ତଦନ୍ତକୁ ବାଟବଣା କରିବାକୁ ଉଦ୍ୟମ କରୁଛନ୍ତି ରାଜା ଚକ୍ର: ଅଞ୍ଜନ ବେଜ
କେନ୍ଦୁଝରଗଡ଼: ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ହୋଇଥିବା ଅନିୟମିତତାରେ ଗିରଫ ବିଜେଡି ନେତା ସୌମ୍ୟ ଶଙ୍କର ଚକ୍ର ଓରଫ ରାଜା ଇଓଡବ୍ଲ୍ୟୁ ତଦନ୍ତକୁ ବାଟବଣା କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଏଜେନ୍ସିର ପୂର୍ବତନ ସମ୍ପାଦକ ତଥା ବିଜେପି ନେତା ଅଞ୍ଜନ ବେଜ୍ କହିଛନ୍ତି। ରାଜା ନିଜକୁ ଦୋଷମୁକ୍ତ କରିବା ଉଦ୍ଦେଶ୍ୟରେ ଓକିଲଙ୍କ ଜରିଆରେ ଏଣୁ ତେଣୁ ମିଥ୍ୟା କାହାଣୀ କହି ଜନସାଧାରଣ ଏବଂ ତଦନ୍ତକାରୀ ସଂସ୍ଥାକୁ ଭ୍ରମିତ କରୁଛନ୍ତି ବୋଲି ବିଜେପି ନେତା ଅଞ୍ଜନ ବେଜ୍ ଶୁକ୍ରବାର ଏକ […]
Read More Text.