ଆଜି ବିଶ୍ୱ ଘରଚଟିଆ ଦିବସ, କାଗଜ କଲମରେ ସୀମିତ ବିଶ୍ୱ ଘରଚଟିଆ ଦିବସ
ବିଲୁପ୍ତର ଦ୍ୱାରଦେଶରେ ’ଘରଚଟିଆ ଆଗରପଡ଼ା :ଆଧୁନିକତ୍ୱର ପରିଭାଷାରେ ହଜିଗଲାଣି ବହୁ ପୁରାତନ ସ୍ମୃତି । ସେଥି ମଧ୍ୟରୁ ହଜିଗଲେଣି ଗାଁ ଗହଳିରେ ଦେଖା ଯାଉଥିବା ପକ୍ଷୀ । ପୂର୍ବରୁ ଗାଁ ଗହଳି ମାନଙ୍କରେ ବିଭିନ୍ନ ପ୍ରକାରର ପକ୍ଷୀ ଦେଖାଯାଉଥିଲେ । ତାହା ଆଜି ଇତିହାସ ପାଲଟିଗଲାଣି । ବର୍ତ୍ତମାନ ସମୟରେ ପିଲାମାନଙ୍କୁ ସେ ସବୁ ପକ୍ଷୀମାନଙ୍କ ସଂପର୍କରେ କହିଲେ ସେମାନେ ଆଶ୍ଚର୍ଯ୍ୟ ହେଉଛନ୍ତି । ଉକ୍ତ ପକ୍ଷୀ ମାନଙ୍କ ମଧ୍ୟରୁ ଘରଚଟିଆ ଅନ୍ୟତମ । ଘର ମାନଙ୍କ […]
Read More Text.