ବ୍ଲକ ପ୍ରଶାସନର ଆଭିମୁଖ୍ୟକୁ ନେଇ ଚର୍ଚ୍ଚା, ଜବର ଦଖଲରେ ଏକର ଏକର ସରକାରୀ ଜମି
ଆଗରପଡ଼ା :ବନ୍ତ ବ୍ଳକର ବିଭିନ୍ନ ସ୍ଥାନରେ ଲୋକେ ସରକାରୀ ଜାଗା ଜମିକୁ ଜବର ଦଖଲ କରି ରଖିଛନ୍ତି । ଯଦ୍ୱାରା ବହୁ ପଂଚାୟତର ଉନ୍ନୟନମୂଳକ କାର୍ଯ୍ୟରେ ବାଧାମଧ୍ୟ ସୃଷ୍ଟି ହେଉଛି । କିନ୍ତୁ ଏହାକୁ ଉଚ୍ଛେଦ କରିବାରେ ବ୍ଳକ ପ୍ରଶାସନ ଆଜି ପର୍ଯ୍ୟନ୍ତ ସଫଳ ହୋଇପାରିନଥିବା ବେଳେ ରାଜ୍ୟ ସରକାର ସରକାରୀ ଜାଗା ଜମିରୁ ଜବର ଦଖଲ ହଟାଇ ଏହାକୁ ତାର ବାଡ଼ ଦେଇ ଫଳକ ଲଗାଇ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ତେଣୁ […]
Read More Text.