ପଞ୍ଚାୟତ ସ୍ତରୀୟ ଏଲ୍ପିଏଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ : ଶିମିଳିପାଳ ଟାଇଗରକୁ ହରାଇ ରାହୁଲ ଏକ୍ସପ୍ରେସ ଚାମ୍ପିଅନ—–
ବାରିପଦା : ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଲୁହାକାନୀ ପଞ୍ଚାୟତ ଡଃ ହରେକୃଷ୍ଣ ମହତାବ ହାଇସ୍କୁଲ ଖେଳ ପଡିଆଠାରେ ଏଲ୍ସିସି କ୍ଲବ ଦ୍ଵାରା ଅନୁଷ୍ଠିତ ପଞ୍ଚାୟତସ୍ତରୀୟ ଏଲ୍ ସି ଏଲ୍ ସିଜେନ୍ – ୨, କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ଶିମିଳିପାଳ ଟାଇଗର ଓ ରାହୁଲ ଏକ୍ସପ୍ରେସ କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ ଜିତି ଶିମିଳିପାଳ ଟାଇଗର ଫିଲଡିଙ୍ଗ କରିବାର ନିଷ୍ପତି ନେଇ ରାହୁଲ ଏକ୍ସପ୍ରେସ କୁ […]
Read More Text.