ରିକ୍ତ କୋଳକୁ ମିଳିଲା ପୂର୍ଣ୍ଣତା : ଉଦାଭମ୍ କରଙ୍ଗଲ୍‌ର କାହାଣୀ

ନିଃସଙ୍ଗତାରୁ ଆତ୍ମୀୟତା: ପରିତ୍ୟକ୍ତ ଶିଶୁଙ୍କ ପାଇଁ ସାହାଜ୍ୟର ହାତ ବଢ଼ାଇ ଜଣେ ମଣିଷ ପାଲଟିଛନ୍ତି ଶତାଧିକ କନ୍ୟାଙ୍କ ‘ପାପା’ ସମାଜରେ ଯେଉଁଠି ପରିତ୍ୟକ୍ତ କନ୍ୟା ସନ୍ତାନମାନେ ଅବହେଳା, ପ୍ରତ୍ୟାଖ୍ୟାନ ଓ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଆନ୍ତି, ସେଇଠି ‘ଉଦାଭମ୍ କରଙ୍ଗଲ୍’ ଏବଂ ଏହାର ପ୍ରତିଷ୍ଠାତା ସମ୍ପାଦକ ଏସ୍. ବିଦ୍ୟାକର ଏକ ମାନବିକତାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ଅନନ୍ୟ ମାନବିକ ଯାତ୍ରା ୧୯୮୩ ମସିହାରେ ଚେନ୍ନାଇରୁ ଆରମ୍ଭ ହୋଇଥିଲା, ଯେତେବେଳେ ଶ୍ରୀ ବିଦ୍ୟାକର ଜଣେ ନିଷ୍ପାପ […]

Read More Text.

ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚାମ୍ପିୟାନସିପ୍

ବାରିପଦା  : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଓ ଫୁଟବଲ ଏସୋସିଏସନ ଅଫ ଓଡିଶା, ଜିଲ୍ଲା ପ୍ରଶାସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ସହଯୋଗରେ ଆୟୋଜିତ ୧୪ ବର୍ଷରୁ କମ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚାମ୍ପିୟାନସିପ ର ୨ୟ ଦିନ ଅତିଥି ଭାବେ ଯୋଗଦେଇ ପୂର୍ବତନ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ କୁମାର ବେହେରା ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ […]

Read More Text.

ଜାତୀୟ ନାଟ୍ୟ ମହୋତ୍ସବରେ ଅଭିନେତା ତଥା ନିର୍ଦ୍ଦେଶକ ପରେଶ ସାହୁଙ୍କୁ ସମ୍ବର୍ଦ୍ଧନା

 ବାରିପଦା : ଭୁବନେଶ୍ୱର ଠାରେ ବିଦ୍ୟାକନକ ସୃଜନାନୁଷ୍ଠାନ ଆନୁକୂଲ୍ୟରେ ଆୟୋଜିତ “ଜାତୀୟ ନାଟ୍ୟ ମହୋତ୍ସବ – ୨୦୨୬” ଅବସରରେ ବାରିପଦାର ପ୍ରତିଷ୍ଠିତ ଅଭିନେତା ନିର୍ଦ୍ଦେଶକ ପରେଶ ସାହୁ (ଖୁଦି ଭାଇ) ଙ୍କୁ ” ବିଦ୍ୟାକନକ ସମ୍ମାନ ” ରେ ସମ୍ମାନିତ କରାଯାଇଛି I ମଞ୍ଚ ନାଟକ ପ୍ରତି ତାଙ୍କର ସାଧନା ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି I ପ୍ରକାଶଥାଉକି ଅବସରପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପକ ଶ୍ରୀ ସାହୁ ଏକାଧାରରେ ଜଣେ  ଚଳଚ୍ଚିତ୍ର, ବେତାର, ଆକାଶବାଣୀ, ଦୂରଦର୍ଶନ ତଥା […]

Read More Text.

ବାଲୁକାଶିଳ୍ପୀ ଓ ଆନ୍ତର୍ଜାତୀୟ ରଗବୀ ଖେଳାଳିଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା

ବାରିପଦା : ଜିଲ୍ଲା ପ୍ରଶାସନ ମୟୂରଭଞ୍ଜ ପକ୍ଷରୁ ଜିଲ୍ଲାର କୃତୀ ବାଲୁକାଶିଳ୍ପୀ  ଦଶରଥ ମହାନ୍ତ ଏବଂ ଆନ୍ତର୍ଜାତୀୟ ମହିଳା ରଗବୀ ଖେଳାଳି ପାର୍ବତୀ ହାଁସଦା ଓ ଆରତୀ ମୁର୍ମୁଙ୍କୁ ସେମାନଙ୍କ ଉଲ୍ଲେଖନୀୟ ସଫଳତା ପାଇଁ ଏକ ସମ୍ବର୍ଦ୍ଧନା ସଭାରେ ସମ୍ମାନିତ କରାଯାଇଥିଲା । ଜିଲ୍ଲାର କଳା ଓ କ୍ରୀଡା କ୍ଷେତ୍ରରେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଗୌରବ ଆଣିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।           […]

Read More Text.

ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୬ ମୃତ, ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କଳାହାଣ୍ଡି: ଶ୍ବାସରୁଦ୍ଧ ହୋଇ ୬ ମୃତ । ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଗୌଡ଼ କର୍ଲାଖୁଣ୍ଟା ଗାଁରେ ଅଘଟଣ ଘଟିଛି । ସେଣ୍ଟ୍ରିଂ ବେଳେ ଶ୍ବାସରୁଦ୍ଧ ହୋଇ ଜୀବନ ଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ, ଗତ ଦୁଇମାସ ତଳେ ମଧ୍ୟ ଏହିପରି ଏକ ଘଟଣା ସାମ୍ନାକୁ ଆସିଥିଲା । ସେପ୍ଟିକ ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲ ଏବଂ ୨ ଜଣ […]

Read More Text.

ବିଜେପିରେ ଯୋଗ ଦେଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଏକ ବଡ଼ ଧରଣର ଅଦଳବଦଳ ଦେଖିବାକୁ ମିଳିଛି। ପୂର୍ବତନ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଗତକାଲି ସେ ବିଜେଡି ଏବଂ ସାଂସଦ ପଦରୁ ସମସ୍ତଙ୍କୁ ଚକିତ କରି ଇସ୍ତଫା ଦେଇଥିଲେ। ନୂଆଦିଲ୍ଲୀ ସ୍ଥିତ ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ପଦ୍ମ ଶିବିରରେ ସାମିଲ ହୋଇଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଓଡ଼ିଶା ପ୍ରଭାରୀ ବିଜୟ ପାଲ ସିଂହ […]

Read More Text.

୧୪ ବର୍ଷରୁ କମ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚାମ୍ପିୟାନସିପ ଉଦଘାଟିତ 

ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ଼ଃ କୃଷଚନ୍ଦ୍ର ମହାପାତ୍ର  ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଓ ଫୁଟବଲ ଏସୋସିଏସନ ଅଫ ଓଡିଶା, ଜିଲ୍ଲା ପ୍ରଶାସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ସହଯୋଗରେ ୧୪ ବର୍ଷରୁ କମ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚାମ୍ପିୟାନସିପ ଉଦଘାଟିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ […]

Read More Text.

ବିଜେଡି ଛାଡିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ

ଭୁବନେଶ୍ବର: ବିଜେଡିକୁ ବଡ ଝଟକା । ଦଳ ଛାଡିଲେ ବରିଷ୍ଠ ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ସୋମବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଦେବାଶିଷ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ନିଜର ଇସ୍ତଫା ପତ୍ର ପଠାଇ ଦଳ ତ୍ୟାଗ କରିଛନ୍ତି । ତେବେ ପୂର୍ବରୁ ଦେବାଶିଷ ବିଜେଡି ଛାଡିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବାସ୍ତବରେ ତାହା ସତ ହୋଇଛି । ସୋମବାର ରାଜ୍ୟସଭା ସାଂସଦ ଦେବାଶିଷ […]

Read More Text.

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କ୍ୟାବିନେଟ୍ ସଂପ୍ରସାରଣ ନେଇ ଚର୍ଚ୍ଚା

ଭୁବନେଶ୍ୱର: ରାଜ୍ୟରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଦୁଇ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ରାଜନୈତିକ ମହଲରେ କ୍ୟାବିନେଟ୍ ସଂପ୍ରସାରଣ ଚର୍ଚ୍ଚା ପୁଣି ଜୋର ଧରିଛି। ମନ୍ତ୍ରିମଣ୍ଡଳରେ ଅଦଳବଦଳ ହେବ କି, କିଛି ନୂଆ ବିଧାୟକଙ୍କୁ ସୁଯୋଗ ମିଳିବ କି, ଏହାକୁ ନେଇ ଦଳ ଭିତରେ ଓ ବାହାରେ ଆଲୋଚନା ବଢ଼ିଛି। ସୂଚନା ଅନୁସାରେ, ସରକାରର ଦୁଇ ବର୍ଷ ପୂର୍ତ୍ତି ପୂର୍ବରୁ ମନ୍ତ୍ରିମଣ୍ଡଳକୁ ଆହୁରି ସୁଦୃଢ଼ କରିବା ନେଇ ଦଳୀୟ ସ୍ତରରେ ବିଚାରବିମର୍ଶ […]

Read More Text.

ଟାଟା ପାଓ୍ଵାରର ଗ୍ରାହକ ମାରଣନୀତି ଓ ଲୋ ଭୋଲଟେଜ ସମସ୍ୟା ନେଇ ଗ୍ରାମବାସୀଙ୍କ ରାସ୍ତାରୋକ

ବାରିପଦା : ଟାଟା ପାଓ୍ବାରର  ଅସଲି ରୂପ ଦିନକୁ ଦିନ ପଦାକୁ ଆସୁଛି । କେଉଁଠି ଲୋ ଭୋଲଟେଜ ତ କେଉଁଠି  ନିମ୍ନ ମାନର ଟ୍ରାନସଫରର୍ମର ତ  କେଉଁଠି ଟାଟା ପାଓ୍ଵାର ଅଧିନସ୍ଥ ଠିକା କର୍ମଚାରୀ ଛଟେଇ ଯାହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି ।ଅପର ପକ୍ଷରେ ଠିକା ବିଦ୍ୟୁତ କର୍ମଚାରୀମାନେ ଧାରଣା,ଧର୍ମଘଟ,ଓ  ସଂନ୍ଧ୍ୟାରେ  କେଣ୍ଡେଲ ଜଳେଇ ଧର୍ମଘଟ ପାଳୁଛନ୍ତି ।ସୂଚନାଯୋଗ୍ଯ  ଭାଲୁବସା ଗ୍ରାମରେ ବହୁ ବର୍ଷ ପୂର୍ବେ ଟ୍ରାନସଫର୍ମର ବସିଥିଲା ।ସେତେବେଳେ ଗ୍ରାହକ ସଂଖ୍ୟା […]

Read More Text.