ଶୌଚାଳୟରେ ମୃତ ଛୁଆକୁ ଜନ୍ମଦେଲେ କଲେଜ ଛାତ୍ରୀ

ନୟାଗଡ: ପେଟ କାଟିବାରୁ ଡାକ୍ତରଖାନା ଯାଇଥିଲେ । କିନ୍ତୁ ଶୌଚାଳୟରେ ଛୁଆ ଜନ୍ମ କଲେ ଯୁକ୍ତ ୩ ଛାତ୍ରୀ । ଛାତ୍ରୀ ଜଣଙ୍କ ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଦ୍ଵିତୀୟ ବର୍ଷରେ ପାଠ ପଢୁଥିବା ଜଣାପଡ଼ିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ତେବେ ଜନ୍ମ ହୋଇଥିବା ଛୁଆ ମୃତ ବୋଲି ସୂଚନା ମଧ୍ୟ ମିଳୁଛି । ତେବେ ଛାତ୍ରୀ ଜଣଙ୍କ କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ହୋଇଥିବା ବେଳେ ହଷ୍ଟେଲରେ ରହି […]

Read More Text.

୨୫ ସେଲିବ୍ରିଟିଙ୍କ ନାଁରେ ଏତଲା

ରାଣା ଦଗୁବାତୀ, ପ୍ରକାଶ ରାଜ, ବିଜୟ ଦେବରକୋଣ୍ଡା ଓ ମଞ୍ଚୁ ଲକ୍ଷ୍ମୀଙ୍କ ସମେତ ପ୍ରାୟ ୨୫ ଜଣ ଲୋକପ୍ରିୟ ସେଲିବ୍ରିଟି ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ ଏତଲା ଦାୟର କରିଛି ତେଲଙ୍ଗାନା ପୁଲିସ। ଏମାନଙ୍କ ବିରୋଧରେ ବେଆଇନ ବେଟିଂ ଆପ୍ସକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଛି। ଯେଉଁମାନଙ୍କ ବିରୋଧରେ ତେଲଙ୍ଗାନା ପୁଲିସ ଏତଲା ଦାୟର କରିଛି ସେମାନଙ୍କ ମଧ୍ୟରେ ୬ ଜଣ ଟଲିଉଡ ତାରକା ଅଛନ୍ତି। ମିୟାପୁର ଥାନାରେ ଏତଲା ଦାୟର ହୋଇଛି। କୁହାଯାଉଛି ଯେ, ୩୨ […]

Read More Text.

‘ରାଜ୍ୟର ବେସରକାରୀ କଲେଜଗୁଡ଼ିକୁ ସରକାର ହାତକୁ ନିଅନ୍ତୁ’

ଭୁବନେଶ୍ୱର: ରାଜ୍ୟରେ ଥିବା ବେସରକାରୀ କଲେଜଗୁଡ଼ିକର ପରିଚାଳନା ଭାର ସରକାର ହାତକୁ ନିଅନ୍ତୁ ବୋଲି ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ଉଚ୍ଚଶିକ୍ଷା ଶାଖା ପକ୍ଷରୁ ଦାବି କରାଯାଇଛି । ମହାସଂଘର ରାଜ୍ୟ ସଭାପତି ପ୍ରଫେସର ଶିବଵ୍ରତ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ବୁଧବାର ଦିନ କଳିଙ୍ଗ ଷ୍ଟାଡିୟମଠାରେ ସାକ୍ଷାତ କରି ଏହି ଦାବି ଉପସ୍ଥାପନ କରିଥିଲେ । ଏଥି ସଙ୍ଗେସଙ୍ଗେ ଜାତୀୟ ଶିକ୍ଷାନୀତି ୨୦୨୦ କାର୍ଯ୍ୟକାରୀ କରିବା, ‘ସମାନ କାମକୁ […]

Read More Text.

ନବୀନ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁ ନଥିଲେ ଭି କେ ପାଣ୍ଡିଆନ୍‌: ପଦ୍ମଲୋଚନ

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ସରକାରରେ ୫ଟି ଅଧ୍ୟକ୍ଷ ଥିବା ଭି.କେ ପାଣ୍ଡିଆନ୍‌ଙ୍କୁ ବାଲେଶ୍ବର ଜିଲ୍ଲା ସିମୁଳିଆରୁ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ଟାର୍ଗେଟ୍‌ କରିଛନ୍ତି। ପାଣ୍ଡିଆନ୍‌ଙ୍କୁ ନେଇ ଶ୍ରୀ ପଣ୍ଡା ସାଙ୍ଘାତିକ ବୟାନ ଦେଇଛନ୍ତି। ସେ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପାଣ୍ଡିଆନ ପାଗଳ କରି ରଖିଥିଲେ। ମେଡିସିନ୍‌ ଦିଆଯାଉଥିବାରୁ ନବୀନ ବାବୁ କିଛି ବୁଝି ପାରୁନଥିଲେ କି ଜାଣିପାରୁ ନଥିଲେ। ନବୀନ ବାବୁଙ୍କ ହାତକୁ ପାଣ୍ଡିଆନ୍‌ କେତେବେଳେ ତାଙ୍କ ହାତ ମାଡ଼ି […]

Read More Text.

ରାସନ୍‌ କାର୍ଡ ଫେରାଇଲେଣି ୨୩୧୩୮ ଅଯୋଗ୍ୟ ହିତାଧିକାରୀ

ଭୁବନେଶ୍ୱର: ରାସନ୍‌ କାର୍ଡ ଫେରାଇଲେଣି ୨୩୧୩୮ ଅଯୋଗ୍ୟ ହିତାଧିକାରୀ। ତେବେ ରାସନକାର୍ଡ ଫେରାଇଥିବା ପରିବାରର ସଦସ୍ୟ ସଂଖ୍ୟା ୮୭୮୪୪। ସେହିପରି ରାଜ୍ୟରେ ୪ ଲକ୍ଷ ୮ ହଜାର ୧୦୭ ଭୂତ କାର୍ଡକୁ ବାଦ୍‌ ଦିଆଯାଇଛି। ମୃତ୍ୟୁ ପରେ ବି ଏହି ଲୋକମାନଙ୍କ ନାମରେ ରାସନ୍‌ ସାମଗ୍ରୀ ନିଆଯାଉଥିଲା। ଯାହାକୁ ଏବେ ଚିହ୍ନଟ କରାଯାଇଛି। ତେବେ ଖାଦ୍ୟ ସୁରକ୍ଷା ଯୋଜନାରେ ୯୭ ଲକ୍ଷ ୫୫ ହଜାର ୪୪୨ କାର୍ଡରେ ୩ କୋଟି ୩୦ ଲକ୍ଷ ୨୮ ହଜାର ୮୮୦ […]

Read More Text.

ଆସନ୍ତା ବର୍ଷ ଭାରତ ହେବ ନକ୍ସଲ ମୁକ୍ତ: ୨୬ ନକ୍ସଲ ଏନକାଉଣ୍ଟର ପରେ ଶାହାଙ୍କ ବଡ ବୟାନ

ନୂଆଦିଲ୍ଲୀ: ଏନକାଉଣ୍ଟରରେ ଥରିଛି ଛତିଶଗଡର ଛାତି । ଜଙ୍ଗଲରେ ଶୁଭିଛି ଗୁଳିର ଗର୍ଜନ । ଆଉ ଯବାନଙ୍କ ଗୁଳିରେ ଟଳିପଡିଛନ୍ତି ୨୬ ମାଓବାଦୀ । ଇଟାର ଜବାବ ପଥରରେ ଦେଇଛନ୍ତି ସୁରକ୍ଷା କର୍ମୀ । ଛତିଶଗଡର ୨ଟି ଅଲଗା ଅଲଗା ସ୍ଥାନରେ ଆଜି ମାଓବାଦୀଙ୍କ ଉପରେ ଗୁଳିବର୍ଷା କରିଛନ୍ତି ଯବାନ । ବିଜାପୁର ଏବଂ କାଙ୍କେରରେ ସୁରକ୍ଷାକର୍ମୀଙ୍କ ଅପରେସନରେ ନିପାତ ହୋଇଛନ୍ତି ୨୬ ନକ୍ସଲ । ଯାହା ନକ୍ସଲ ମୁକ୍ତ ଅଭିଯାନକୁ ଆହୁରି ବଳ ଦେଇଛି । […]

Read More Text.

ମଦ ବ୍ୟବସାୟୀଙ୍କ ଘରେ ବଡ଼ ଧରଣର IT ରେଡ୍

ଅନୁଗୁଳ:  ବଡ ଧରଣର ଆୟକର ଚଢ଼ାଉ । ମଦ ବ୍ୟବସାୟୀଙ୍କ ଘରେ ବଡ଼ ଧରଣର ଆୟକର ରେଡ୍‌ ହୋଇଛି । ଅନୁଗୁଳ କରଡ଼ାଗାଡିଆରେ ଥିବା ଦେଶୀ ଭାଟିର ମୁଖ୍ୟ ଗୋଦାମରେ ଚାଲିଛି ରେଡ୍ । ଆୟକର ଫାଙ୍କିବା ନେଇ ଚଢ଼ାଉ ଚାଲିଥିବା ସୂଚନା ମିଳିଛି । ଅନୁଗୋଳରେ ତିନି ଜଣିଆ ଟିମ ଚଳାଇଛନ୍ତି ଖୋଳତାଡ଼ । ତାଳଚେର, ଅନୁଗୁଳ, ଢେଙ୍କାନାଳ, ପୁରୀ, ଭୁବନେଶ୍ୱରରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି । ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ବିଭିନ୍ନ ପ୍ରତିଷ୍ଠାନ […]

Read More Text.

ଓଡିଶାରୁ ଚାଇନା ଯାଉଛି ଲୁହା ପଥର: ଗଲାଣି ୧୮ ଲକ୍ଷ ମେଟ୍ରିକ୍ ଟନ୍

ଭୁବନେଶ୍ବର: ଖଣିଜ ପଦାର୍ଥରେ ଭରପୂର ଓଡିଶା ରାଜ୍ୟରୁ ଚାଇନା ନେଉଛି ଲୁହାପଥର । ରାଜ୍ୟରେ ଲୁହାପଥର ରପ୍ତାନୀରୁ ଆଦାୟ ହେଉଥିବା ରାଜସ୍ୱକୁ ନେଇ ତଥ୍ୟ ଦେବା ବେଳେ ଏହି ସୂଚନା ରଖିଥିଲେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଆଜି ଗୃହରେ ଏନେଇ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ପ୍ରଶ୍ନ କରିଥିବା ବେଳେ ଏନେଇ ମନ୍ତ୍ରୀ ଲିଖିତ ଉତ୍ତରରେ କହିଥିଲେ, ବିଗତ ତିନି ବର୍ଷରେ ଲୁହାପଥର ରପ୍ତାନୀରୁ ୨୪ ଶହ ୧୮ କୋଟି […]

Read More Text.

ଆସନ୍ତା ଅପ୍ରେଲ୍‌ ୧ ତାରିଖରୁ ଭୁବନେଶ୍ୱର ରୁ ଗୋଆକୁ ଉଡିବ ବିମାନ, ସପ୍ତାହରେ ଚାରି ଦିନ ଉଡ଼ିବ

ଭୁବନେଶ୍ବର: ଭୁବନେଶ୍ୱର ରୁ ଗୋଆକୁ ଉଡିବ ବିମାନ । ବିମାନ ସେବା କ୍ଷେତ୍ରରେ ଓଡ଼ିଶା ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହେବ । ଆସନ୍ତା ଅପ୍ରେଲ୍‌ ୧ ତାରିଖ ଠାରୁ ଉତ୍କଳ ଦିବସ ଅବସରରେ ଓଡ଼ିଶାରୁ ଗୋଆକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେବ । ଏହି ନୂତନ ବିମାନ ସେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି । ରାଜ୍ୟ ସରକାରଙ୍କ ନ୍ୟୁ ଡେଷ୍ଟିନେସନ୍‌ ପଲିସି ଅନୁଯାୟୀ ଭୁବନେଶ୍ବରରୁ […]

Read More Text.

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବାୟୋପିକ ନିର୍ମାଣ ପାଇଁ ମୋର ଦାବି: ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଏକ ବାୟୋପିକ୍ ନିର୍ମାଣ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି।। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବାୟୋପିକରେ ଦେଖାଯିବା ଉଚିତ ଯେ ଅଲରାଉଣ୍ଡର ତାଙ୍କ ସଂଘର୍ଷମମୟ ଯାତ୍ରା‌ରେ କଠୋର ସମାଲୋଚନାର ସମ୍ମୁଖୀନ ହେବା ସତ୍ତ୍ୱେ କିପରି ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲେ। ଗତ ଆଇପିଏଲ ସିଜିନରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଥିଲେ। ଏହା ପୂର୍ବରୁ ସେ ଗୁଜରାଟ ଟାଇଟାନ୍ସ ପାଇଁ ଖେଳିଥିଲେ। […]

Read More Text.