରେ ମୟୁରଭଞ୍ଜ ଜିଲ୍ଲାବାସୀ ଙ୍କ ପକ୍ଷରୁ ଅନୁଷ୍ଠିତ ହେବ ସ୍ୱର୍ଗତ ଉତ୍ତମ ମହାନ୍ତି ଙ୍କ ଶ୍ରଦ୍ଧାଞ୍ଜଳି ଶୋଭା

ବାରିପଦା : ମୟୂରଭଞ୍ଜ ମାଟି ର ଗର୍ବ ଓ ଗୋୖରବ ତଥା ଓଡ଼ିଆ ଚଳଚ୍ଚିତ୍ର ର ମହାନାୟକ ଏବଂ ମୟୁରଭଞ୍ଜ ମହୋତ୍ସବ କମିଟିର ପ୍ରଥମ ଅଧକ୍ଷ୍ୟ ସ୍ବର୍ଗତ ଉତ୍ତମ ମହାନ୍ତି (କୁନିଆଭାଇ) ଆମମାନଙ୍କୁ ଛାଡି ଚିର ନିଦ୍ରାରେ ଶୋଇଯାଇଛନ୍ତି | ଏଣୁ ତାଙ୍କ ଜନ୍ମ ମାଟି ମୟୁରଭଞ୍ଜ ଜିଲ୍ଲା ବାରିପଦା ସହରରେ ଜାତି,ଧର୍ମ, ବର୍ଣ୍ଣ, ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ନେଇ ସେହି ଅମର ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ୟେଶରେ ଆଜି “ମୟୁରଭଞ୍ଜ ମହୋତ୍ସବ” କମିଟୀ ପକ୍ଷରୁ ଅଭ୍ୟର୍ଥନା […]

Read More Text.

ଦିନିକିଆ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ବାରିପଦା : ସ୍ଥାନୀୟ ଭଂଜପୁର ଜଗଦ୍ଧାତ୍ରୀ ମେଳା ପଡିଆରେ କୁମାର୍ସ କ୍ଲବ, ଭଂଜପୁର ଆନୁକୂଲ୍ୟରେ ଦିନିକିଆ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି I ଅତିଥି ଭାବେ ଯୋଗ ଦେଇ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ଭଲିବଲ ସମ୍ପାଦକ ପାର୍ଥସାରଥୀ ସ୍ୱାଇଁ ଓ ଗୌରବ ମୋଦି ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ I ଟୁର୍ଣ୍ଣାମେଣ୍ଟରେ ମୋଟ ୭ ଟି ଦଳ ଅଂଶଗ୍ରହଣ କରିଥିବାବେଳେ ଶେଷରେ କିଚକେଶ୍ବରୀ ଦଳ ଚନ୍ଦନେଶ୍ୱରକୁ ୨ – ୧ ସେଟରେ ପରାସ୍ତ କରି ଚମ୍ପିୟାନ […]

Read More Text.

ବାରିପଦା କଳାକାର ପରିବାର ତରଫରୁ ଉତ୍ତମ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି

ବାରିପଦା: ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ପୁର ବିଦ୍ୟାଳୟ ପରିସରରେ ଓଡ଼ିଆ ସିନେମା ଜଗତର ମହାନାୟକ ଉତ୍ତମ ମହାନ୍ତିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି I ବିଶିଷ୍ଟ ଅଭିନେତା ଓ ନିର୍ଦ୍ଦେଶକ ଧୀର ବସାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅମ୍ଲାନ ଆତ୍ମାର ସଦଗତି ନିମନ୍ତେ ସର୍ବପ୍ରଥମେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା I ସନ୍ତୋଷ ମହାନ୍ତି, ଭାଗବତ ପଣ୍ଡା, ଅନ୍ନଦା ଶଙ୍କର ଦାଶ, ଚିନ୍ମୟ କୁମାର ଦାସ ପଟ୍ଟନାୟକ, ଡଃ ପ୍ରକାଶ […]

Read More Text.