ଓଡ଼ିଆ ପକ୍ଷ ପାଳନ ଅବସରରେ ଏପ୍ରିଲ ୩ ତାରିଖ” ଆମ ପୋଷାକ ଆମ ପରିଚୟ ” ଦିବସ
ବାରିପଦା – ଓଡିଶାର ସାଂସ୍କୃତିକ ଐତିହ୍ୟ କୁ ପ୍ରଚାର ପ୍ରସାର କରିବା ପାଇଁ ୧ ଏପ୍ରିଲ ୨୦୨୫ ରୁ ୧୪ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ସାରା ରାଜ୍ୟରେ ଓଡ଼ିଆ ପକ୍ଷ ଭାବେ ପାଳନ କରାଯାଉଛି। ଏହି ଅବସରରେ ଏପ୍ରିଲ ୩ତାରିଖ “ଆମ ପୋଷାକ ଆମ ପରିଚୟ ” ଦିବସ ଭାବେ ପାଳନ ହେବ। ଓଡିଶାର ହସ୍ତତନ୍ତ ପୋଷାକ କେବଳ ଶିଳ୍ପ ନୁହେଁ, ବରଂ ଏହା ଓଡିଶାର ଐତିହ୍ୟ ଏବଂ ସାଂସ୍କୃତିକ ବିବିଧତାର ପ୍ରତୀକ ଯାହାକି ଅନନ୍ୟ ବୈଶିଷ୍ଟ୍ୟ […]
Read More Text.