ବିଜେପିର ୪୬ ତମ ପ୍ରତିଷ୍ଠା ଦିବସ
ବାରିପଦା : ୧୯୮୦ ମସିହା ଏପ୍ରିଲ ୬ ତାରିଖ ଦିନ ଜଳସଂଘରୁ ବିଜେପିର ଶୁଭାରମ୍ଭ ହୋଇଥିଲା ।ଏହି ଦିନ କୁ ବିଜେପିର ପ୍ରତିଷ୍ଠା ଦିବସ ଭାବେ ବିଜେପି ପାଳନ କରି ଆସୁଛି । ରବିବାର ଦିନ ବିଜେପି ରାଜ୍ୟ ସଂପାଦକ ନବୀନ ରାମଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ସ୍ଥାନୀୟ ହରେକୃଷ୍ଣ ମହତାବ ଛକ ନିକଟସ୍ଥ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ନବୀନ ରାମ ଯୋଗ ଦେଇ ଦଳର […]
Read More Text.