କୁମ୍ଭ ଭାଇରଲ ଗାର୍ଲ ମୋନାଲିସାକୁ ଫିଲ୍ମ ଅଫର ଦେଇଥିବା ନିର୍ମାତା ଦୁଷ୍କର୍ମ ଅଭିଯୋଗରେ ଗିରଫ

କୁମ୍ଭମେଳା ସମୟରେ ଭାଇରାଲ ହୋଇଥିବା ମୋନାଲିସାଙ୍କୁ ତାଙ୍କ ଫିଲ୍ମରେ ଅଭିନୟ ପାଇଁ ଅଫର ଦେଇଥିବା ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କୁ ଏକ ଦୁଷ୍କର୍ମ ମାମଲାରେ ଗିରଫ କରାଯାଇଛି। ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିବା ପରେ ଏହି ଗିରଫଦାରୀ ହୋଇଛି। ଘଟଣାର ଯାଞ୍ଚ ପରେ ୪୫ ବର୍ଷୀୟ ସନୋଜ ମିଶ୍ରଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ଗାଜିଆବାଦରେ ପୁଲିସ ସନୋଜଙ୍କୁ ଗିରଫ କରିଛି ଏବଂ ପରେ ନବୀ କରିମ ପୁଲିସ ଷ୍ଟେସନ ହେପାଜତକୁ ନେଇଥିଲା। ଏକ […]

Read More Text.

ରାଜାଚକ୍ରଙ୍କର ୧୪ଟି ଟିପର ଓ ଗୋଟିଏ ଜେସିବିକୁ କୋରାପୁଟରୁ ଜବତ କଲା ଇଓଡବ୍ଲ୍ୟୁ

କୋରାପୁଟ/କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ୍ ଟ୍ରାନ୍ସପୋର୍ଟିଂ କୋ-ଅପରେଟିଭ ସୋସାଇଟି ଲିମିଟେଡରେ ବହୁ କୋଟି ଟଙ୍କାର ଆର୍ଥିକ ହେରଫେର ମାମଲାରେ ଗିରଫ ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜାଙ୍କର ବ୍ୟାବସାୟିକ ସାମ୍ରାଜ୍ୟ କୋରାପୁଟକୁ ଲମ୍ବିଛି। ଗତକାଲି ସେମିଳିଗୁଡାରୁ ରାଜା ଚକ୍ରଙ୍କର ୧୪ଟି ଟିପର ଓ ଗୋଟିଏ ଜେସିବିକୁ ଜବତ କରିଛି ଇଓଡବ୍ଲ୍ୟୁ। ସେମିଳିଗୁଡା ସହର ଉପକଣ୍ଠରେ ୧୫ରୁ ଅଧିକ କ୍ରସର ଥିବା ବେଳେ ଏଥିରେ ରାଜା ଚକ୍ରଙ୍କର ଏକାଧିକ ଗାଡ଼ି ପରିବହନ […]

Read More Text.

କ୍ରାଇମବ୍ରାଞ୍ଚ କବଜାରେ ଅନ୍ତଃରାଜ୍ୟ ସାଇବର ଠକ, ଗିରଫ ହେଲେ ୭ ଜଣ ଅଭିଯୁକ୍ତ

ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ କବଜାରେ ଅନ୍ତଃରାଜ୍ୟ ସାଇବର ଠକ । ୧ .୪କୋଟି ଟଙ୍କାର ସାଇବର ଠକେଇ କରି ଗିରଫ ହେଲେ ୭ ଜଣ ଅଭିଯୁକ୍ତ । ସମସ୍ତ ଅଭିଯୁକ୍ତଙ୍କୁ କର୍ଣ୍ଣାଟକ ଓ ତାମିଲନାଡୁରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ବିଭିନ୍ନ ଆକାଉଣ୍ଟ ଫ୍ରିଜ କରିବା ପରେ ୧୯ଲକ୍ଷ ଟଙ୍କା ଜବତ କରିଛି କ୍ରାଇମବ୍ରାଞ୍ଚ  । ଏହା ସହ ଅଭିଯୁକ୍ତଙ୍କ ନିକଟରୁ ମୋବାଇଲ ଫୋନ, ସିମକାର୍ଡ, ଚେକବୁକ,ଆଧାରକାର୍ଡ , Whats app ସ୍କ୍ରିନ, ସର୍ଟ,ଡେବିଟ କାର୍ଡ ଜବତ ହୋଇଛି […]

Read More Text.

ଆଜି ପବିତ୍ର ‘ଇଦ୍-ଉଲ୍-ଫିତର’

ଭୁବନେଶ୍ୱର: ମୁସଲମାନ ସମ୍ପ୍ରଦାୟର ପବିତ୍ର ପର୍ବ ଇଦ୍-ଉଲ୍-ଫିତର। ଦୀର୍ଘ ୧ମାସ ଧରି ରୋଜା ଅର୍ଥାତ ଉପବାସ ରଖିଥିବା ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନ ଉପବାସ ଭଙ୍ଗକରି ନିରାଡମ୍ବର ଭାବେ ଏହି ପର୍ବକୁ ପାଳନ କରୁଛନ୍ତି। ପରସ୍ପରକୁ ଇଦର ଶୁଭେଚ୍ଛା ଜଣାଇଛନ୍ତି। ଖୁସିରେ ଆଳିଙ୍ଗନ କରି କହିବେ ଇଦ ମୁବାରକ୍‌। କରୋନା ପାଇଁ ଚଳିତ ବର୍ଷ ଫିକା ପଡିଛି ପର୍ବ। ଚାରିଆଡ଼େ ମହାମାରୀ କରୋନାର ପ୍ରକୋପ ଆଉ କଟକଣା । ସମୂହ ନମାଜ ପାଠ ତ ଦୂରର କଥା […]

Read More Text.

ଏମ ପି ସି କମର୍ସ ଆଲୁମ୍‌ନି ଦ୍ୱାରା଼ ଜୀବନ ସାହୁ ସମ୍ମାନିତ

ବାରିପଦା : ସ୍ଥାନୀୟ ମହାରାଜା କୃଷଚନ୍ଦ୍ର ହାଇସ୍କୁଲ ପରିସରରେ ପୁରାତନ ଛାତ୍ରଙ୍କ ପାଇଁ ଉଦିଷ୍ଟ ସଭା ଗୃହରେ ମହାରାଜା ପୂର୍ଣଚନ୍ଦ୍ର ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ଏମ ପି ସି କମର୍ସ ଆଲୁମିନି ଟ୍ରଷ୍ଟର ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି I ମହାରାଜା ପୂର୍ଣଚନ୍ଦ୍ର ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୀବନ କୁମାର ସାହୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଡିଭିଜନାଲ ରେଲୱେ […]

Read More Text.

ରକ୍ତଦାନ ଶିବିର ଆୟୋଜନ କରି ଜନ୍ମଦିନ ପାଳନ କଲେ ଅମର ସେଠି

ବାରିପଦା: ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଆର କେ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସମାଜସେବୀ ଅମର କୁମାର ସେଠି ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ କରି ନିଜ ଜନ୍ମଦିନ ପାଳନ କରିଛନ୍ତି I ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ, ବାରିପଦା ଦୟାସିନ୍ଧୁ ପରିଡା, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଡଃ ବିଜୟ କୁମାର ଅଗ୍ରୱାଲ ଓ ଫାଉଣ୍ଡେସନର ସଦସ୍ୟା କାଉନସିଲର ସୁକେଶିନୀ ସେଠି ପ୍ରମୁଖ ଉପସ୍ଥିତ ରହି ଏହି ଶିବିରକୁ ଉଦଘାଟନ କରିଥିଲେ […]

Read More Text.

ବଳାଙ୍ଗୀ ଟେଲେଣ୍ଟହଣ୍ଟ ମେଗା ଅଡିସନ ଅନୁଷ୍ଠିତ, ୩୬ଜଣ ପ୍ରତିଯୋଗୀ ଫାଇନାଲକୁ ଉତୀର୍ଣ୍ଣ

ବାରିପଦା: ମହା ବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ପାଳନ ଉପଲକ୍ଷେ ଆସନ୍ତା ଏପ୍ରିଲ 14ରୁ 20 ତାରିଖ ପର୍ଯ୍ୟନ୍ତ 7ଦିନ ଧରି ମୟୁରଭଞ୍ଜ ଜିଲ୍ଲା ର ମହାନ ଗଣ ପର୍ବ ମୟୁରଭଞ୍ଜ ବାଲିମେଳା ବଳାଙ୍ଗୀ ମହୋତ୍ସବ ପାଳିତ ହେବା ପରିପ୍ରେକ୍ଷୀରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଜି ବାରିପଦା ଡିଭାଇନ ଇଞ୍ଜିନିୟରିଙ୍ଗ କଲେଜ ପରିସରରେ ପ୍ରତିଭା ଚୟନ ପାଇଁ ନୃତ୍ୟ ଭିତ୍ତିକ କାର୍ଯ୍ୟକ୍ରମ ବଳାଙ୍ଗୀ ଟେଲେଣ୍ଟହଣ୍ଟ ମେଗା ଅଡିସନ ଅନୁଷ୍ଠିତ ହୋଇ […]

Read More Text.

ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ପାଳନ

ବାରିପଦା: ବାରିପଦାର ଶହିଦ ସ୍ମୃତି ଭବନ ଠାରେ “ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫” ମାର୍ଚ୍ଚ ମାସର ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭା ରେ ଅତିରିକ୍ତ ଜିଲ୍ଲାପାଳମୟୂରଭଞ୍ଜ ଶ୍ରୀଯୁକ୍ତ ନେତ୍ରାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଧ୍ୟକ୍ଷ୍ୟତା କରିଥିଲେ। ଉକ୍ତ ସଭାରେକୃଷ୍ଣଚନ୍ଦ୍ର ଦାସ, ଯୁଗ୍ମ ନିବନ୍ଧକ ସମବାୟ ସମିତି ସମୂହ, ମୟୂରଭଞ୍ଜ ଖଣ୍ଡ , ବାରିପଦା ସଭା ପରିଚାଳନା କରିଥିଲେ ଓ ଏହି ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ଡିସେମ୍ବର ମାସ […]

Read More Text.

ଜିଲ୍ଲା ସ୍ତରୀୟ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାରିପଦା: ଆଜି ଭବାନୀପାଟଣା, କଳାହାଣ୍ଡି ଜିଲ୍ଲାର ଶ୍ରୀକୃଷ୍ଣ ନଗର ପଡିଆ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକାଭିମୁଖୀ ଅନ୍ତ୍ୟୋଦୟ ଗୃହ ଯୋଜନା ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ବାରିପଦା ବ୍ଲକ ପରିସରରେ ଜ଼ିଲ୍ଲା ପରିଷଦ, ମୟୁରଭଞ୍ଜ ଆନୁକୂଲ୍ୟରେ ଏହି ଯୋଜନାର ଜିଲ୍ଲା ସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ […]

Read More Text.

ଗ୍ରୀଷ୍ମ ପ୍ରବାହ ବୃଦ୍ଧି ହେତୁ ସ୍ଥାନୀୟ ଦୈନିକ ଓ ସାପ୍ତାହିକ ହାଟର ଖୋଲା ହେବା ସମୟ ନିର୍ଧାରିତ

ଜନସାଧାରଣଙ୍କ ପାଇଁ ଦିବା ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ ସ୍ଥାନୀୟ ଦୈନିକ ଓ ସାପ୍ତାହିକ ହାଟ। ଦିବା ୧୧ଟା ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପିକ ଆୱାରରେ ବନ୍ଦ ରହିବ ସ୍ଥାନୀୟ ଦୈନିକ ଓ ସାପ୍ତାହିକ ହାଟ ବାରିପଦା: ଭାରତୀୟ ପାଣି ପାଗ କାର୍ଯ୍ୟାଳୟର ସୂଚନା ଅନୁଯାୟୀ ଦିନକୁ ଦିନ କ୍ରମଶଃ ଗ୍ରୀଷ୍ମ ପ୍ରବାହ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ଅଂଶୁଘାତ ରୁ ରକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସତର୍କତାମୂଳକ ପଦକ୍ଷେପ […]

Read More Text.