ବଦଳିବ ମୋ ବସ ନାମ, ହେବ ‘ଆମ ବସ’, ବସ୍‌ର ଆଗରେ ଓ ପଛରେ ଲାଗିବ କ୍ୟାମେରା

ଭୁବନେଶ୍ବର: ବଦଳିବ ମୋ ବସ ନାମ । ମୋ ବସ ବଦଳରେ ହେବ ‘ଆମ ବସ’ । ଭୁବନେଶ୍ବର ‌ସମେତ କଟକ, ରାଉରକେଲା, ସମ୍ବଲପୁର, ଖୋର୍ଦ୍ଧା ସହରରେ ପରିଚାଳିତ ହେଉଥିବା ସାଧାରଣ ପରିବହନ ବ୍ୟବସ୍ଥା ‘ମୋ ବସ୍’ର ନାମ ବଦଳିବ । ଏ ନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି । କାରଣ ‘ମୋ ବସ୍‌’ ଏକ ଅହଂକାର ଶବ୍ଦ କୁ ବୁଝାଉଛି, ତେଣୁ ଏହାକୁ ‘ଆମ ବସ୍‌’ କରାଯିବ । ଏହା ସହ […]

Read More Text.

ମହିଳାଙ୍କ ଆକାଉଣ୍ଟକୁ ଆସିଲା ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ମହିଳାଙ୍କ ଆକାଉଣ୍ଟକୁ ଆସିଲା ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ରାଜ୍ୟର ୧୮ ଲକ୍ଷରୁ ଅଧିକ ଯୋଗ୍ୟା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା । ଯାଜପୁରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଯୋଗ ଦେଇ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ‘ସୁଭଦ୍ରା’ ହିତାଧିକାରୀଙ୍କ ସଂଖ୍ୟା ୯୮ ଲକ୍ଷ ଟପିବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ, ପୂର୍ବରୁ […]

Read More Text.

ଜଙ୍ଗଲରୁ ଉଦ୍ଧାର ହେଲା ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ, ପିନ୍ଧିଛନ୍ତି ସ୍କୁଲ ୟୁନିଫର୍ମ

କାଲିମେଳା : ଜଙ୍ଗଲରୁ ଉଦ୍ଧାର ହେଲା ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ । ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଥାନା ମାନ୍ୟମକୋଣ୍ଡା ପଞ୍ଚାୟତର ଏମପିଭି-୪୧ ଗାଁରେ ଅଭାବନୀୟ ଘଟଣା ଘଟିଛି । ସ୍କୁଲ ୟୁନିଫର୍ମ ପିନ୍ଧା ଅବସ୍ଥାରେ ଦୁହିଁଙ୍କ ମୃତଦେହ ଉଦ୍ଧାର ହୋଇଛି । ଉଭୟ ଛାତ୍ରୀଙ୍କ ପରିଚୟ ମିଳିପାରିନାହିଁ । ସ୍କୁଲ ବ୍ୟାଗ, ଚପଲ, ଏଣେ ତେଣେ ପଡିରହିଛି  । ଘଟଣାସ୍ଥଳରେ ମୋଟୁ ଥାନା ପୋଲିସ ମୁତୟନ ହୋଇଛନ୍ତି । କୋରାପୁଟରୁ ସାଇଣ୍ଟିପିକ ଟିମ ଆସି ତଦନ୍ତ […]

Read More Text.

ବିଗିଡିଲା ଭେଟେରାନ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ଭେଟେରାନ ଅଭିନେତା ଉତ୍ତମ ମହାନ୍ତି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ରେ ଉତ୍ତମ ମହାନ୍ତିଙ୍କୁ ଭର୍ତ୍ତି କରାଯାଇଛି। ଏବେ ସେ ଆଇସିୟୁରେ ଥିବା ବେଳେ ତାଙ୍କର ଚିକିତ୍ସା ଚାଲିଥିବା ନେଇ ସୂଚନା ମିଳିଛି । ତିନି ଦଶନ୍ଧି ଧରି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ପତିଆରା ଜାହିର କରିଥିବା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅଶୀ ଦଶକରେ ଥିଲେ ଏକ ଅପ୍ରତିଦ୍ୱନ୍ଦ୍ୱୀ ଚେହେରା । ତାଙ୍କର ହସ୍ପିଟାଲରେ ଭର୍ତ୍ତି […]

Read More Text.

ମହାନଦୀ ବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗଲା ମାମୁ -ଭଣଜାଙ୍କ ଜୀବନ

କଟକ : ଦୁର୍ଘଟଣା ନେଲା ମାମୁ -ଭଣଜାଙ୍କ ଜୀବନ । ଜଗତପୁର ଶିଖରପୁରକୁ ସଂଯୋଗ କରୁଥିବା ମହାନଦୀ ବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭାଇ ଭଉଣୀ ଓ ପାଞ୍ଚ ବର୍ଷର ପୁଅ ବାଇକରେ ଯାଉଥିବାବେଳେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଥିଲା । ଦୁର୍ଘଟଣାରେ ମାମୁ -ଭଣଜାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଭାଇ ଓ ପାଞ୍ଚ ବର୍ଷର ପୁଅ ହରାଇ ମାଆ ପାଗେଳି ପ୍ରାୟ ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ […]

Read More Text.

ରାଜ୍ୟରେ ଲାଗୁ ହେବ ଅନ୍ତୋଦୟ ଗୃହ ଯୋଜନା, ୧୧ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର

ଭୁବନେଶ୍ୱର: ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିବା କ୍ୟାବିନେଟ୍ ବୈଠକରେ ୧୧ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତିରେ ମୋହର ବାଜିଛି । ଏନେଇ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସମାଜର ଦୁର୍ବଳ ବର୍ଗର ଲୋକମାନଙ୍କୁ ପକ୍କାଘର ଯୋଗାଇ ଦେଇ ସେମାନଙ୍କ ଜୀବନ ଧାରଣର ମାନ ପରିବର୍ତ୍ତନ କରିବା ଉଦ୍ଦେଶ୍ୟରେ ରାଜ୍ୟରେ ଲାଗୁ ହେଲା ଅନ୍ତୋଦୟ ଗୃହ ଯୋଜନା । ଅନ୍ତୋଦୟ ଗୃହ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । […]

Read More Text.

ଜାମିନ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହେଲେ ହଂସିତା-ଅନୀଲ୍‌

କଟକ : ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ହଂସୀତା ଅନୀଲ। ବହୁଚର୍ଚ୍ଚିତ ଠକେଇ ମାମଲାରେ ଜାମିନ ଲୋଡିଛନ୍ତି ହଂସୀତା ଅଭିଲିପ୍ସା ଓ ଅନୀଲ କୁମାର ମହାନ୍ତି। ଇନଫୋସିଟି ଥାନାରେ ରୁଜୁ ମାମଲାରେ ଜାମିନ ଆବେଦନ କରିଛନ୍ତି । ଭୁବନେଶ୍ୱର ଅତିରିକ୍ତ ଦୌରାଜଜ୍ ଜାନୁଆରୀ ୨୮ ରେ ଜାମିନ ଖାରଜ କରିବା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେବେ ଉଭୟ ପୃଥକ ପୃଥକ ଜାମିନ ଆବେଦନ କରିଛନ୍ତି। ସୂଚନା ଅନୁସାରେ ଏହି ହାଇପ୍ରୋଫାଇଲ୍‌ ଠକେଇ ମାମଲାରେ […]

Read More Text.

ମହାପ୍ରଭୁଙ୍କ ଦର୍ଶନ କଲେ ଟିମ୍‌ ଇଣ୍ଡିଆ

କଟକ: ଇନସିଟିରେ କ୍ରିକେଟ ଫିଭର। ଆସନ୍ତାକାଲି (ରବିବାର) କଟକ ବାରବାଟୀରେ ସୁପରସଣ୍ଡେରେ ସୁପର ମୁକାବିଲା। ଭୁବନେଶ୍ବରରେ ଭାରତ ଓ ଇଂଲଣ୍ଡ ଟିମ। ଟୁଉଭୟ ଦଳର ଖେଳାଳି ସ୍ବତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ମେ ଫେୟାର ହୋଟେଲରେ ରଖାଯାଇଛି। ଓଡ଼ିଶାର ପାରମ୍ପରିକ ବାଦ୍ୟ ଓ ନୃତ୍ୟର ତାଳେତାଳେ କ୍ରିକେଟରଙ୍କୁ ସ୍ବାଗତ କରାଯାଇଛି। ହେଲେ ମ୍ୟାଚ ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ କଲେ ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର। ମ୍ୟାଚ୍‌ […]

Read More Text.

ଜନ ଦାବି ନେଇ ସିପିଆଇ ର ଶୁକୃଳି ବ୍ଲକ୍ ଘେରାଉ

ବାରିପଦା: ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଯାମୁନ୍ତି ଶାଖା ପକ୍ଷରୁ ମୟୁରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ୍ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ୭ ଦଫା ସମ୍ବଳିତ ଦାବିପତ୍ର ବିଡ଼ିଓଙ୍କ ଜରିଆରେ ପ୍ରଦାନ କରାଯାଇଛି। ସାଥୀ ଶଙ୍କର ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର ଯୋଗ ଯୋଗ ଦେଇ କହିଥିଲେ, ନିର୍ବାଚନ ପୂର୍ବରୁ ବିଜେପି ଦେଇଥିବା ପ୍ରତିଶୃତି ପୂରଣ କରିବାରେ ବିଫଳ ହୋଇଛି। ମନରେଗା ଯୋଜନାରେ ଶ୍ରମିକ କାମ […]

Read More Text.

ଶ୍ରୀ ରାମଚନ୍ଦ୍ରପୁର ଉର୍ଦୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବାରିପଦା : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୬ ୱାର୍ଡ ସ୍ଥିତ ଶ୍ରୀରାମଚନ୍ଦ୍ରପୁର ସରକାରୀ ଉର୍ଦୁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନଳିନୀକାନ୍ତ ପ୍ରଧାନ, ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ଚୌଧୁରୀ, କାଉନସିଲର ଦୀପ୍ତିରାଣୀ ପଟ୍ଟନାୟକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ ଓ ଡଃ ସ୍ନେହଲତା ବେହେରା, ସି ଆର ସି ସି ଧନଞ୍ଜୟ ସାହୁ ପ୍ରମୁଖ ଅତିଥି […]

Read More Text.