ଯାତ୍ରାପାର୍ଟି ଗାଡ଼ି ଅଟକ
ଆଗରପଡ଼ା,ତା୨୭/୪(ପିଏନଏସ):ଜଲିଉଡ ଜଗତରେ ଗତ କିଛିଦିନ ଧରି ବିବାଦ ଲାଗି ରହିଥିବା ବେଳେ ପୁଣି ରବିବାର ଦିନ ଆଗରପଡ଼ାସ୍ଥିତ ଅଣିଜୋ ଠାରେ ଯାତ୍ରାପାର୍ଟି ଗାଡ଼ିକୁ କମିଟି ସଦସ୍ୟମାନେ ଅଟକ ରଖିବା ଓ ପୋଲିସ୍ ହସ୍ତକ୍ଷେପ ପରେ ଘଟଣାର ସମାଧାନ ହୋଇଥିବା ଜଣାପଡ଼ିଛି । ଅଣିଜୋ ଠାରେ ବାବା ସିନ୍ଧୁକେଶ୍ୱର ଯାତ୍ରା କମିଟି ଦ୍ୱାରା ତୁଳସୀ ଗଣନାଟ୍ୟ ଗତ ୪ଦିନ ଧରି ନାଟକ ମଞ୍ଚଚସ୍ଥ କରୁଥିଲା । ଅପେରାର ମୁଖ୍ୟ ନାୟକ ଓ ନାୟିକାଙ୍କର ଅନୁପସ୍ଥିତିରେ ପ୍ରଥମ ରାତ୍ରୀରେ ବିଳମ୍ବରେ […]
Read More Text.