ନିର୍ବାଚନ ପ୍ରକ୍ରିୟାକୁ ମଜବୁତ କରିବାକୁ ନିର୍ବାଚନ କମିଶନଙ୍କ ଦଳୀୟ ସଭାପତି ଏବଂ ନେତାମାନଙ୍କୁ ଆମନ୍ତ୍ରଣ
ବାରିପଦା: ଭାରତୀୟ ନିର୍ବାଚନ କମିଶନ ଇଆରଓ , ଜିଲ୍ଲା ନିର୍ବାଚନ ଅଧିକାରୀ କିମ୍ବା ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ତରରେ ନିର୍ବାଚନ ସମ୍ବନ୍ଧିୟ ଯେକୌଣସି ସମାଧାନ ହୋଇନଥିବା ସମସ୍ୟା ପାଇଁ ୩୦ଏପ୍ରିଲ ୨୦୨୫ ସୁଦ୍ଧା ସମସ୍ତ ଜାତୀୟ ଏବଂ ରାଜ୍ୟ ରାଜନୈତିକ ଦଳଙ୍କଠାରୁ ପରାମର୍ଶ ଆମନ୍ତ୍ରଣ କରିଛନ୍ତି । ନିର୍ବାଚନ କମିଶନ ତରଫରୁ ରାଜନୈତିକ ଦଳଗୁଡ଼ିକୁ ଜାରି କରାଯାଇଥିବା ଏକ ବ୍ୟକ୍ତିଗତ ଚିଠିରେ, କମିଶନ ପ୍ରତିଷ୍ଠିତ ଆଇନ ଅନୁଯାୟୀ ନିର୍ବାଚନ ପ୍ରକ୍ରିୟାକୁ ଆହୁରି ମଜବୁତ କରିବା ପାଇଁ ପରସ୍ପର ସୁବିଧାଜନକ […]
Read More Text.