ଇରାନ ପରମାଣୁ ବୋମା ତିଆରି କରିବାଠାରୁ ପାଦେ ଦୂରରେ

ରିୟାଦ: ଇରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ପଶ୍ଚିମ ଏସିଆରେ ଭୟଙ୍କର ଯୁଦ୍ଧ ହେବାର ସମ୍ଭାବନା ରହିଛି। ଆମେରିକା ଇରାନ ସଂଲଗ୍ନ ଅଞ୍ଚଳରେ ହଜାର ହଜାର ସୈନିକ, ପରମାଣୁ ବିମାନ ବାହକ ଏବଂ ଡଜନ ଡଜନ ଲଢ଼ୁଆ ବିମାନ ମୁତୟନ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇରାନକୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ପରମାଣୁ ଚୁକ୍ତିରେ ରାଜି ହେବାକୁ ପଡିବ ନଚେତ୍ ଏକ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତ ରହିବାକୁ ପଡିବ। ଇସ୍ରାଏଲ ଏହି ଆକ୍ରମଣ ଆରମ୍ଭ […]

Read More Text.

ଏପ୍ରିଲ ୧୩ରେ ଭୁବନେଶ୍ୱର ପାଳିବ ୭୭ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ବର : ଆସନ୍ତାକାଲି (ଏପ୍ରିଲ ୧୩)ରେ ରାଜଧାନୀ ଭୁବନେଶ୍ୱରର ଜନ୍ମଦିନ। ଭୁବନେଶ୍ୱର ପାଳିବ ୭୭ତମ ପ୍ରତିଷ୍ଠା ଦିବସ। ସମସ୍ତ ସରକାରୀ ବିଭାଗ ସମେତ ବିଏମସି ଓ ୬୭ଟି ୱାର୍ଡରେ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିପାଇଁ ବିଏମସି ପକ୍ଷରୁ ପ୍ରତି ୱାର୍ଡକୁ ୨୫ ହଜାର ଟଙ୍କା ଲେଖାଏଁ ଦିଆଯାଇଛି। ୭୭ତମ ରାଜଧାନୀ ପ୍ରତିଷ୍ଠା ଦିବସ ୧୩ ଓ ୧୪ ଦୁଇଦିନ ପାଳିତ ହେବ। ୧୩ ତାରିଖ ସକାଳ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସୌଧ ସମ୍ମୁଖସ୍ଥ ଶିଳାନ୍ୟାସ ଫଳକରେ ମୁଖ୍ୟ ଅତିଥି […]

Read More Text.

ଗେମିଂ ଆପ: ୨୫ ଲକ୍ଷ ଫ୍ରିଜ, ଜଣେ ଗିରଫ

ବଲାଙ୍ଗିର: ଗେମିଂ ଆପ୍ଲିକେସନରେ ଲୋକଙ୍କୁ ଖେଳାଇ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। ସାଇବର ସେଲ୍‌‌ ପକ୍ଷରୁ ସଇଁତଳା ଅଞ୍ଚଳର ଜଣେ ଯୁବକକୁ ଗିରଫ କରାଯାଇଛି। ଅଭିଯୁକ୍ତ ଯୁବକ ଜଣକ ୱେବ ଡୋମେନ ଗେମିଂ ଆପ୍ଲିକେସନ୍‌‌ ଖୋଲି ଖେଳାଉଥିବା ଅଭିଯୋଗ ହୋଇଛି। ଲୋକଙ୍କୁ ଖେଳାଇ ଅଭିଯୁକ୍ତ ଯୁବକ ମୋଟା ଅଙ୍କର ଟଙ୍କା ହଡ଼ପ କରୁଥିଲା। ତାଙ୍କଠାରୁ ୭ଲକ୍ଷ ଜବତ ସହ ତାଙ୍କର୨୫ଲକ୍ଷ ଟଙ୍କା ଥିବା ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରାଯାଇଛି ବୋଲି ସାଇବର ସେଲ୍‌‌ ପକ୍ଷରୁ ସୂଚନା […]

Read More Text.

ମହିଳାଙ୍କୁ ସ୍ୱାବଳମ୍ବୀ କରିପାରିଛି ଟେରାକୋଟା ଶିଳ୍ପ, ପଣା ସଂକ୍ରାନ୍ତିରେ ଲୋଡ଼ାପଡ଼େ ମାଟି ଘୋଡ଼ା

ଆଗରପଡ଼ା :ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ମହିଳାକୁ ସ୍ୱାବଲମ୍ବୀ କରାଇବାର ପ୍ରୟାସ ଜାରୀ ରଖିଥିବା ବେଳେ ଟେରାକୋଟା ଶିଳ୍ପ ଏହାର ଏକ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ଜଣାପଡ଼ିଛି । ଉକ୍ତ ଶିଳ୍ପକୁ ପାଥେୟ କରି ବହୁ ମହିଳା ନିଜର ଜୀବନ ଓ ଜୀବିକାକୁ ସରସ ସୁନ୍ଦର କରିପାରିଛନ୍ତି । ଏହିପରି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ମହାନ୍ତିପଡ଼ା ପଂଚାୟତରେ । ମହାନ୍ତିପଡ଼ା ପଂଚାୟତର ତ୍ରିସାଲିଆ ଏହିପରି ଏକ […]

Read More Text.

ଜିଲ୍ଲା ସ୍ତରୀୟ ୧୫ ବର୍ଷରୁ କମ ଆନ୍ତଃ କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟର ୬ଷ୍ଠ ଦିନ

ବାରିପଦା: ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ତଥା ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଓ ଫୁଟବଲ ଏସୋସିଏସନ, ଓଡିଶାର ସହଯୋଗରେ ଜିଲ୍ଲା ସ୍ତରୀୟ ୧୫ ବର୍ଷରୁ କମ ଫୁଟବଲ ଟୁର୍ଣ୍ଣାମେଣ୍ଟ – ” ମୁଖ୍ୟମନ୍ତ୍ରୀ କପ ” ର ୬ଷ୍ଠ ଦିନର ୧ମ ମ୍ୟାଚରେ ରଘୁନାଥ ଏମ ଜି ସି ନବଜ୍ୟୋତି ଯୁବକ ସଙ୍ଘକୁ ୪-୧ ଗୋଲରେ ପରାସ୍ତ କରିଥିଲା I […]

Read More Text.

ଜିଲ୍ଲା ଖାଉଟି ଅଦାଲତଙ୍କ ଆଦେଶ, ଘରୋଇ କମ୍ପାନୀ କର୍ମଚାରଙ୍କ ବିରୁଦ୍ଧରେ ଗିରଫ ୱାରେଣ୍ଟ

ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରିବାକୁ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଆଗରପଡ଼ା :ରାଜ୍ୟ ଖାଉଟି ଅଧିକାରୀଙ୍କ ଆଦେଶକୁ ଅବମାନନା କରିଥିବାରୁ ଏକ ଘରୋଇ କମ୍ପାନୀର ସହକାରୀ ଶାଖା ପରିଚାଳକ ଏବଂ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ବିରୁଦ୍ଧରେ ଭଦ୍ରକ ଜିଲ୍ଲା ଖାଉଟି ଅଦାଲତ ପକ୍ଷରୁ ଗିରଫ ପରୱାନା ଜାରୀ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ କେଉଁଝର ଜିଲ୍ଲା ସୋସୋ ଥାନା ଅନ୍ତର୍ଗତ ସୋସୋ ଗ୍ରାମର ବିଶ୍ୱନାଥ ରାଉତ(୪୪) ଏକ ଘରୋଇ କମ୍ପାନୀ(ଏରିସ କ୍ୟାପିଟାଲ ପ୍ରାଇଭେଟ ଲିମିଟେଡ଼)ବିରୁଦ୍ଧରେ ଏକ ଟ୍ରକ […]

Read More Text.

ଡ଼ିଇଓଙ୍କ ନିର୍ଦ୍ଦେଶକୁ ଅବମାନନା, କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ

ଆଗରପଡ଼ା :ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୩୨୧୬/୦୩.୦୪.୨୫ ଅନୁଯାୟୀ ବ୍ଳକ ଶିକ୍ଷାଧିକାରୀ ବନ୍ତ,ଅଭିଯୁକ୍ତ ସହକାରୀ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜିଲ୍ଲାପାଳଙ୍କ ଠାରେ ସୂଚନା ଅଧିକାରକର୍ମୀ ବିକାଶ ଧଳ ଅଭିଯୋଗ କରିଥିବା ଜଣାପଡ଼ିଛି । ଅଭିଯୋଗ ଉପରେ ଆସନ୍ତା ୩ଦିନ ମଧ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବାଧ୍ୟହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ମଧ୍ୟ ଦେଇଥିବା ଜଣାପଡ଼ିଛି । ଏହାର ଏକକିତା […]

Read More Text.

ଟ୍ରମ୍ପଙ୍କ ଶୁଳ୍କ ବୃଦ୍ଧିକୁ ନେଇ ମୁହଁ ଖୋଲିଲେ ଜିନପିଙ୍ଗ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ଉପରେ ପାରସ୍ପରିକ ଶୁଳ୍କ ୧୪୫%କୁ ବୃଦ୍ଧି କରିବା ପରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ ଘନେଇବାରେ ଲାଗିଛି। ଚୀନ ଆମେରିକା ଉତ୍ପାଦ ଉପରେ ୧୨୫% ଶୁଳ୍କ ଲାଗୁ କରିବା ପରେ ଟ୍ରମ୍ପ ଏହି ପଦକ୍ଷେପ ନେଇଛନ୍ତି। ତେବେ ଟ୍ରମ୍ପଙ୍କ ଏପରି ଆଚରଣକୁ ନେଇ ଚୀନ ରାଷ୍ଟ୍ରପତି ସି ଜିନିପିଙ୍ଗ ପ୍ରଥମ ଥର ଲାଗି ମୁହଁ ଖୋଲିଛନ୍ତି। ଜିନପିଙ୍ଗ କହିଛନ୍ତି, ଆମେରିକାର ଏହି ପଦକ୍ଷେପରେ ଚୀନ ଭୟଭୀତ ହେଉନାହିଁ। ଅନ୍ୟପଟେ […]

Read More Text.

ବାଲି ମାଫିଆଙ୍କ ଦୌରାତ୍ମ୍ୟର ଅନ୍ତ କେବେ? ସାଳନ୍ଦୀ ନଦୀ ଗର୍ଭରେ ଲୀନ ହୋଇଯିବ ନଦୀପଠାରେ ଥିବା ଗାଁ !!!

ଆଗରପଡ଼ା :ବାରମ୍ବାର ଖବର ପ୍ରକାଶ ସତ୍ତ୍ୱେ ବିଭାଗୀୟ ଅଧିକାରୀଙ୍କ ଇଚ୍ଛା ଶକ୍ତିର ଅଭାବରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ବାଲି ମାଫିଆଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢି ଚାଲିଛି । କିଛି ଦିନ ତଳେ ମାଫିଆ ମାନେ ବେଫିକର ହୋଇ ଦିନ ଦ୍ୱୀପ୍ରହରରେ ବେସରକାରୀଭାବେ ନଦୀ କୂଳରେ ମେସିନ ଲଗାଇ ବାଲି ଖନନ କରି ଟ୍ରାକ୍ଟର ବାଟେ ବୋହିନେଇଥିବାର ଦେଖିବାକୁ ମିଳୁଥିଲା । ଏହାର ପ୍ରତିବାଦ କଲେ ଧମକ ମଧ୍ୟ ମିଳୁଥିବାର ଅଭିଯୋଗ ମଧ୍ୟ ହେଉଥିଲା । […]

Read More Text.

ବରିଷ୍ଠ କଂଗ୍ରେସ ନେତା ସୁରନାଦ ରାଜଶେଖରନଙ୍କ ପରଲୋକ

ବରିଷ୍ଠ କଂଗ୍ରେସ ନେତା ସୁରନାଦ ରାଜଶେଖରନଙ୍କର କୋଚିର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି ।  ତାଙ୍କୁ ମୃତ୍ୟୁ ସମୟରେ ୭୬ ବର୍ଷ ବୟସ ହୋଇଥିଲା । ସକାଳ ପ୍ରାୟ ୧୧ଟାରେ ତାଙ୍କ ପାର୍ଥିବ ଶରୀରକୁ କୋଲାମର ଚଥାନ୍ନୁରସ୍ଥିତ ତାଙ୍କ ବାସଭବନକୁ ଅଣାଯାଇଛି ।  ସନ୍ଧ୍ୟା ୫ଟାରେ ତାଙ୍କ ଘର ପ୍ରାଙ୍ଗଣରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ରାଜଶେଖରନ୍ କୋଲାମ ଜିଲ୍ଲାର ସାସ୍ଥାନକୋଟାର ଡିବି କଲେଜରେ କେରଳ ଛାତ୍ର ସଂଘ (KSU) କର୍ମୀ ଭାବରେ ତାଙ୍କର […]

Read More Text.