ମଝି ଦରିଆରେ ଫସିଲା ଲଞ୍ଚ, ଅଳ୍ପକେ ବର୍ତ୍ତିଲେ ୨୩ ପର୍ଯ୍ୟଟକ
ଜଳେଶ୍ୱର : ମଝି ଦରିଆରେ ଫସିଲା ଲଞ୍ଚ । ଇଞ୍ଜିନ ଖରାପ ହେବାରୁ ମଝି ସମୁଦ୍ରରେ ଫସିଲେ ପର୍ଯ୍ୟଟକ । ପୋଲିସର ସହାୟତା ଯୋଗୁଁ ବଡ଼ ଅଘଟଣରୁ ବର୍ତ୍ତିଗଲେ ୨୩ ପର୍ଯ୍ୟଟକ । ପଶ୍ଚିମବଙ୍ଗ ଦିଘାରେ ଜଗନ୍ନାଥ ଧାମ ଦର୍ଶନକୁ ଯାଉଥିବା ବେଳେ ଲଞ୍ଚର ଇଞ୍ଜିନ ଖରାପ ହେବାରୁ ମଝି ସମୁଦ୍ରରେ ଫସି ରହିଥିଲେ ପର୍ଯ୍ୟଟକ । ଦୀଘା ମୋହନାଠାରୁ ପ୍ରାୟ ୩୦ ମିନିଟ୍ ଦୂରରେ ଲଞ୍ଚଟି ଅଚଳ ହୋଇପଡ଼ିଥିଲା । ତୁରନ୍ତ ଯାତ୍ରୀମାନେ ପୂର୍ବ ମେଦିନୀପୁର ଜିଲ୍ଲା ପୋଲିସର […]
Read More Text.