ନଦୀ ଭିତରକୁ ଯାଇ ରିଲ୍ କରୁଥିବା ବେଳେ ଭାସିଗଲେ ମହିଳା, ଏପର୍ଯ୍ୟନ୍ତ ମିଳୁନି ପତ୍ତା

ନୂଆଦିଲ୍ଲୀ: ଉତ୍ତରକାଶୀର ମଣିକର୍ଣ୍ଣିକା ଘାଟରେ ଏକ ଦୁଃଖଦ ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୧୪ ଏପ୍ରିଲର ଏହି ଘଟଣାରେ, ଜଣେ ମହିଳା ରିଲ୍ ତିଆରି କରୁଥିବା ସମୟରେ ଗଙ୍ଗା ନଦୀରେ ଭାସି ଯାଇଥିଲେ। ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ମହିଳା ଜଣକ କ୍ୟାମେରା ଆଡ଼କୁ ଚାହିଁ ଧୀରେ ଧୀରେ କୂଳରୁ ନଦୀ ଭିତରକୁ ଯାଉଛନ୍ତି। ଏହା ପରେ ହଠାତ୍ ତାଙ୍କ ପାଦ ଖସିଯାଉଛି ଏବଂ ସେ ଗଙ୍ଗା ନଦୀର ପ୍ରଖର ସ୍ରୋତରେ ଭାସିଯାଉଛନ୍ତି। […]

Read More Text.

ବିପୁଳ ପରିମାଣର ମହୁଲ ଫୁଲ ଜବତ, ଜଣେ ଗିରଫ 

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ଶ୍ରୀ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଅବକାରୀ ରେଞ୍ଜ ପକ୍ଷରୁ ଅବକାରୀ ନିରୀକ୍ଷକ ଶ୍ରୀ ବିନୟ ପ୍ରକାଶ ତୀର୍କୀ ଓ ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ବାଦାମପାହାଡ଼ ଥାନା ଅନ୍ତର୍ଗତ ରାହାଡ଼ିବେଡା ଗ୍ରାମରେ ଚଢ଼ାଉ କରାଯାଇ ୨୯୦ କିଲୋଗ୍ରାମ ମହୁଲ […]

Read More Text.

ଜିନପିଙ୍ଗଙ୍କୁ ଶକ୍ତ ଧକ୍କା: ମହିଳା ଅଧିକାରୀ ତାଇୱାନକୁ ପଠାଇଲେ ୩ ଲକ୍ଷ ଗୁପ୍ତ ଫାଇଲ୍!

ବେଜିଂ: ଚୀନ୍‌ର ଜଣେ ମହିଳା ଗୁପ୍ତଚର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଶକ୍ତ ଧକ୍କା ଦେଇଛନ୍ତି। କୁହାଯାଉଛି ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଏହି ମହିଳା ୩ ଲକ୍ଷ ଗୁପ୍ତ ଫାଇଲ୍ ଗାଏବ କରିଦେଇଛନ୍ତି। ଏହି ଖବର ପ୍ରକାଶ ପାଇବା ମାତ୍ରେ ଚୀନ୍‌ରେ ଆତଙ୍କ ସୃଷ୍ଟି ହୋଇଛି। ସେନା ଅଧିକାରୀମାନେ ମହିଳାଙ୍କୁ ଗିରଫ କରିଛନ୍ତି ଏବଂ ତାଙ୍କୁ ପଚରାଉଚରା କରାଯାଉଛି। ଅଧିକାରୀମାନେ ଭୟ କରୁଛନ୍ତି ଯେ, ଏହି ଫାଇଲଗୁଡ଼ିକ ତାଇୱାନକୁ ପଠାଯାଇ ଥାଇପାରେ। ମହିଳାଙ୍କ ତାଇୱାନ ଲିଙ୍କ୍ ସାମ୍ନାକୁ […]

Read More Text.

ଅନୁଗୁଳ ଜିଲ୍ଲାର ବିକାଶ ପାଇଁ ପୂର୍ଣ୍ଣ ସହଯୋଗର ପ୍ରତିଶ୍ରୁତି ଦେଲେ ତେଲଙ୍ଗାନା ସରକାର

ଭୁବନେଶ୍ବର: ତେଲଙ୍ଗାନା ଉପମୁଖ୍ୟମନ୍ତ୍ରୀ ତଥା ଅର୍ଥ ଓ ଶକ୍ତିମନ୍ତ୍ରୀ ଭଟ୍ଟି ବିକ୍ରମାର୍କ ମାଲ୍ଲୁ ଆଜି ଆଭାସୀ ମାଧ୍ୟମରେ ଓଡ଼ିଶାର ଅନୁଗୁଳ ଜିଲ୍ଲାରେ ଥିବା ସିଙ୍ଗାରେନୀ କୋଲିୟାରୀ ନୟନୀ କୋଇଲା ଖଣିର ଉଦଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ମାଲ୍ଲୁ କହିଛନ୍ତି, ପ୍ରଥମ ଥର ପାଇଁ ସିଙ୍ଗାରେନି କୋଲିୟାରିଜ୍ କମ୍ପାନୀ ଲିମିଟେଡ୍ (ଏସସିସିଏଲ) ଅନ୍ୟ ଏକ ରାଜ୍ୟରେ ଖଣି ଖନନ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି। ଏହା ସଂସ୍ଥା ପାଇଁ ଏକ ସୁବର୍ଣ୍ଣ ଅଧ୍ୟାୟ ଆରମ୍ଭ କରିଛି। ଓଡ଼ିଶାରେ […]

Read More Text.

ବିହାରରେ ମୁଣ୍ଡ ଟେକିଲେଣି ନୂଆଦଳ, ବଦଳାଇ ଦେଇପାରନ୍ତି ରାଜନୀତିର ଦୃଶ୍ୟପଟ୍ଟ

ପାଟଣା: ଚଳିତ ବର୍ଷ ଶେଷ ସୁଦ୍ଧା ବିହାରରେ ବିଧାନସଭା ନିର୍ବାଚନରେ ଭାଗ୍ୟ ପରଖିବେ ସବୁ ରାଜନୈତିକ ଦଳ । ଏହି ନିର୍ବାଚନରେ ଗୋଟିଏ ପଟେ ବିଜେପି, ଜନତା ଦଳ ୟୁନାଇଟେଡ୍‌, ଆରଜେଡି ଏବଂ କଂଗ୍ରେସ ପରି ପୁରୁଣା ଦଳଗୁଡ଼ିକ ପ୍ରତିଦ୍ୱନ୍ଦିତା କରିବେ । ଅନ୍ୟପଟେ ନିର୍ବାଚନ ରଣନୀତିକାରରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋରଙ୍କ ‘ଜନ ସୁରଜ’ ଭଳି ନୂଆ ଦଳର ନେତାମାନେ ଅନ୍ୟ ପୁରୁଖା ନେତାମାନଙ୍କ ସହ ନିର୍ବାଚନୀ ମୁକାବିଲା କରିବେ । ଏହି ଦଳଗୁଡ଼ିକ ତାଲିକାରେ […]

Read More Text.

ଗାନ୍ଧୀ ପରିବାର ସାରା ଦେଶକୁ ଲୁଟିବାରେ ଲାଗିଛି: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ଭୁବନେଶ୍ବର/ନୂଆଦିଲ୍ଲୀ: ରକ୍ଷକ ହୋଇ ଭକ୍ଷକ ପାଲଟିଥିଲେ। ୨୦୦୪ରୁ ୨୦୧୪ ଯାଏ କ୍ଷମତାରେ ଅନ୍ଧ ହୋଇ ୫ ହଜାର କୋଟି ଟଙ୍କାର ସଂପତ୍ତିକୁ ମାତ୍ର ୫୦ ଲକ୍ଷ ଟଙ୍କାରେ କିଣିଥିଲେ। ଯିଏ ବିକିଛନ୍ତି, ସିଏ କିଣିଛନ୍ତି। ସେହି ବ୍ୟକ୍ତି ହେଲେ ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରା। ସବୁଠାରୁ ବଡ଼ କଥା ହେଲା ସୋନିଆ ଗାନ୍ଧୀ କଂଗ୍ରେସ ସଭାପତି ଥିବା ବେଳେ ଏସବୁ କଥା ଘଟିଛି। ଗାନ୍ଧୀ ପରିବାର ସାରା ଦେଶକୁ ଲୁଟିବାରେ ଲାଗିଛି। ଇଡି ଦାଖଲ କରିଥିବା […]

Read More Text.

ବଢିପାରେ ଦିଗବିଜୟଙ୍କ ଅଡୁଆ, ପୁଣି ଖୋଲିବ ସରଳା ମିଶ୍ରଙ୍କ ମୃତ୍ୟୁ ମାମଲା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟସଭା ସାଂସଦ ଦିଗବିଜୟ ସିଂହଙ୍କ ସମସ୍ୟା ବଢ଼ିପାରେ, କାରଣ ୨୮ ବର୍ଷ ପରେ କଂଗ୍ରେସ ନେତ୍ରୀ ସରଳା ମିଶ୍ରଙ୍କ ମୃତ୍ୟୁ ମାମଲା ପୁଣି ଥରେ ଖୋଲିବାକୁ ଯାଉଛି। ଏହି ମାମଲାରେ, ସରଳା ମିଶ୍ରଙ୍କ ଭାଇ ଦିଗବିଜୟ ସିଂହଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଭୋପାଳ କୋର୍ଟର ନିର୍ଦ୍ଦେଶ ପରେ, ସରଳା ମିଶ୍ରଙ୍କ ମୃତ୍ୟୁ ମାମଲା ପୁଣି ଥରେ ଖୋଲାଯାଉଛି। ସରଳାଙ୍କ ଭାଇ କୋର୍ଟରେ ଆବେଦନ କରିଥିଲେ, ଯାହା ପରେ ଭୋପାଳ […]

Read More Text.

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏସସି-ଏସଟି ହବ୍ କନକ୍ଲେଭ୍ ଓ ପିଏମ୍ ବିଶ୍ବକର୍ମା ଜାତୀୟ କର୍ମଶାଳା ଉଦଘାଟିତ

ବାରିପଦା: ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଛି ଏସସି-ଏସଟି ହବ୍ କନକ୍ଲେଭ୍ ଓ ପିଏମ୍ ବିଶ୍ବକର୍ମା ଜାତୀୟ କର୍ମଶାଳା। ଏଥିରେ ଅତିଥି ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ଜିତନରାମ ମାଝୀ। ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି। ଏତଦବ୍ୟତୀତ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର, ଏମଏସଏମଇ, ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ […]

Read More Text.

୫୦୦ ଗାଁରେ ନାହିଁ ଇଣ୍ଟରନେଟ୍‌ ସେବା

କୋରାପୁଟ: ମୋବାଇଲ୍ ନେଟୱର୍କ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିଛି। କିନ୍ତୁ କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ୫୦୦ ରାଜସ୍ବ ଗାଁରେ ଏଯାଏ ମୋବାଇଲ ସହ ଇଣ୍ଟରନେଟ୍ ସେବା ଉପଲବ୍ଧ ହୋଇପାରିନି। ଯାହାଫଳରେ ଇ-କେୱାଇସି ଏବଂ ଅନ୍ୟ ସରକାରୀ କାମ ବାଧାପ୍ରାପ୍ତ ହେଉଛି। କୋରାପୁଟ ଜିଲ୍ଲାରେ ୫ଲକ୍ଷ ଆୟୁଷ୍ମାନ କାର୍ଡ ବିତରଣ କରିବାକୁ ସରକାର ଯୋଜନା କରିଛନ୍ତି। ଏହାରି ମଧ୍ୟରେ ଜିଲ୍ଲାରେ ୩ଲକ୍ଷ ୩୦ହଜାର କାର୍ଡ ପହଞ୍ଚିଛି। ତେବେ ଏହାକୁ ବିତରଣ କରିବା ପୂର୍ବରୁ ଇ-କେୱାଇସି କରିବାକୁ […]

Read More Text.

ପରମାଣୁ ଅସ୍ତ୍ର ନୁହେଁ, ପାଣି ଆଣିଛି ଇରାନ ପାଇଁ ସଙ୍କଟ

ତେହେରାନ: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନେଇ ପ୍ରାୟତଃ ପରମାଣୁ ଅସ୍ତ୍ର ସାହାଯ୍ୟରେ ବିଶ୍ୱକୁ ଭୟଭୀତ କରିବାକୁ ଧମକ ଦେଇଥାନ୍ତି। ତେବେ ସେ ଏବେ ଏକ ନୂତନ ଭୟର ସମ୍ମୁଖୀନ ହୋଇଛନ୍ତି। ତାଙ୍କର ଭୟ ଏବେ ବୋମା କିମ୍ବା କ୍ଷେପଣାସ୍ତ୍ର ନୁହେଁ, ବରଂ ଦେଶର ପାଣି ଅଭାବ ପାଲଟିଛି। ଦେଶରେ ଭୟଙ୍କର ଜଳ ସଙ୍କଟ ତାଙ୍କର ନିଦ ହଜାଇ ଦେଇଛି। ଏହି ବିପଦ କେବଳ ପରିବେଶ ଉପରେ ନୁହେଁ, ବରଂ ଇରାନର ସାମାଜିକ ଏବଂ ରାଜନୈତିକ ସ୍ଥିରତା […]

Read More Text.