ବର୍ଷ ପରେ ବର୍ଷ ବିତି ଚାଲିଛି, ସ୍ଥାୟୀ ବିଶ୍ରାମାଗାର ନିର୍ମାଣ ହୋଇପାରୁନି
ଆଗରପଡ଼ା :ଆଗରପଡ଼ା ଠାରୁ ବରପଦା ପର୍ଯ୍ୟନ୍ତ ଲମ୍ବିଥବା ରାସ୍ତାର ବିଭିନ୍ନ ଛକ ଜାଗାରେ ସ୍ଥାୟୀ ବିଶ୍ରାମାଗାର ନଥିବାରୁ ଯାତ୍ରୀମାନେ ଏଣେତେଣେ ବିଶ୍ରାମ ନେଉଥିବାର ଦେଖିବାକୁ ମିଳୁଛି । ଆଗରପଡ଼ା ଠାରୁ ଭଦ୍ରକ ପର୍ଯ୍ୟନ୍ତ ଲମ୍ବିଥବା ଏହି ବ୍ୟସ୍ତ ବହୁଳ ରାସ୍ତା ପାଶ୍ୱର୍ରେ ବିଭିନ୍ନ ସ୍ଥାନରେ ବିଶ୍ରାମାଗାର ମାନ ନିର୍ମାଣ ହୋଇଛି । ମାତ୍ର ଏହି ବିଶ୍ରାମାଗାର ଗୁଡ଼ିକ ଅବସ୍ଥା ଠିକ୍ ନଥିବାରୁ ଯାତ୍ରୀମାନେ ଏହା ମଧ୍ୟରେ ବସିବା ତ ଦୂରରକଥା,ଏହା ଭିତରକୁ ପଶିବାକୁ ଇଚ୍ଛା ପ୍ରକାଶ କରୁ […]
Read More Text.