ନବଯୁଗ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ପାଳିତ

ବାରିପଦା: ସ୍ଥାନିୟ ପୋଡା ଅସ୍ତିଆଠାରେ ଥିବା ନବଯୁଗ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଆଇନଜୀବି ତଥା ସମାଜସେବୀ ଅଶ୍ୱିନୀ କୁମାର ମହାନ୍ତଙ୍କ ସଭାପତିତ୍ୱରେ ବିଦ୍ୟାଳୟ ପରିସରରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ “ପ୍ରତିଶ୍ରୁତି” ପତ୍ରିକାର ସମ୍ପାଦକ ବରିଷ୍ଠ ସାହିତ୍ୟିକ ଓ ଜଗନ୍ନାଥ ସଂସ୍କୃତିର ଗବେଷକ ଭାଗବତ ପଣ୍ଡା ମୁଖ୍ୟ ଅତିଥି, ସମାଜସେବୀ ତଥା ସାମ୍ବାଦିକ କାଶୀନାଥ ସିଂ, ମୁଖ୍ୟବକ୍ତା ତଥା ସୁନାରାମ ମହାନ୍ତ ଓ ସୁମନ୍ତ କୁମାର ମହାନ୍ତ ସମ୍ମାନିତ ଅତିଥିଭାବେ […]

Read More Text.

ବିଚ୍ଛିନ୍ନାଞ୍ଚଳରେ ବରପୁତ୍ରଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ଦେଲେ ଓଡ଼ିଆ ଭାଇ

ବାରିପଦା: ବିଚ୍ଛିନ୍ନାଞ୍ଚଳ ତଥା ଝାଡ଼ଖଣ୍ଡର ପୂର୍ବ ସିଂଭୂମ ସମେତ ଜାମସେଦପୁରରେ ଓଡ଼ିଶାର ବରପୁତ୍ର ସମେତ ମାନଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ବିଶ୍ଵ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ଅବସରରେ ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ଡଃ ଦିନେଶ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଶାସନ ଗମ୍ଭାରିଆ ଠାରେ ଥିବା ଉତ୍କଳମଣି ଗୋପବନ୍ଧୁ ପ୍ରତିମୂର୍ତ୍ତି ସମେତ ଗୁହ୍ୟାପାଳ , ବହଡ଼ାଗୋଡା ଖଣ୍ଡାମୌଦା, ପାଞ୍ଚରୋଳିଆ ଠାରେ ଥିବା ଭିନ୍ନ ଭିନ୍ନ ପ୍ରତିମୂର୍ତ୍ତି କୁ ସଫେଇ ଓ ସଂରକ୍ଷଣ କାର୍ଯ୍ୟ କରା ଯାଇଥିବା […]

Read More Text.

ଦୁଇ ବାଇକ୍ ମୁହାଁମୁହିଁ, ଜଣେ ମୃତ ଜଣେ ଗୁରୁତର

ବାରିପଦା: ରାଞ୍ଚି – ବିଜୟଓ୍ବାଡା ଜାତୀୟ ରାଜପଥ ୨୨୦ ନମ୍ବର ରାସ୍ତା ରାଇରଙ୍ଗପୁର ଠାରୁ ୫ କିମି ଦୂର ରାଇରଙ୍ଗପୁର କଲେଜ ସନ୍ନିକଟ ପେଟ୍ରୋଲ ପମ୍ପ ଛକରେ ବାଇକ ସହ ବାଇକ୍ ସହ ବାଇକ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ମହିଷାନେଦା ଗ୍ରାମର ମନୋରଞ୍ଜନ ଗୋପ(୪୨) ପେଟ୍ରୋଲ ପମ୍ପ ଛକରେ ବାଇକ(OD11M5241) ରେ ଯାଉଥିବାବେଳେ ଅନ୍ୟ ଏକ ବାଇକ୍(ODO1AL 9361) ସହ ମୁହାଁମୁହିଁ […]

Read More Text.

ଶିକ୍ଷକ ନେତା ଗଣେଶ୍ୱର ପଣ୍ଡାଙ୍କ ବିୟୋଗ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ତଥା ନିଖିଳ ଉତ୍କଳ ପ୍ରାଥମିକ ଫେଡେରେସନର ବର୍ଷିଆନ ଶିକ୍ଷକ ନେତା ସ୍ବର୍ଗତ ଗଣେଶ୍ୱର ପଣ୍ଡା ଗତକାଲି ୯୦ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି I ତାଙ୍କ ମୃତ୍ୟୁ ଶିକ୍ଷକ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ତଥା ତାଙ୍କ ଅବଦାନ ଶିକ୍ଷକ ସମାଜ କେବେ ଭୁଲି ପାରିବ ନାହିଁ ବୋଲି ପୂର୍ବତନ ଜିଲ୍ଲା ସମ୍ପାଦକ ଶମ୍ଭୁନାଥ ପାଣି ପ୍ରକାଶ କରିଛନ୍ତି I ଯେଉଁ ସମୟରେ ଓଡ଼ିଶାର ଶିକ୍ଷକ […]

Read More Text.

ବିକାଶଠାରୁ ବହୁଦୂରରେ ରାମଚନ୍ଦ୍ରପୁର ପଂଚାୟତ, ମୌଳିକ ସୁବିଧାରୁ ଅଂଚଳବାସୀ ବଂଚିତ

ଆଗରପଡ଼ା :ବନ୍ତ ବ୍ଳକ ଅନ୍ତର୍ଗତ ରାମଚନ୍ଦ୍ରପୁର ପଂଚାୟତବାସୀ ସ୍ୱାଧିନତାର ୭୭ବର୍ଷ ପରେବି ଶିକ୍ଷା-ସ୍ୱାସ୍ଥ୍ୟ ଓ ଗମନାଗମନ ପରି ମୌଳିକ ସୁବିଧାରୁ ବଂଚିତ ହୋଇ ଆସୁଛନ୍ତି । ୧୪ଗେ।।ଟି ୱାର୍ଡ଼ର ୧୪୮୦ ଅନୁସୁଚିତି ଜାତି ,୧୩୯ ଅନୁସୁଚିତ ଜନଜାତି ଏବଂ ୩୧୧୮ଜଣ ଅନ୍ୟାନ୍ୟ ଏହିପରି ମୋଟ ୪୭୩୭ ଜନସଂଖ୍ୟା କୁ ନେଇ ଉକ୍ତ ପଂଚାୟତ ଗଠିତ ହୋଇଥିବା ବେଳେ ଭୋଟରଙ୍କ ସଂଖ୍ୟା ୩୭୩୫ଜଣ ରହିଥିବା ଜଣାଯାଇଛି । ପଂଚାୟତରେ ସର୍ବାଙ୍ଗିନ ଉନ୍ନତି ପାଇଁ ବିଭିନ୍ନ ଉନ୍ନତି ମୁଳକ କାର୍ଯ୍ୟ […]

Read More Text.

ନାବାଳିକା ଦୁଷ୍କର୍ମକାରୀ କୁ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

ବାରିପଦା : ଆଜି ଜନୈକା ନଅ ବର୍ଷ ର ନାବାଳିକା ସହିତ ହୋଇଥିବା ଏକ ଦୁଷ୍କର୍ମ ସଂକ୍ରାନ୍ତ ମାମଲାର ବିଚାର କରି ମାନ୍ୟବର ଆଡ଼ ହକ ଆଡିସନାଲ ଜିଲ୍ଲା ଓ ଦୌରାଜଜ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ ଅଣ୍ଡାର ପୋକ୍ସ ଆକ୍ଟ ସନ୍ତୋଷ କୁମାର ନାୟକ ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବଡ଼ଦୁନ୍ଦୁ ଗ୍ରାମର ଏମ ଡ଼ି ମୁସ୍ତକିମ (35) କୁ ଦଫା 6 ଅଫ ପୋକ୍ସ ଆକ୍ଟ ଅନୁଯାୟୀ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ […]

Read More Text.

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ

ବାରିପଦା: ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଆଜି ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ-୨୦୨୫ ପାଳିତ ହୋଇଯାଇଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ନିହାରିକା ମହାନ୍ତିଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଉଦଘାଟନ କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ […]

Read More Text.

ଏପର୍ଯ୍ୟନ୍ତ ଅଂଶୁଘାତର କୌଣସି ମୃତ୍ୟୁ ନିଶ୍ଚିତ ହୋଇନାହିଁ – ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ସାରା ଓଡ଼ିଶାରେ ଜାରି ଗ୍ରୀଷ୍ମ ପ୍ରବାହ ମଧ୍ୟରେ , ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ବୁଧବାର ଦିନ ନିଶ୍ଚିତ କରିଛନ୍ତି ଯେ, ଗତକାଲି ସୁଦ୍ଧା ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୬୬ ଜଣ ଅଂଶୁଘାତ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅଂଶୁଘାତ ଯୋଗୁ କୌଣସି ମୃତ୍ୟୁ ସରକାରୀ ଭାବରେ ନିଶ୍ଚିତ ହୋଇନାହିଁ। ଟିଟିଲାଗଡ଼ରେ ଏକ ମୃତ୍ୟୁ ରିପୋର୍ଟ ହୋଇଥିବା ପରିପ୍ରେକ୍ଷୀରେ ତାଙ୍କର ଏହି ମନ୍ତବ୍ୟ ଆସିଛି। ପ୍ରାରମ୍ଭିକ ଅନୁମାନ ଅନୁସାରେ ଏହା ଅଂଶୁଘାତର କାରଣ […]

Read More Text.

ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ

ଭୁବନେଶ୍ବର : ରାଜ୍ୟରେ ଗଠିତ ହୋଇଛି ୩ଟି ନୂଆ ସିଭିଲ୍ ଜଜ୍ କୋର୍ଟ (ଜୁନିୟର ଡିଭିଜନ୍)। ଏହି କୋର୍ଟ ଗୁଡିକ ବାଲେଶ୍ୱର ଜିଲାର ବାଲିଆପାଳ, ସୁନ୍ଦରଗଡ ଜିଲାର ଲେଫ୍ରିପଡା, ସମ୍ବଲପୁର ଜିଲାର ରେଙ୍ଗାଲି ଠାରେ ସ୍ଥାପନ କରାଯାଇଛି। ଓଡିଶା ଉଚ୍ଚ ନ୍ୟାୟାଳୟ ସହିତ ପରାମର୍ଶ କ୍ରମେ ରାଜ୍ୟ ସରକାର ଏହି କୋର୍ଟ ଗୁଡିକ ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେବା ପରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି […]

Read More Text.

ପ୍ରଥମ ପର୍ଯ୍ୟାୟରେ ୨୦ ନୂଆ ଏନଏସି ଗଠନ ହେବ

ଭୁବନେଶ୍ବର: ରାଜ୍ୟରେ ନୂଆ ଏନଏସି ଗଠନ ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ୨୦ ଏନଏସି ପାଇଁ ଜିଲ୍ଲାରୁ ରିପୋର୍ଟ ଆସିଛି। ରିପୋର୍ଟ ମିଳିବା ପରେ ଏହାର ତର୍ଜମା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପଞ୍ଚାୟତିରାଜ ବିଭାଗକୁ ପଠାଯାଇଛି ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ପଞ୍ଚାୟତିରାଜ ବିଭାଗ ତର୍ଜମା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ନୂଆ ଏନଏସି ଗଠନ ହେବ। ପୂର୍ବରୁ ନୂଆ ଏନଏସି ପାଇଁ ନିର୍ଦ୍ଧାରିତ […]

Read More Text.