କଟକ ମହାନଗର ନିଗମ କାଉନସିଲ ବୈଠକରେ ହଙ୍ଗାମା, ଦେଢ ଘଣ୍ଟା ଯାଏ ପରି ଚାଲିଲା ହାଇଡ୍ରାମା

କଟକ୦୯/୪: କଟକ ମହାନଗର ନିଗମ କାଉନସିଲ ବୈଠକରେ ହଙ୍ଗାମା । ଭାଙ୍ଗିଲା କାଚ ଗ୍ଲାସ । ଉଡିଲା ଫାଇଲ । ହାତରେ ବ୍ୟାନର ଧରି ତୁମ୍ବି ତୋଫାନ । ଦେଢ ଘଣ୍ଟା ଯାଏ ପରି ଚାଲିଲା ହାଇଡ୍ରାମା । ନା ବିରୋଧୀଙ୍କ ଆକ୍ଷେପ ଉପରେ କିଛି ଉତ୍ତର ମିଳୁଥିଲା ନା ମେୟରଙ୍କ ସଫେଇକୁ କେହି ଶୁଣିବାକୁ ପ୍ରସ୍ତୁତ ଥିଲେ ।ଓପନ ଜିମ୍‌ ଉପକରଣ କିଣାରେ ଦୁର୍ନିତି, କାଉନସିଲର ବିନା ଅନୁମୋଦନରେ ଜୈବ ବର୍ଜ୍ୟ ବସ୍ତୁ ପରିଚାଳନା ଟେଣ୍ଡର, ଓଏଷ୍ଟାବ୍ଲିସମେଣ୍ଟ […]

Read More Text.

ଗୋପାଳପୁର ଠାରେ ହେବ ଏଲଏନଜି ଟର୍ମିନାଲ, ପେଟ୍ରୋନେଟ୍ ଏଲଏନଜି ଲିମିଟେଡ୍ ସହ MOU ସ୍ଵାକ୍ଷରିତ

ଭୁବନେଶ୍ଵର: ଗୋପାଳପୁର ଠାରେ ଏଲଏନଜି ଟର୍ମିନାଲ ପାଇଁ ଓଡ଼ିଶା ଏବଂ ପେଟ୍ରୋନେଟ୍ ଏଲଏନଜି ଲିମିଟେଡ୍ ସହ ୨୩୦୬ କୋଟିର  ଏମଓୟୁ ସ୍ଵାକ୍ଷରିତ ହୋଇଛି। ଓଡ଼ିଶାରେ ଏନଏନଜି କ୍ଷେତ୍ରକୁ ବିକଶିତ କରିବାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସିଂହଭାଗ ଉଦ୍ୟମ ରହିଛି । ୨୦୧୪ରୁ କେନ୍ଦ୍ରମନ୍ତ୍ରୀ ହେବା ପରେ କ୍ରମାଗତ ଭାବେ ରାଜ୍ୟ ସରକାରଙ୍କ ସହ ଏଲଏନଜିର ବିକାଶ ପାଇଁ ସେ ଆଲୋଚନା କରିଆସୁଥିଲେ । ଶ୍ରୀ ପ୍ରଧାନଙ୍କ ଉଦ୍ୟମ ପାଇଁ ଧାମରା ଏଲଏନଜି ପ୍ରାଇଭେଟ ଲିମିଟେଡ୍(ଡ଼ିଏଲଟିପିଏଲ) ୫,୫୦୦ ହଜାର କୋଟି ଟଙ୍କା ବ୍ୟୟରେ ଧାମରା ବନ୍ଦର […]

Read More Text.

ରାତ୍ର କାଳୀନ ମଙ୍ଗୁଲି କପ କ୍ରିକେଟ ଟୁର୍ନାମେଣ୍ଟ, ଦେବତାଗଢିଆ ଚମ୍ପିୟାନ

ଆଗରପଡ଼ା :ବନ୍ତ ବ୍ଲକ ଛୟାଳସିଂ ପଂଚାୟତ ମଙ୍ଗୁଲି ଠାରେ ଅଷ୍ଟମ ତମ ରାତ୍ର କାଳୀନ ମଙ୍ଗୁଲି କପ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମ୍ୟାଚରେ ମଙ୍ଗୁଲିକୁ ହରାଇ ଦେବତାଗଢିଆ ଚମ୍ପିୟାନ ହୋଇଛି । ମୁଖ୍ୟ ଅତିଥିଭାବେ ମଙ୍ଗୁଲି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରମାକାନ୍ତ ରାଉତ,ଶିକ୍ଷୟତ୍ରୀ ବିଦ୍ୟୁତପ୍ରଭା ମଲ୍ଲିକ ଯୋଗଦେଇ ଏହି କ୍ରିକେଟ ଟୁର୍ନାମେଣ୍ଟକୁ ଉଦଘାଟନ କରିଥିଲେ । ଏଥିରେ ୮ଗୋଟି ଟିମ ଯୋଗଦେଇଥିଲେ । ଫାଇନାଲ ମ୍ୟାଚ ମଙ୍ଗୁଲି ଓ ଦେବତାଗଢିଆ ମଧ୍ୟରେ ଅନୁଷ୍ଠିତ […]

Read More Text.

ଆଗରପଡ଼ା ମହାବିଦ୍ୟାଳୟରେ ଆସ ବହିଟିଏ କିଣିବା ପାଳନ

ଆଗରପଡ଼ା:ବୁଧବାର ଉଚ୍ଚଶିକ୍ଷା ବିଭାଗ ତରଫରୁ ଓଡ଼ିଆ ପକ୍ଷ ପାଳନ କରିବା ଅବସରରେ ଆସ ବହିଟିଏ କିଣିବା ଦିବସକୁ ଆଗରପଡ଼ା ମହାବିଦ୍ୟାଳୟରେ ପାଳନ କରାଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ପାତ୍ର ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉକ୍ତ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଓଡ଼ିଆ ପକ୍ଷ-୨୦୨୫ର ସଂଯୋଜକ ଡକ୍ଟର ହରିହର ଦାସ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଆନୁଷ୍ଠାନିକ ଭାବେ ଅଧ୍ୟାପକ ପବିତ୍ର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଇଂରାଜୀ […]

Read More Text.

ରାଜ୍ୟ ସ୍ତରୀୟ ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଜିଲ୍ଲା ଦଳ ପାଇଁ ଚୟନ ଶିବିର ୧୩ ଓ ୧୪ ତାରିଖରେ 

ବାରିପଦା : ରାଜ୍ୟ ସ୍ତରୀୟ ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅବସରରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ମୟୁରଭଞ୍ଜ ଜିଲ୍ଲା ଦଳ ପାଇଁ ଚୟନ ଶିବିର ଚଳିତ ମାସ ୧୩ ଓ ୧୪ ତାରିଖ ଦିନ ଅନୁଷ୍ଠିତ ହେବ ବୋଲି ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଜଣାଇଛନ୍ତି I ଇଛୁକ ଖେଳାଳି ବାରିପଦା ଷ୍ଟାଡିୟମ ଅଫିସରେ ୧୧ ଓ ୧୨ ତାରିଖ ମଧ୍ୟରେ ନିଜ ନିଜର ଆଧାର କାର୍ଡ ଓ ପାସପୋର୍ଟ ଫୋଟୋ ଦାଖଲ କରି ନିଜର […]

Read More Text.

ଦୋକାନ ଘର ସମେତ ୩ ବଖରା ପୋଡି ପାଉଁଶ

ଆଗରପଡ଼ା :ବନ୍ତ ବ୍ଲକ ରାମକୃଷ୍ଣପୁର ପଞ୍ଚଚାୟତ ନାହୋ ଗ୍ରାମର ଚିନ୍ତାମଣି ବିଶ୍ୱାଳ ଓ ବାବୁଲି ବିଶ୍ୱାଳଙ୍କ ୩ ବଖରା ପୋଡି ପାଉଁଶ ହୋଇଯିବା ସହିତ ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଛି । ସୂଚନାରୁ ପ୍ରକାଶ ମଙ୍ଗଳବାର ସନ୍ଧ୍ୟା ୭ ଘଟିକା ସମୟରେ ବିଦ୍ୟୁତ ସର୍ଟସର୍କିଟରେ ନିଆଁ ଲାଗିଥିବା ସୂଚନା ମିଳିଥିବା ବେଳେ ଭଣ୍ଡାରିପୋଖରୀ ଦମକଳ ଘଟଣା ସ୍ଥଳରେ ପହଂଚିବା ବେଳେ ସବୁ ପୋଡି ପାଉଁଶ ହୋଇଯାଇଥିଲା । ସେଥିମଧ୍ୟରୁ ଗୋଟେ ଦୋକାନ […]

Read More Text.

ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ କପ ୧୫ ବର୍ଷରୁ କମ ଆନ୍ତଃ କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଶାନ୍ତିନିକେତନ ଫୁଟବଲ କ୍ଲୁବ ଓ ଡ୍ରାଗନ ଯୁବକ ସଂଘ ବିଜୟୀ 

ବାରିପଦା  : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ତଥା ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଓ ଫୁଟବଲ ଏସୋସିଏସନ, ଓଡିଶାର ସହଯୋଗରେ ଜିଲ୍ଲା ସ୍ତରୀୟ ୧୫ ବର୍ଷରୁ କମ ଫୁଟବଲ ଟୁର୍ଣ୍ଣାମେଣ୍ଟ – ” ମୁଖ୍ୟମନ୍ତ୍ରୀ କପ ” ର ୩ୟ ଦିନର ୧ମ ମ୍ୟାଚରେ ଶାନ୍ତିନିକେତନ ଫୁଟବଲ କ୍ଲବ ରଘୁନାଥ ଏମ ଜି ସି କ୍ଲବକୁ ୧- ୦ ଗୋଲରେ […]

Read More Text.

ଆମେ ହିନ୍ଦୁ, କିନ୍ତୁ ବିଜେପି ନେତାମାନେ ଯାହା କରନ୍ତି ତାହା ଆମର ଧର୍ମ ନୁହେଁ – ରାହୁଲ

ଅହମ୍ମଦାବାଦ : ବିଜେପି ପ୍ରାୟତଃ କଂଗ୍ରେସକୁ ‘ହିନ୍ଦୁ ବିରୋଧୀ’ ଭାବରେ ଚିତ୍ରଣ କରିବାକୁ ଚେଷ୍ଟା କରେ। ବିଜେପି ରାହୁଲ ଗାନ୍ଧିଙ୍କ ଧର୍ମ ଉପରେ ବି ପ୍ରଶ୍ନ ଉଠାଯାଉଛି। କିନ୍ତୁ ଏବେ ରାହୁଲ ଗାନ୍ଧି ନିଜେ ତାଙ୍କ ଧର୍ମ ପ୍ରକାଶ କରିଛନ୍ତି। ବିଜେପି ଉପରେ ଆକ୍ରମଣ କରି ରାହୁଲ ଗାନ୍ଧି କହିଛନ୍ତି, ଆମେ ମଧ୍ୟ ନିଜକୁ ହିନ୍ଦୁ ବୋଲି କହୁଛୁ, କିନ୍ତୁ ବିଜେପି ନେତାମାନେ ଯାହା କରନ୍ତି ତାହା ଆମର ଧର୍ମ ନୁହେଁ। ଆମ ଧର୍ମ ସମସ୍ତଙ୍କୁ ସମ୍ମାନ […]

Read More Text.

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଦିନିକିଆ ମୟୁରଭଞ୍ଜ ଗସ୍ତ

ବାରିପଦା ଠାରେ ସମୀକ୍ଷା ବୈଠକ। ସରକାରୀ ଜମି ଜବରଦଖଲ ଉଛେଦ ଉପରେ ଗୁରୁତ୍ୱାରୋପ ବାରିପଦା: ଆଜି ଓଡିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀକକ୍ଷଠାରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଉକ୍ତ ବୈଠକରେ ମାନ୍ୟବର ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ, ଓଡିଶା ଡ଼. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ […]

Read More Text.

ଶୁଳ୍କ ଚୁକ୍ତି ପାଇଁ ଅନୁରୋଧ କରୁଥିବା ଦେଶଙ୍କୁ ଅପଶବ୍ଦ କହିଲେ ଟ୍ରମ୍ପ୍

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ଯେ, ସେ ଶୁଳ୍କ ବୃଦ୍ଧି କରିବା ପରେ ଅନେକ ଦେଶ ତାଙ୍କୁ ପ୍ରଶଂସା କରୁଛନ୍ତି। ଟ୍ରମ୍ପ୍ କହିଛନ୍ତି, ଆମେରିକାର ଶୁଳ୍କ ଦ୍ୱାରା ପ୍ରଭାବିତ ଦେଶମାନେ ତାଙ୍କୁ ଡାକିଛନ୍ତି ଏବଂ ଏହା ଉପରେ ଏକ ଚୁକ୍ତି କରିବାକୁ ଆଗ୍ରହୀ। ଏହି ସମୟରେ ଟ୍ରମ୍ପ୍ ଏପରି ଦେଶଗୁଡ଼ିକୁ କେବଳ ଚାଟୁକାର ବୋଲି କହି ନଥିଲେ ବରଂ ଅପମାନଜନକ ଭାଷା ମଧ୍ୟ ବ୍ୟବହାର କରିଥିଲେ। ଡୋନାଲ୍ଡ ଟ୍ରମ୍ପ୍ ସମ୍ପ୍ରତି ବିଶ୍ୱର ପ୍ରାୟ ୬୦ଟି […]

Read More Text.