ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍

ଭୁବନେଶ୍ଵର: ବଡ ଖବର । ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘରେ ରେଡ୍ । ବିଷ୍ଣୁପଦଙ୍କ ଭୁବନେଶ୍ବରରେ ଥିବା ସରକାରୀ କ୍ବାର୍ଟର୍ସରେ ଚାଲିଛି ରେଡ୍‌ । ସକାଳ ୮ଟାରୁ ସିବିଆଇର ୮ ଜଣିଆ ଟିମ୍ ବିଷ୍ଣୁପଦ ସେଠୀଙ୍କ ବାସଭବନରେ ରେଡ୍‌ ଜାରି ରଖିଛନ୍ତି । ବ୍ରିଜ୍‌ ଆଣ୍ଡ ରୁଫ୍‌ କମ୍ପାନୀରେ ହୋଇଥିବା କେଳେଙ୍କାରୀ ମାମଲାରେ ରେଡ୍‌ କରାଯାଉଥିବା ନେଇ ସୂଚନା ମିଳିଛି । ଅନ୍ୟପଟେ ସିବିଆଇ ରେଡ୍‌କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଏଏସ୍ ବିଷ୍ଣୁପଦ ସେଠୀ । କହିଛନ୍ତି, […]

Read More Text.

କିଟ୍‌ ଛାତ୍ରୀ ମୃତ୍ୟୁ ମାମଲା; ନେପାଳରୁ ଡାକିଆଣି ଦୁର୍ବ୍ୟବହାର କରୁଛି କଲେଜ୍ : ଛାତ୍ରୀଙ୍କ ବାପା

ଭୁବନେଶ୍ଵର: ସାରା ରାଜ୍ୟରେ ଏବେ ଚହଳ ପକାଇଛି କିଟ୍‌ରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା । ପରିବାର ଲୋକଙ୍କ ଉପସ୍ଥିତିରେ ଭୁବନେଶ୍ଵର ଏମ୍ସରେ ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ ହେଉଥିବା ବେଳେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ମୃତ ଛାତ୍ରୀଙ୍କ ବାପା । ନେପାଳରୁ ଡାକିଆଣି ଛାତ୍ରଛାତ୍ରୀମାନଙ୍କୁ କଲେଜ୍ ଦୁର୍ବ୍ୟବହାର କରୁଥିବା ନେଇ ଅଭିଯୋଗ କରିଛନ୍ତି ମୃତ ଛାତ୍ରୀଙ୍କ ବାପା ସୁନୀଲ ଲାମସାଲ୍‌ । ସୁନୀଲ ଲାମସାଲ୍‌ କହିଛନ୍ତି ଯେ, କିଟ୍ ପକ୍ଷରୁ ଅନେକ ଥର ନେପାଳରେ କାର୍ଯ୍ୟକ୍ରମ […]

Read More Text.

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ “ବିଦୁ-ଚାନ୍ଦାନ” ପୂଜା ଅନୁଷ୍ଠିତ

ବାରିପଦା: ସ୍ଥାନୀୟ ମୁର୍ଗାବାଡି ସ୍ଥିତ ‘ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ’ ମୟୂରଭଞ୍ଜ ପରିସରରେ ଅଲଚିକି ଲିପିର ଶତବାର୍ଷିକ ଅବସରରେ ବିଦୁ-ଚାନ୍ଦାନ ପୂଜା କୁ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ଏହି ପୂଜା କାର୍ଯ୍ୟକ୍ରମ ଟି ବରିଷ୍ଠ ପ୍ରଶିକ୍ଷିକା – ଚମ୍ପାବତୀ ହାଁସଦାଃ ଙ୍କ ତତ୍ତ୍ଵାବଧାନରେ ଏବଂ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରମୋଦ କୁମାର ଡାକୁଆ ଓ ପୂର୍ବତନ ଅଧ୍ୟକ୍ଷ ଅନାଦି ଚରଣ ବିନ୍ଧାଣୀଙ୍କ ଉପସ୍ଥିତିରେ ପୂଜା ସମ୍ପନ୍ନ ହୋଇଥିଲା।ଏହି କାର୍ଯ୍ୟକ୍ରମ […]

Read More Text.

ଅଲଚିକି ଶିକ୍ଷାଦାନକୁ ସୁନିଶ୍ଚିତ କରିବା ଦାବୀରେ ୨୩ ଫେବୃଆରୀରୁ ଜନଜାଗରଣ ଯାତ୍ରା କରିବେ ଅର୍ଜୁନ ମୁର୍ମୁ

ବାରିପଦା: ୨୦୧୧ ଜନଗଣନା ଅନୁସାରେ ମୟୂରଭଞ୍ଜ ଜିଲ୍ଲାର ମୋଟ ଜନସଂଖ୍ୟା ୨୫,୧୯,୭୩୮ ମଧ୍ୟରୁ ୧୪,୭୯, ୫୭୯ ଜଣ ହେଉଛନ୍ତି ଆଦିବାସୀ । ମୟୂରଭଞ୍ଜ ଜିଲ୍ଲାର ପ୍ରାୟ ୫୮.୭୨ ପ୍ରତିଶତ ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି । ମାତ୍ର ପ୍ରକୃତିର ଏହି ସନ୍ତାନଗଣ ଅଧିକାଂଶ ସଚେତନ ନୁହନ୍ତି ନିଜର ଅଧିକାର ବିଷୟରେ । ଆଦିବାସୀ ମାନଙ୍କର ବିକାଶ ପାଇଁ ମାଳମାଳ ଯୋଜନା ପ୍ରଣୟନ ହେଉଛି । ମାତ୍ର କିକାଶଠାରୁ ଅନେକ ଦୂରରେ ଅଛନ୍ତି ଆଦିବାସୀ । ଅନେକ […]

Read More Text.

ମ୍ୟାଟ୍ରିକ ପରୀକ୍ଷା ସୁପରିଚାଳନା ନିମନ୍ତେ ତତ୍ୱାବଧାରକ ମାନଙ୍କୁ ନେଇ ଏକ ଅଭିମୁଖୀକରଣ କାର୍ଯ୍ୟକ୍ରମ

ଜିଲ୍ଲାରେ 21 ଟି ନୋଡାଲ ସେଣ୍ଟର 176 ଟି ପରୀକ୍ଷା କେନ୍ଦ୍ର ଚଳିତ ବର୍ଷ ସମୁଦାୟ 29155 ଛାତ୍ର ଛାତ୍ରୀ ପରୀକ୍ଷା ଦେବେ ବାରିପଦା : ମୟୁରଭଞ୍ଜ ଜିଲ୍ଲାର ଚଳିତ ବର୍ଷ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କର ବୋର୍ଡ଼ ପରୀକ୍ଷା ଆସନ୍ତା 21 ତାରିଖରୁ ଅନୁଷ୍ଠିତ ହେଉଥିବାରୁ ଜିଲ୍ଲାର ସମସ୍ତ ପରୀକ୍ଷା କେନ୍ଦ୍ର ତତ୍ୱାବଧାରକ ମାନଙ୍କୁ ନେଇ ଏକ ଅଭିମୁଖୀକରଣ (ଓରିଏଣ୍ଟସନ ) କାର୍ଯ୍ୟକ୍ରମ ସ୍ଥାନୀୟ ମହାରାଣୀ ପ୍ରେମ କୁମାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। […]

Read More Text.

ଅବହେଳିତ ଡ଼ମ ସମ୍ପ୍ରଦାୟ, ପ୍ରୋତ୍ସାହନ ଅଭାବରୁ ବୁଡ଼ିବାକୁ ବସିଛି ବେଉସା

ଆଗରପଡ଼ା :ରାଜ୍ୟରେ ବାଉଁଶ କାରିଗରୀ ଆସ୍ତେ ଆସ୍ତେ ଲୋପ ପାଇବାକୁ ବସିଛି । ଫଳରେ କାରିଗରମାନଙ୍କର ସାମାଜିକ ଓ ଆର୍ôଥକ ଦୂରାବସ୍ଥା ବଢିବାରେ ଲାଗିଛି । ତେବେ ସରକାରୀ ପ୍ରୋସାôହନର ଅଭାବ ଓ ବିଭାଗୀୟ ଉଦାସିନ ଯୋଗୁଁ ଏହି କାରିଗରୀ ଲୋପ ପାଉଥିବାର ଜଣାପଡ଼ିଛି । ବାଉଁଶ କାରିଗରୀ ଲାଗି ସରକାରଙ୍କ କେତେକ ଯୋଜନା ଥିଲେ ମଧ୍ୟ ତାହା କାରିଗରଙ୍କ ପାଖରେ ଅପହଞ୍ଚ । କିଛି ସ୍ୱେଚ୍ଛାସେବୀ ସଙ୍ଗଠନ ସେହି ସଂପ୍ରଦାୟର କାରିଗରଙ୍କୁ ପ୍ରୋତ୍ସାହନ ଯୋଗାଇବା ଓ […]

Read More Text.

ମାଫିଆ ଓ ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକା

ଇଟାଭାଟି ନିଆଁରେ ଜନଜୀବନ କଲବଲ ଜରିମାନାରେ ସୀମିତ କାର୍ଯ୍ୟାନୁଷ୍ଠାନ ଆଗରପଡ଼ା :ଏବେଠୁ ରୌଦ୍ରତାପ ଆରମ୍ଭ ହେଲାଣି ଏହା ସାଙ୍ଗକୁ ବନ୍ତ ତହସିଲ ଅଧିନରେ ଥିବା ୨୫ଟି ପଞ୍ଚାୟତ ମଧ୍ୟରୁ ଏବେବି ମୁଖ୍ୟତଃ ଆଗରପଡ଼ା ଓ ତାର ଆଖପାଖ ଅଞ୍ଚଳ ଯଥା:-କାଣ୍ଡବା,ମହାନ୍ତିପଡ଼ା,ସାହୁପଡ଼ା,ଗୋପିନାଥପୁର, ଅଣିଜୋ ଆଦି ସାଳନ୍ଦି ନଦୀ କୂଳ ଗ୍ରାମର କୋଣ ଅନୁକୋଣରେ ଶହ ଶହ ଇଟାଭାଟି ଜଳୁଥିବାର ଦେଖିବାକୁ ମିଳୁଛି । ଏହି ବେଆଇନ ଇଟାଭାଟି ପୋଡ଼ି ଯୋଗୁ ବାୟୁମଣ୍ଡଳ ପ୍ରଦ୍ୟୁଷିତ ହେବା ସହ ଇଟାଭାଟିର ଧୂଆଁ […]

Read More Text.

ଜାତୀୟ ସେବା ଯୋଜନା ସ୍ୱତନ୍ତ୍ର ଶିବିର ଉଦ୍‌ଯାପିତ

ଆଗରପଡ଼ା :ଆଗରପଡ଼ା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଦ୍ୱାରା ଆୟୋଜିତ ତିନି ଦିନିଆ ଶିବିର ସ୍ଥାନୀୟ ବରହମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉଦ୍‌ଯାପିତ ହୋଇଯାଇଛି । ଅଧ୍ୟାପକ ବ୍ରଜମୋହନ ପତି ଶିବିରକୁ ଉଦଘାଟନ କରିଥିଲେ । ଅଧ୍ୟାପକ ପ୍ରଶାନ୍ତ ନାୟକ, ମହେଶ୍ୱର ମଲ୍ଲିକ, ରବିନ୍ଦ୍ର ମୋହନ ପଣ୍ଡା, ମୁଖ୍ୟ ସହାୟକ ଅଶୋକ ସାହୁ, ଏନସିସି ମୁଖ୍ୟ ଜଗନ୍ନାଥ ଦାସ ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ମତ ରଖିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ବକୃତା ପ୍ରଦାନ […]

Read More Text.

ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ସମସ୍ତଙ୍କୁ ପ୍ରଭାବିତ କରୁଛି: ନବୀନ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଦ୍ବାରା ଆଜି ବିଧାନସଭାରେ ଉପସ୍ଥାପିତ ବଜେଟ୍‌କୁ ନେଇ ବିରୋଧୀ ଦଳ ପ୍ରତିକ୍ରିୟା ଦେଇଛି। ବିଜେଡି ସୁପ୍ରିମୋ ଏନେଇ କହିଛନ୍ତି ଡବଲ ଇଞ୍ଜିନ ସରକାର ବିପରୀତ ଦିଗରେ ଗତି କରୁଛି। ସେ କହିଛନ୍ତି, ରାଜ୍ୟର ବିଜେପି ସରକାର ଗତ ବଜେଟ୍‌ରେ ଆସିଥିବା ଅନୁଦାନରୁ ଅନେକ ଏ ଯାଏଁ ଖର୍ଚ୍ଚ କରିପାରି ନାହିଁ। ଶିଳ୍ପ ବିକାଶ ସହ ଅର୍ଥନୀତି ଖସୁଛି। ରାଜ୍ୟ ସରକାର ଏବେ ବିକାଶର ବିପରୀତ ଦିଗରେ ଗତି କରୁଛି। ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ […]

Read More Text.

ବର୍ଦ୍ଧିତ ରକ୍ତ ପ୍ୟାକେଟ ଦର ପ୍ରତ୍ୟାହାର କରିବାକୁ ଦାବି କଲା ଓଡ଼ିଶା ରକ୍ତଦାତା ସଂଗଠନ ମହାସଂଘ

ଭୁବନେଶ୍ୱର: ଓଡ଼ିଶା ରକ୍ତଦାତା ମହାସଂଘ ଆଜି ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡ଼ିଶାର ସଚିବଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛି ଏବଂ କେନ୍ଦ୍ରୀୟ ରେଡକ୍ରସ୍ ରକ୍ତ ବ୍ୟାଙ୍କ, କଟକ ଦ୍ୱାରା ରକ୍ତ ପ୍ୟାକେଟ ଦରରେ ସମ୍ପ୍ରତି ₹100 ବୃଦ୍ଧିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛି। ରାଜ୍ୟ ରକ୍ତଦାନ ପରିଷଦ ଓଡ଼ିଶାର ନିର୍ଦ୍ଦେଶକଙ୍କୁ ଏକ ଅଭିଯୋଗ ପତ୍ର ମଧ୍ୟ ପ୍ରଦାନ କରିଛି, ଯେଉଁଥିରେ କେନ୍ଦ୍ରୀୟ ରକ୍ତ ବ୍ୟାଙ୍କ ଦ୍ୱାରା ଏକାଧିକାର ଭାବରେ ସେମାନେ ଯାହା ଅନୁଭବ କରୁଛନ୍ତି […]

Read More Text.