ମାସିଡୋନିଆ ନାଇଟ୍ କ୍ଲବରେ ଭୟାବହ ଅଗ୍ନିକାଣ୍ଡ, ୫୧ ମୃତ

ସ୍କୋପଜେ (ମାସିଡୋନିଆ) : ଶନିବାର ବିଳମ୍ବିତ ରାତିରେ ଉତ୍ତର ମାସେଡୋନିଆର କୋକାନି ସହରରେ ଥିବା ଏକ ନାଇଟ୍ କ୍ଲବରେ ଭୟାବହ ଅଗ୍ନିକାଣ୍ଡ ଘଟି ୫୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୦୦ ଜଣ ଆହତ ହୋଇଛନ୍ତି। ଅଗ୍ନିଶମ ବିଭାଗ ସହାୟତା ପାଇଁ ପହଞ୍ଚିବା ବେଳକୁ ଏହି ବ୍ୟକ୍ତିମାନେ ପ୍ରାଣ ହରାଇ ସାରିଥିଲେ। ଆହତଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଗୃହମନ୍ତ୍ରୀ ପାନସ୍କେ ତୋଶକୋଭସ୍କି […]

Read More Text.

ସମ୍ପର୍କରେ ଲାଗିଲା କଳଙ୍କର ଛିଟା, ସ୍ୱାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ କଲା ସମ୍ପର୍କୀୟ କାକା

ଜଳେଶ୍ଵର: ସ୍ୱାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ କଲା ସମ୍ପର୍କୀୟ କାକା । ନିଜର ଯୌନ ପିପାଶା ମେଣ୍ଟାଇବା ପାଇଁ ଭୁଲିଗଲା ସମ୍ପର୍କ । ହରାଇ ବସିଲା ମଣିଷତ୍ୱ । କି ଘୋର କଳି ଯୁଗ ହେଲା । ଏଠି ଯେମିତି ମାନବିକତା ହରାଇ ବସିଲାଣି ମଣିଷ । ଦିନକୁ ଦିନ କୁତ୍ସିତ ହେଇଗଲାଣି ଏ ସମାଜ । ଯୌନ ଲାଳସା ପୂରଣ କରିବା ପାଇଁ ମଣିଷ ଏତେ ନିଚ୍ଚ ସ୍ତରକୁ ଖସିଯାଉଛି ଯେ ଯାହା ପାଟିରେ କହିବାକୁ […]

Read More Text.

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କାଲି ହେବ ରମାକାନ୍ତ ରଥଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ଆଉ ନାହାନ୍ତି ଶ୍ରୀରାଧା’ର ସ୍ରଷ୍ଟା ତଥା ପ୍ରଖ୍ୟାତ ସାହିତ୍ୟିକ ରମାକାନ୍ତ ରଥ। ୯୧ ବର୍ଷ ବୟସରେ ତାଙ୍କର ଭୁବନେଶ୍ୱର ଖାରବେଳନଗର ସ୍ଥିତ ବାସଭବନରେ ଦେହାନ୍ତ ହୋଇଛି। ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ୧୯୩୪ ମସିହା ଡିସେମ୍ବର ୧୩ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ରମାକାନ୍ତ । ରେଭେନ୍ସା କଲେଜରୁ ଇଂରାଜୀରେ ସ୍ନାତକ ହାସଲ କରିବା ପରେ ୧୯୫୭ ମସିହାରେ ଭାରତୀୟ ପ୍ରଶାସନିକ […]

Read More Text.

ଜଳନ୍ଧରରେ ଗ୍ରେନେଡ୍ ଆକ୍ରମଣ, ନିଜକୁ ଦାୟୀ କଲା ପାକିସ୍ତାନୀ ଗ୍ୟାଙ୍ଗଷ୍ଟର

ଜଳନ୍ଧର: ପଞ୍ଜାବର ଜଳନ୍ଧରରେ ଏକ ଘର ଉପରେ ଗ୍ରେନେଡ୍ ଆକ୍ରମଣ ହୋଇଛି । ପାକିସ୍ତାନୀ ଗ୍ୟାଙ୍ଗଷ୍ଟର ଶାହଜାଦ ଭଟ୍ଟି ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ଆକ୍ରମଣର ଦାୟିତ୍ୱ ନେଇଛନ୍ତି । ଶହଜାଦ ଭଟ୍ଟି କହିଛନ୍ତି, ଯେଉଁ ବ୍ୟକ୍ତିଙ୍କ ଘରେ ଆକ୍ରମଣ ହୋଇଥିଲା, ତାଙ୍କ ଆଖପାଖ ସହଯୋଗୀମାନେ ଇସଲାମ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଆମେ ଚୁପ୍ ବସିବୁ ନାହିଁ। ଯଦି […]

Read More Text.

ରେକର୍ଡ କଲା ସୁନା ଦର, ୧୦ ଗ୍ରାମ ପିଛା ୯୧ ହଜାର

ଭୁବନେଶ୍ଵର: ଏବେ ଆଉ ସୁନା କିଣିବାକୁ କୌଣସି ନିର୍ଦ୍ଧିଷ୍ଟ ଦିନ କିମ୍ବା ଋତୁ ଅପେକ୍ଷା କରିବା କାଠିକର ପାଠ ହୋଇଯାଉଛି । ପୂର୍ବରୁ ବିବାହ ଋତୁ, ଧନତେରାସ୍ ପରି ପର୍ବପର୍ବାଣୀ ଆସିଲେ ସୁନା ଦୋକାନରେ ଲାଗେ ଭିଡ । ଏବେ କିନ୍ତୁ ସୁନା ଦର ଦେଖି ଗ୍ରାହକ ସୁନା କିଣୁଛନ୍ତି । ଯେତେବେଳେ ମାର୍କେଟରେ ସୁନା ଦର ସାମାନ୍ୟ କମୁଛି ସଙ୍ଗେ ସଙ୍ଗେ ସୁନା ଦୋକାନରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳୁଛି । ସେପଟେ କିନ୍ତୁ ସୁନା […]

Read More Text.

ମୋତେ ମାଡ଼ ମାରିଥିବା ଅଧିକାରୀଙ୍କୁ ମୁଁ ସ୍ପଷ୍ଟ ଭାବେ ଚିହ୍ନଟ କରି ପାରିବି: ରାନ୍ୟା

ନୂଆଦିଲ୍ଲୀ: ସୁନା ଚୋରା ଚାଲାଣ ମାମଲାରେ ଗିରଫ ହେବା ପରଠାରୁ କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ନେଇ ନୂଆନୂଆ ତଥ୍ୟା ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ)ର ଅତିରିକ୍ତ ମହାନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖି ରାନ୍ୟା କିଛି ଗମ୍ଭୀର ଅଭିଯୋଗ କରିଛନ୍ତି। ମାର୍ଚ୍ଚ ୬ ତାରିଖରେ ଲେଖାଯାଇଥିବା ଚିଠିରେ ରାନ୍ୟା ଦାବି କରି କହିଛନ୍ତି, ‘ମୋତେ ଶାରୀରିକ ନିର୍ଯାତନା ଦିଆଯାଇଛି। ୧୦ରୁ୧୫ ଥର ଚାପୁଡ଼ା ମାରାଯାଇଛି। ଏଜେନ୍ସି ଦ୍ୱାରା ପ୍ରସ୍ତୁତ ବୟାନରେ […]

Read More Text.

ରାଜ୍ୟରେ କାହାର ହଠାତ୍ କଟାଯିବନି ରାସନ କାର୍ଡ: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର : ରାଜ୍ୟରେ କାହାର ହଠାତ୍ କଟାଯିବନି ରାସନ କାର୍ଡ । ଏ ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ୩୦ ଲକ୍ଷ ୭୩୪ ଲୋକ e-KYCକରିନାହାନ୍ତି । ୩୧ ମାର୍ଚ୍ଚ ପରେ ଜଣାପଡ଼ିବ କେତେ ଲୋକ e-KYC କରିନାହାନ୍ତି ।  ମାର୍ଚ୍ଚ ପରେ ଫିଲ୍ଡ ଭିଜିଟ୍ କରି ଯାଞ୍ଚ କରାଯିବ । ୬ ଲକ୍ଷ ୩୫ହଜାର ପୋର୍ଟାଲ ଜରିଆରେ ପୂର୍ବରୁ ଆବେଦନ କରିଛନ୍ତି  ।  ଏବେ ସେମାନଙ୍କ ସର୍ଭେ […]

Read More Text.

ପରଲୋକରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ

ଭୁବନେଶ୍ବର: ପରଲୋକରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ। ୯୦ ବର୍ଷ ବୟସରେ ରମାକାନ୍ତ ରଥ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଆଜି ଭୋରୁ ଭୁବନେଶ୍ବର ଖାରବେଳନଗର ବାସଭବନରେ ତାଙ୍କର ପରଲୋକ ଘଟିଛି ।୨୦୦୬ରେ ରମାକାନ୍ତ ରଥଙ୍କୁ ଭାରତ ସରକାର ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ। ସନ୍ଦିଗ୍ଧ ମୃଗୟା, ସପ୍ତମ ଋତୁ, ସଚିତ୍ର ଅନ୍ଧାର, ଶ୍ରୀରାଧା ପାଇଁ ସେ ପରିଚିତ ଥିଲେ । ଏହାଛଡ଼ା ସେ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ, କେନ୍ଦ୍ର […]

Read More Text.

କର୍ଣ୍ଣାଟକରେ ମୁସଲିମ୍ କନ୍‌ଟ୍ରାକ୍ଟରଙ୍କୁ ୪% ସଂରକ୍ଷଣ, ବିଜେପି କହିଲା- ରାହୁଲ ଗାନ୍ଧୀଙ୍କ ମାନସିକତାର ପ୍ରତିଫଳନ

ନୂଆଦିଲ୍ଲୀ: କର୍ଣ୍ଣାଟକ ଟ୍ରାନ୍ସପରେନ୍ସି ଇନ୍ ପବ୍ଲିକ୍ ପ୍ରକ୍ୟୁରମେଣ୍ଟ (KTPP) ଆକ୍ଟରେ ସଂଶୋଧନକୁ କର୍ଣ୍ଣାଟକ କ୍ୟାବିନେଟ୍ ମଞ୍ଜୁରି ଦେଇଛି । ଏହି ସଂଶୋଧନ ପରେ ଠିକା କାମରେ ମୁସଲ୍‌ମାନ ଠିକାଦାରଙ୍କୁ ଚାରି ପ୍ରତିଶତ ସଂରକ୍ଷଣ ଦିଆଯିବ । କ୍ୟାବିନେଟ୍ ଅନୁମୋଦନ ମିଳିବା ପରେ ଚଳିତ ବିଧାନସଭା ଅଧିବେଶନ ସଂଶୋଧିତ ବିଧେୟକ ଆଗତ କରାଯାଇପାରେ । ଏହା ପୂର୍ବରୁ ମାର୍ଚ୍ଚରେ ସିଦ୍ଦରମୈୟା କହିଥିଲେ ଯେ ସରକାରୀ କାର୍ଯ୍ୟରେ ୪ ପ୍ରତିଶତ ଠିକା ମୁସଲମାନଙ୍କ ପାଇଁ ସଂରକ୍ଷିତ ରଖାଯିବ । ମୁସଲିମ […]

Read More Text.

‘ଧର୍ମପଦ’ ଉପାଖ୍ୟାନ ଦେଇ ଦଳୀୟ ନେତାଙ୍କୁ ଟାର୍ଗେଟ କଲେ ଅଶୋକ

ଭୁବନେଶ୍ଵର: ୨୪ ବର୍ଷ ଧରି ଚୁପ୍ ରହିଥିବା ନେତା ଏବେ ଦଳର ପରାହତ ପରେ ଧିରେ ଥିରେ ନିଜର ଅସନ୍ତୋଷ ପ୍ରକାଶ କରୁଛନ୍ତି। ରାଜା ଚକ୍ର ମାମଲାରେ ଘସିପୁରା ବିଜେଡି ବିଧାୟକ ବଦ୍ରିଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତିରେ ଏବେ ବି ଚର୍ଚ୍ଚା ଥମିନଥିବା ବେଳେ ଆଜି ହୋଲିରେ ପୁଣି ମୁହଁ ଖୋଲି ବିଜେଡି ପାଇଁ ଅଡୁଆ ସୃଷ୍ଟି କରିଛନ୍ତି ଆଉ ଜଣେ ବରିଷ୍ଠ ବିଜେଡି ନେତା । ହୋଲିରେ ବରିଷ୍ଠ ବିଜେଡି ନେତା ଅଶୋକ ପଣ୍ଡାଙ୍କ […]

Read More Text.