ଆଗରପଡ଼ା ଦୋଳମେଲଣ ଭାଇଚାରାର ନିଦର୍ଶନ
ଆଗରପଡ଼ା :ଓଡ଼ିଶା ସମେତ ସାରା ବିଶ୍ୱର ହିନ୍ଦୁ ସମ୍ପ୍ରଦାୟର ଗଣପର୍ବ ଭାବେ ପାଳିତ ହେଉଥିବା ଦୋଳ ମେଲଣ ବା ହୋଲି ପର୍ବକୁ ଲୋକେ ଖୁବ୍ ଧୁମଧାମ, ଆନ୍ତରିକତା ତଥା ଭକ୍ତିଭାବରେ ପାଳନ କରୁଥିବା ବେଳେ ଆବାଳବୃଦ୍ଧବନିତାଙ୍କ ମଧ୍ୟରେ ଅହେତୁକ ଉନ୍ମାଦନା ଦେଖା ଯାଇଥାଏ । ସ୍ଥାନେ ସ୍ଥାନେ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଏହି ପର୍ବ ପାଳିତ ହେଉଥିବା ବେଳେ ମେଳା ଓ ଯାତ୍ରାର ପସରା ଖୋଲା ଯାଇଥାଏ ଭକ୍ତ ତଥା ପର୍ଯ୍ୟଟକଙ୍କ ପାଇଁ । । […]
Read More Text.