‘ମୋ ଭିତରେ ଥିବା କ୍ରୋଧକୁ ମୁଁ ଶବ୍ଦରେ ବଖାଣି ପାରୁନାହିଁ’ – ଶାହାରୁଖ

ପହଲଗାମ: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସାରା ଦେଶରଲୋକଙ୍କୁ ମର୍ମାହତ କରିଛି। ଏପରି ପରିସ୍ଥିତିରେ ରାଜନେତାମାନଙ୍କ ଠାରୁ ଆରମ୍ଭ କରି କ୍ରିକେଟ ଓ କଳାକାରମାନେ ଇନଷ୍ଟାଗ୍ରାମରେ ପୋଷ୍ଟ ଜରିଆରେ ଆତଙ୍କବାଦୀଙ୍କ ଆକ୍ରମଣକୁ କଡ଼ା ନିନ୍ଦା କରିବା ସହିତ ଭାରତ ନିଶ୍ଚୟ ଏହାର କଡା ଜବାବ ଦେବ ବୋଲି ଦାବି କରିଛନ୍ତି। ଏହି କ୍ରମରେ ଶାହରୁଖ ଖାନ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି- ‘ପହଲଗାମରେ ହୋଇଥିବା ହିଂସା ଏବଂ ଅମାନବୀୟ କାର୍ଯ୍ୟ ପାଇଁ ମୁଁ ଦୁଃଖିତ […]

Read More Text.

ଆରଆଇ, ଅମିନ ପରୀକ୍ଷା ଫଳ: ସବୁ ପରୀକ୍ଷାର୍ଥୀ ପ୍ରିଲିମ୍ ପାସ୍

ଭୁବନେଶ୍ୱର: ଆରଆଇ, ଅମିନ ପରୀକ୍ଷା ଫଳ ପ୍ରକାଶ ପାଇଛି। ସବୁ ପରୀକ୍ଷାର୍ଥୀ ପ୍ରିଲିମ୍ ପାସ୍ କରିଛନ୍ତି।ସମସ୍ତ ପରୀକ୍ଷାର୍ଥୀ ପାସ୍ କରିଥିବା ଓଏସଏସଏସସି ସୂଚନା ଦେଇଛି । ୨୦୨୪ ସେପ୍ଟେମ୍ୱର ୨୦ରୁ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ପ୍ରିଲିମ୍ ପରୀକ୍ଷା ହୋଇଥିଲା। ପ୍ରିଲିମନାରୀ ପରୀକ୍ଷା ଦେଇଥିବା ସମସ୍ତ ଆଶାୟୀ ମେନ୍ ପରୀକ୍ଷା ଦେଇପାରିବେ । କେବଳ ପ୍ରିଲିମ୍‌ରେ କପି କରି ଧରା ପଡିଥିବା ୯ ଜଣ ମେନ୍ ଦେଇପାରିବେନି ବୋଲି ଓଏସଏସଏସସି ପକ୍ଷରୁ କୁହାଯାଇଛି। ହେଲେ କେବେ ମେନ୍ […]

Read More Text.

ମୁସଲମାନଙ୍କୁ ଦମନ କରାଯାଉଥିବାରୁ ଏପରି ଆକ୍ରମଣ ହେଉଛି – ପ୍ରିୟଙ୍କାଙ୍କ ସ୍ବାମୀ

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଆକ୍ରମଣକୁ ଶାସକ ଏବଂ ବିରୋଧୀ ଦଳର ସମସ୍ତ ନେତା କଡ଼ା ସମାଲୋଚନା କରିଛନ୍ତି। ଏହି ସମୟରେ, କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭାଡ୍ରାଙ୍କ ପକ୍ଷରୁ ଏହି ମାମଲାକୁ ନେଇ ଏକ ବିବାଦୀୟ ବୟାନ ଆସିଛି। ସେ କହିଛନ୍ତି ଯେ ମୁସଲମାନଙ୍କୁ ଦମନ କରାଯାଉଥିବାରୁ ଏପରି ଆକ୍ରମଣ ହେଉଛି । ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ରବର୍ଟ ଭାଡ୍ରା […]

Read More Text.

ଆଧ୍ୟାତ୍ମିକ ପ୍ରବଚନ ନିଶାରେ ନରହରି

ଆଗରପଡ଼ା,ତା୨୩/୪(ପିଏନଏସ):ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ରାମକୃଷ୍ଣପୁର ପଂଚାୟତ ଭୁଗୁପୁର ଗ୍ରାମର ବାସିନ୍ଦା ତଥା ମହାନ ସାରସ୍ୱତ ସାଧକ ପଣ୍ଡିତ ଚାରଣ ନରହରି ଦାଶ । ୧୯୫୧ ମସିହାରେ ପିତା ଗଙ୍ଗାଧର ଦାଶ ଓ ଗେଲ୍ଲାମଣି ଦାଶଙ୍କ କୋଳମଣ୍ଡନ କରିଥିବା ଚାରଣ ନରହରି ଦାଶ ଭଦ୍ରକସ୍ଥିତ ଭାରତୀୟ ଦୂରସଂଚାର ନିଗମ କାର୍ଯ୍ୟାଳୟରେ ୩୦ ବର୍ଷ ଧରି ଚାକିରି କରି ଅବସର ନେଇଛନ୍ତି । ପେସାକୁ ଛାଡ଼ି ୧୯୯୫ ମସିହାରୁ ଆଧ୍ୟାତ୍ମିକ ପ୍ରବଚନ ଦେବାକୁ ସେ ନିଶା ଭାବେ ଗ୍ରହଣ […]

Read More Text.

ପହଲଗାମ୍‌ ଆକ୍ରମଣର ଦୃଢ଼ ଜବାବ ଦିଆଯିବ: ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ : ପହଲଗାମ ଆକ୍ରମଣର ଦୃଢ଼ ଜବାବ ଦିଆଯିବ ବୋଲି ବୁଧବାର କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହି ଘଟଣାର ଜବାବ ଦେବା ଲାଗି ଯାହା ଆବଶ୍ୟକ ଏବଂ ଉପଯୁକ୍ତ ସରକାର ସେ ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ନେବେ ବୋଲି ରାଜନାଥ କହିଛନ୍ତି। ଆକ୍ରମଣକାରୀ ଆତଙ୍କବାଦୀ ଏବଂ ଘଟଣା ପଛର ମାଷ୍ଟରମାଇଣ୍ଡ ଖୁବଶୀଘ୍ର ଉଚିତ ଏବଂ ବଡ଼ ଧରଣର ଜବାବ ପାଇବେ ବୋଲି ସେ ଚେତାବନୀ ଦେଇଛନ୍ତି। ସୂଚନାଯୋଗଁ, ଜାମ୍ମୁ-କାଶ୍ମୀରର ପହଲଗାମଠାରେ ଗତ ମଙ୍ଗଳବାର […]

Read More Text.

ବିକାଶଠାରୁ ବହୁଦୂରରେ ରାମଚନ୍ଦ୍ରପୁର ପଂଚାୟତ, ମୌଳିକ ସୁବିଧାରୁ ଅଂଚଳବାସୀ ବଂଚିତ

ଆଗରପଡ଼ା :ବନ୍ତ ବ୍ଳକ ଅନ୍ତର୍ଗତ ରାମଚନ୍ଦ୍ରପୁର ପଂଚାୟତବାସୀ ସ୍ୱାଧିନତାର ୭୭ବର୍ଷ ପରେବି ଶିକ୍ଷା-ସ୍ୱାସ୍ଥ୍ୟ ଓ ଗମନାଗମନ ପରି ମୌଳିକ ସୁବିଧାରୁ ବଂଚିତ ହୋଇ ଆସୁଛନ୍ତି । ୧୪ଗେ।।ଟି ୱାର୍ଡ଼ର ୧୪୮୦ ଅନୁସୁଚିତି ଜାତି ,୧୩୯ ଅନୁସୁଚିତ ଜନଜାତି ଏବଂ ୩୧୧୮ଜଣ ଅନ୍ୟାନ୍ୟ ଏହିପରି ମୋଟ ୪୭୩୭ ଜନସଂଖ୍ୟା କୁ ନେଇ ଉକ୍ତ ପଂଚାୟତ ଗଠିତ ହୋଇଥିବା ବେଳେ ଭୋଟରଙ୍କ ସଂଖ୍ୟା ୩୭୩୫ଜଣ ରହିଥିବା ଜଣାଯାଇଛି । ପଂଚାୟତରେ ସର୍ବାଙ୍ଗିନ ଉନ୍ନତି ପାଇଁ ବିଭିନ୍ନ ଉନ୍ନତି ମୁଳକ କାର୍ଯ୍ୟ […]

Read More Text.

ଛାନିଆରେ କାଶ୍ମୀର ଛାଡୁଛନ୍ତି ପର୍ଯ୍ୟଟକ

ଶ୍ରୀନଗର: ସବୁଠି ଭୟ… ସବୁଠି ଆତଙ୍କର ବାତାବରଣ । ପହଲଗାମ୍ ଆତଙ୍କୀ ହମଲା ପରେ ଏବେ ଛାନିଆ କାଶ୍ମୀର ବୁଲି ଯାଇଖିବା ପର୍ଯ୍ୟଟକ । କେମିତି ଘରେ ପହଞ୍ଚିବେ ଏବଂ ସେମାନଙ୍କ ମୂଲ୍ୟବାନ ଜୀବନକୁ ସୁରକ୍ଷିତ ରଖି ନିଜ ଆତ୍ମୀୟଙ୍କ ପାଖରେ ପହଞ୍ଚିବାରେ ସକ୍ଷମ ହେବେ ଏବେ ସମସ୍ତଙ୍କୁ ସେହି ନିଶା ଘାରିଛି । ତେଣୁ ବୁଲା ବୁଲି ବନ୍ଦ କରି ବିଭିନ୍ନ ରାଜ୍ୟର ଲୋକେ ଏବେ ଘର ମୁହାଁ ହେଉଛନ୍ତି ଏବଂ କାଶ୍ମୀର ଛାଡୁଛନ୍ତି । […]

Read More Text.

ନାବାଳିକା ଦୁଷ୍କର୍ମକାରୀ କୁ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

ବାରିପଦା : ଆଜି ଜନୈକା ନଅ ବର୍ଷ ର ନାବାଳିକା ସହିତ ହୋଇଥିବା ଏକ ଦୁଷ୍କର୍ମ ସଂକ୍ରାନ୍ତ ମାମଲାର ବିଚାର କରି ମାନ୍ୟବର ଆଡ଼ ହକ ଆଡିସନାଲ ଜିଲ୍ଲା ଓ ଦୌରାଜଜ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ ଅଣ୍ଡାର ପୋକ୍ସ ଆକ୍ଟ ସନ୍ତୋଷ କୁମାର ନାୟକ ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବଡ଼ଦୁନ୍ଦୁ ଗ୍ରାମର ଏମ ଡ଼ି ମୁସ୍ତକିମ (35) କୁ ଦଫା 6 ଅଫ ପୋକ୍ସ ଆକ୍ଟ ଅନୁଯାୟୀ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ […]

Read More Text.

କଲମା ପଢ଼ି ନପାରିବାରୁ ଶୁଭମଙ୍କୁ ଗୁଳି ମାରିଲେ ଆତଙ୍କବାଦୀ, ୨ମାସ ତଳେ ହୋଇଥିଲା ବିବାହ

କାନପୁର: ଦୁଇ ମାସ ପୂର୍ବେ କାନପୁରର ଶୁଭମ ଦ୍ୱିବେଦୀ ଏକ ନୂତନ ଜୀବନ ଆରମ୍ଭ କରିଥିଲେ। ଶେରୱାନି ପିନ୍ଧି, ଘୋଡା ଚଢି, ମଞ୍ଚ ଉପରେ ନାଚିଥିଲେ ଏବଂ ନିଜ ଜୀବନସାଥୀ ଐଷ୍ଣ୍ୟାଙ୍କ ହାତ ଧରିଥିଲେ। ପ୍ରତ୍ୟେକ ମୁହୂର୍ତ୍ତ ଏକ ଉତ୍ସବ ଥିଲା। ପ୍ରତ୍ୟେକ ଫଟୋରେ ଶୁଭମ ଓ ଐଷ୍ଣ୍ୟାଙ୍କ ଖୁସି ସ୍ପଷ୍ଟ ବାରି ହୋଇପଡ଼ୁଥିଲା। କିନ୍ତୁ କିଏ ଜାଣିଥିଲା ​​ଯେ ମାତ୍ର ଦୁଇ ମାସ ପରେ ଏହି ହସ ଲୁହର ବନ୍ୟାରେ ପରିଣତ ହେବ ଏବଂ ଶୁଭମଙ୍କ […]

Read More Text.

ହିନ୍ଦୁମାନେ ଟଳିପଡ଼ିବା ପର୍ଯ୍ୟନ୍ତ ସେମାନେ ଗୁଳି କରୁଥି‌ଲେ: ମୃତକଙ୍କ ଶାଶୂ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଜମ୍ମ-କଶ୍ମୀରର ପହଲଗାମରେ ହୋଇଥିବା ସବୁଠାରୁ ଭୟଙ୍କର ଆକ୍ରମଣରେ ୨୮ ଜଣ ନିହତ ‌ହୋଇଛନ୍ତି। ମୃତ୍ୟୁ ବରଣ କରିଥିବା ପର୍ଯ୍ୟଟକମାନଙ୍କ ମଧ୍ୟରୁ ବେଙ୍ଗାଲୁରୁର ଟେକ୍‌ନିସିଆନ୍‌ ଭାରତ ଭୂଷଣଙ୍କ ନାମ ବି ରହିଛି। ସୂତ୍ରରୁ ଜାଣିବାକୁ ମିଳିଛି ଯେ ଆତଙ୍କବାଦୀମାନେ ତାଙ୍କ ସ୍ତ୍ରୀ ଏବଂ ତିନି ବର୍ଷର ପୁଅ ସାମ୍ନାରେ ଗୁଳି କରି ତାଙ୍କୁ ହତ୍ୟା କରିଥିଲେ। ଶ୍ରୀ ଭୂଷଣଙ୍କ ଶାଶୂ, (ଯିଏ ଗତକାଲି ଅପରାହ୍ନରେ ତାଙ୍କ “ବଞ୍ଚିଯାଇଥିବା” ଝିଅ ସହିତ କଥା ହୋଇଥିଲେ) କହିଛନ୍ତି […]

Read More Text.