ପୋଲିସ ଜାଲରେ ସେକ୍ସଟର୍ସନ ଅଭିଯୁକ୍ତ, ଦିଲ୍ଲୀରୁ ଗିରଫ କଲା କମିଶନରେଟ୍ ପୋଲିସ
କଟକ: ପୋଲିସ ଜାଲରେ ସେକ୍ସଟର୍ସନ ଅଭିଯୁକ୍ତ । ‘ସେକ୍ସଟର୍ସନ’ ଅଭିଯୋଗରେ ନାଇଜେରିଆ ନାଗରିକ ଗିରଫ । ଦିଲ୍ଲୀରୁ ଗିରଫ କଲା କଟକ କମିଶନରେଟ୍ ପୋଲିସ । କଟକର ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଭିଡିଓ ଭାଇରାଲ ଅଭିଯୋଗ । ଏହାପରେ ବ୍ଲାକ ମେଲ୍ କରି ଲକ୍ଷାଧିକ ଟଙ୍କା ହଡ଼ପ । ପୁଣି ଟଙ୍କା ମାଗି ନ ପାଇବାରୁ ସୋସିଆଲ ମିଡିଆରେ ଭାଇରାଲ କଲା । ଏଥିପାଇଁ ପୀଡ଼ିତା ଜଣଙ୍କ ଆତ୍ମହତ୍ୟା କରିଥିଲେ । ପରିବାର ଲୋକ ଏନେଇ […]
Read More Text.