ମାଳତୀପାଟପୁର ବସ୍ ଷ୍ଟାଣ୍ଡରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଟୁରିଷ୍ଟ ବସ୍

ପୁରୀ: ମାଳତୀପାଟପୁର ବସ୍ ଷ୍ଟାଣ୍ଡରେ ଭୟଙ୍କର ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳିଗଲା ଟୁରିଷ୍ଟ ବସ୍। ରାସ୍ତାରେ ଛିଡ଼ା ହୋଇଥିବାବେଳେ ଅଚାନକ ଲାଗିଲା ନିଆଁ। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି। କେଉଁ କାରଣରୁ ବସ୍‌ରେ ନିଆଁ ଲାଗିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ। ଖବର ପାଇ ପୋଲିସ ଓ ଦମକଳ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି। ନିଆଁ ଲାଗିବା ପରେ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଛି। ସେହିପରି ଆଜି ସକାଳୁ ପୂର୍ତ୍ତବିଭାଗ […]

Read More Text.

୨୮ ଜଣ ଭୂମିହୀନଙ୍କୁ ଉପଜିଲ୍ଲାପାଳଙ୍କ ଦ୍ଵାରା ପଟ୍ଟା ବଣ୍ଟନ 

ବାରିପଦା : ପ୍ରତ୍ୟେକ ମଣିଷର ମୌଳିକ ଅଧିକାର ଏକ ଵାସଗୃହ । ସମସ୍ତଙ୍କ ର ସ୍ବପ୍ନ ଥାଏ ନିଜ ଜାଗାରେ ଘରଟିଏ କରି ମୁଣ୍ଡ ଗୁଞ୍ଜିବାକୁ । କିନ୍ତୁ   ବାଧକ ସାଜି ଥାଏ ଭୂମି ।ଭୂମି ନ ଥିଲେ ଘର ଟିଏ କେମିତି କରିବେ ? ବହୁ ଭୂମିହୀନ ତହସିଲ ଅଫିସ ଦୌଡ଼ି ଦୌଡ଼ି ପାଦ ଛିଡିଯାଏ ଜାଗାଟିଏ ପାଇଁ  । ବୟସ ଅପରାହ୍ନ ହୋଇଯାଏ ତା’ର ର ସ୍ବପ୍ନ ସ୍ବପ୍ନ ରେ ରହିଯାଏ ।କେତେଜଣ ବି […]

Read More Text.

ଦୁଇ ଭାଗ ହେଲା ଫଲକନୁମା ଏକ୍ସପ୍ରେସ୍

ଶ୍ରୀକାକୁଲମ: ପୁଣି ରେଳ ଦୁର୍ଘଟଣା। ଦୁଇ ଭାଗ ହୋଇଗଲା ଫଲକନୁମା ଏକ୍ସପ୍ରେସ୍। ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ପଲାସା ନିକଟରେ ମଙ୍ଗଳବାର ଘଟିଛି ଏକ ରେଳ ଦୁର୍ଘଟଣା। ବିଶାଖାପାଟଣା ଦେଇ ସାଲିମାର ଯାଉଥିବା ଫଲକନୁମା ଏକ୍ସପ୍ରେସର ଦୁଇଟି ଏସି ବଗି ଟ୍ରେନରୁ ଅଲଗା ହୋଇଯାଇଛି। ଫଳରେ ଶତାଧିକ ଯାତ୍ରୀ ଫସି ରହିବା ସହ ଆତଙ୍କିତ ହୋଇପଡ଼ିଥିଲେ। ଦୁର୍ଘଟଣାରେ ମୃତାହତ ନେଇ କୌଣସି ସୂଚନା ନାହିଁ। ଯାତ୍ରୀମାନଙ୍କ କହିବା ଅନୁଯାୟୀ, ସୁମ୍ମାଦେବୀ-ମଣ୍ଡାସା ଗାଁ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି।  ଫଳରେ ଯାତ୍ରୀମାନେ […]

Read More Text.

ଚଳିତ ମାସ ଶେଷ ସୁଦ୍ଧା ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ

ପୁରୀ : ଚଳିତ ମାସ ଶେଷ ସୁଦ୍ଧା ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ । ଧାଡ଼ି ଦର୍ଶନ ପାଇଁ ସବୁକିଛି ବ୍ୟବସ୍ଥା କରାଯାଇଛି । ଚଳିତ ସପ୍ତାହରେ ଶ୍ରୀମନ୍ଦିର ମ୍ୟାନେଜିଙ୍ଗ କମିଟି ଗଠିତ ହୋଇଯିବ । କମିଟି ହେଲାପରେ ନାଟମ ଣ୍ଡପ ଭିତରେ ଥିବା ହୁଣ୍ଡିର ସ୍ଥାନାନ୍ତର ପ୍ରକ୍ରିୟା ହେବ । ହୁଣ୍ଡି ସ୍ଥାନାନ୍ତର ପାଇଁ ମ୍ୟାନେଜିଙ୍ଗ କମିଟି ଓ ସରକାରଙ୍କ ଅନୁମତିର ଆବଶ୍ୟକତା ରହିଛି । ଅନୁମତି ମିଳିବା ପରେ ହୁଣ୍ଡି ସ୍ଥାନାନ୍ତର ହେବ […]

Read More Text.

ନଗରୀ ସରପଞ୍ଚ ନରୋତ୍ତମ ଦାସଙ୍କ ଦ୍ୱାରା ଥଣ୍ଡା ପାନୀୟ ଜଳ ମେସିନ୍ ଉଦ୍‌ଘାଟିତ

କଟକ ସଦର :  ପବିତ୍ର ଶ୍ରୀ ରାମ ନବମୀ ରେ ବାରଙ୍ଗ ବ୍ଳକ୍ ନଗରୀ ପଞ୍ଚାୟତ ଅରିଲୋ ଗ୍ରାମର ଶ୍ରୀ ଶ୍ରୀ ଯୁଗଳକିଶୋର ମନ୍ଦିର ନିକଟରେ ସରପଞ୍ଚ ନରୋତ୍ତମ ଦାସଙ୍କ ଦ୍ଵାରା ଏକ ଥଣ୍ଡା ପାନୀୟ ଜଳ ମେସିନ୍ ଉଦ୍‌ଘାଟିତ ହୋଇଛି | ଏହି ଉଦ୍‌ଘାଟନ ଉତ୍ସବରେରେ ସମିତି ସଭ୍ୟ କୃଷ୍ଣଚନ୍ଦ୍ର ମଲ୍ଲିକ୍ , ସମାଜସେବୀ ପ୍ରଣବ ପଟ୍ଟନାୟକ , ସମାଜସେବୀ ନଳିନୀକାନ୍ତ ପଟନାୟକ , ୱାର୍ଡ ସଭ୍ୟା ପ୍ରତିଭା ଦାସ , ୱାର୍ଡ ସଭ୍ୟ ସୁନିଲ୍ କୁମାର […]

Read More Text.

ଆଉ ଦୁଇ ଦିନ ମଧ୍ୟରେ ସରିବ ମାଟ୍ରିକ ଖାତା ଦେଖା, ମେ’ ପ୍ରଥମ ସପ୍ତାହରେ ରେଜଲ୍ଟ

କଟକ: ମେ’ ୨ୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ। ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ। ଆଉ ଦୁଇ ଦିନ ମଧ୍ୟରେ ସରିବ ଖାତା ଦେଖା। AI ଏବଂ QR କୋର୍ଡ ଦ୍ବାରା ପରୀକ୍ଷା ପରିଚାଳନା ସଫଳ ହୋଇଛି। ବିଜ୍ଞାନ ପ୍ରଶ୍ନପତ୍ରରେ ୪ ମାର୍କ କମ୍‌ ନେଇ କିଛି ଅସୁବିଧା ହେବନି କହିଲେ। ଗ୍ରେସ୍‌ ମାର୍କ ସମ୍ପର୍କରେ ପରିଚାଳନା କମିଟି ନିଷ୍ପତ୍ତି ନେବ। ମାର୍ଚ୍ଚ ୧୯ରେ ଆରମ୍ଭ ହୋଇଥିଲା ମାଟ୍ରିକ ପରୀକ୍ଷା ଖାତା ଦେଖା […]

Read More Text.

ପାଣ୍ଡିଆନ୍‌ ଉଭୟ ରାଜ୍ୟ ଓ ଦଳ ପାଇଁ ଭଲ କାମ କରିଛନ୍ତି: ନବୀନ ପଟ୍ଟନାୟକ

ଭୁବନେଶ୍ବର: ଓଡ଼ିଶା ସରକାରରେ ପୂର୍ବତନ ୫ଟି ଅଧ୍ୟକ୍ଷ ତଥା ବି‌ଜେଡିରୁ ଇସ୍ତଫା ଦେଇଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ମୁହଁ ଖୋଲିଛନ୍ତି। ନବୀନ ନିବାସରେ ବିଜେଡି ସୁପ୍ରିମୋ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଭି କେ ପାଣ୍ଡିଆନ୍‌ ଉଭୟ ରାଜ୍ୟ ଓ ଦଳ ପାଇଁ ଭଲ କାମ କରିଛନ୍ତି। ସେ ଗତ ୧୦ ମାସ ହେଲା ବିଜେଡିରୁ ଇସ୍ତଫା ଦେଇସାରଛନ୍ତି। ବର୍ତ୍ତମାନ ସମୟରେ ବିଜେଡିର କୌଣସି କାର୍ଯ୍ୟରେ ସଂଶ୍ଲିଷ୍ଟ ନାହାନ୍ତି। […]

Read More Text.

କମିଶନରେଟ ପୋଲିସର ମୋବାଇଲ ମେଳା, ଫେରାଉଛି ଚୋରି ମୋବାଇଲ

ଭୁବନେଶ୍ୱର : କମିଶନରେଟ ପୋଲିସର ମୋବାଇଲ ମେଳା । ମୋବାଇଲ ମେଳାର ଆୟୋଜନ କରି ଚୋରି ମୋବାଇଲ ଫେରାଉଛି ପୋଲିସ । ରାଜଧାନୀରୁ ୧୦୦ ଟି ଚୋରି ମୋବାଇଲ ଉଦ୍ଧାର ପରେ ପ୍ରକୃତ ମାଲିକଙ୍କୁ ଫେରସ୍ତ କରାଯାଇଛି । କମିଶନରେଟ ପୋଲିସର ସ୍ଵତନ୍ତ୍ର ଟିମ ଚୋରି ମୋବାଇଲ ଟ୍ରାକ କରି ଠାବ କରିଛନ୍ତି । ମୋବାଇଲର ଉପଯୁକ୍ତ ପ୍ରମାଣପତ୍ର ଦେଖାଇ ଚୋରି ହୋଇଥିବା ମୋବାଇଲ ନେଉଛନ୍ତି ମୋବାଇଲ ମାଲିକ । କମିଶନରେଟ ପୋଲିସର ସ୍ଵତନ୍ତ୍ର ଟିମ ଏହି ମୋବାଇଲ […]

Read More Text.

କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ: ଏକାଧିକ ପ୍ରସଙ୍ଗ‌ରେ କଲେ ଆଲୋଚନା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦିଲ୍ଲୀରେ ଭେଟିଛନ୍ତି। ଶ୍ରୀ ଶାହଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ରାଜ୍ୟର ବିକାଶ ପାଇଁ ଆଇନଶୃଙ୍ଖଳା ଓ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କଥା ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟରେ ଖାଲିଥିବା ପଦବି ଖୁବ୍‌ ଶୀଘ୍ର ପୂରଣ ହେବ। ରାଜ୍ୟର ବିଭିନ୍ନ ବିଭାଗରେ ଖାଲି ଥିବା ୧୨,୦୦୦ରୁ ଊର୍ଦ୍ଧ୍ବ ପଦବି ପୂରା ହେବ। ଗୃହ […]

Read More Text.

ବିଜୁ ଯୁବ ଜନତା ଦଳ ନେତାଙ୍କ ବିସ୍ଫୋରକ ବୟାନ: ‘ମାନସ ମଙ୍ଗରାଜଙ୍କ କଥାରେ ଭୋଟ ଦେଇଥିଲେ ସସ୍ମିତ୍’

ଭୁବନେଶ୍ବର: ଦିନ ଗଡିବା ସାଙ୍ଗରେ ବଢିଚାଲିଛି ବିଜେଡି ଭିତରେ ଉଷ୍ମତା । ପ୍ରତିଦିନ ନୂଆ ନୂଆ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସୁଛି । ବିଜେଡିର ବରିଷ୍ଠ ନେତାମାନେ ଏନେଇ ବଡ ବଡ ବୟାନ ରଖିଥିବା ବେଳେ ଆଜି ଓ୍ବାକଫ୍ ବିଲ ସପକ୍ଷରେ ସସ୍ମିତଙ୍କ ଭୋଟକୁ ନେଇ ବିସ୍ଫୋରକ ବୟାନ ରଖିଛନ୍ତି ବିଜୁ ଯୁବ ଜନତା ଦଳ ନେତା ନୀଳମାଧବ ମହାନ୍ତି । ଏନେଇ ନୀଳ ମାଧବ କହିଛନ୍ତି, ବିଲ୍‌କୁ ସମର୍ଥନ ପଛରେ ଡିଲ୍‌ କରିଛନ୍ତି ବିଜେଡି ନେତା […]

Read More Text.