ଜହ୍ନରେ ଦାଗ ଅଛି ହେଲେ ପ୍ରଧାନମନ୍ତ୍ରୀଙ୍କ ଉପରେ ନାହିଁ’: କଙ୍ଗନା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ କଙ୍ଗନା ରାଣାୱତ ସବୁବେଳେ ଖବରର ଶିରୋନାମାରେ ଥାଆନ୍ତି। ସେ ତାଙ୍କର ରୋକ୍ଠୋକ କଥା ପାଇଁ ଜଣାଶୁଣା। କାହାକୁ ଭୟ ନକରି ନିଜ ନିଜର ମତ ସମସ୍ତଙ୍କ ଆଗରେ ରଖନ୍ତି। ଏବେ କଙ୍ଗନା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରି ଚର୍ଚ୍ଚାକୁ ଆସିଛନ୍ତି। ବୁଧବାର ଦିନ କଙ୍ଗନା ରାଣାୱତ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଥିଲେ ଏବଂ […]
Read More Text.