ଚାଲିପାରୁନି ବିଧାନସଭା, ବିରୋଧୀଙ୍କୁ ଆଲୋଚନା ପାଇଁ ଆହ୍ବାନ କଲେ ରାଜସ୍ବ ମନ୍ତ୍ରୀ
ଭୁବନେଶ୍ୱର : ଚାଲିପାରୁନି ବିଧାନସଭା । ବିରୋଧୀଙ୍କ ପ୍ରବଳ ହଟ୍ଟଗାଳ । ବାରମ୍ବାର ଗୃହ ମୁଲତବୀ । ବିଧାନସଭା ଅଚଳାବସ୍ଥା ନେଇ ବିରୋଧୀଙ୍କୁ ଦାୟୀ କଲା ବିଜେପି । ବିରୋଧୀଙ୍କ ହୋହଲ୍ଲା ଯୋଗୁ ବିଧାନସଭା ଚାଲିପାରୁନି ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ବିରୋଧୀ ଲକ୍ଷ୍ମଣ ରେଖା ଉଲଙ୍ଘନ କରୁଛନ୍ତି । କଂଗ୍ରେସର ଏଭଳି ଆଚରଣକୁ ଓଡ଼ିଶାବାସୀ କ୍ଷମା ଦେବେନି । ବାଚସ୍ପତିଙ୍କ ପୋଡ଼ିୟମରେ ଚଢ଼ି ଘଣ୍ଟି ବଜାଇବା ଅଶୋଭନୀୟ। ଘଣ୍ଟି ଓ ଗିନି ବଜାଇବା ସ୍ଥାନ […]
Read More Text.