ତପୋବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ‘ପୂଜ୍ୟପୂଜା ଓଡ଼ିଶା’ର ବିଦ୍ୟାଳୟ କାର୍ଯ୍ୟକ୍ରମ: ସଂସ୍କୃତି ଓ ପରମ୍ପରାର ରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ
ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୈତିକ ଶିକ୍ଷାର ପ୍ରସାର, ଓଡ଼ିଶାର ସ୍ୱାଭିମାନୀ ଇତିହାସ ଏବଂ ବରେଣ୍ୟ ଜନନାୟକଙ୍କ ଜୀବନୀ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ‘ପୂଜ୍ୟପୂଜା ଓଡ଼ିଶା’ ପକ୍ଷରୁ ଏକ ବିଶେଷ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖଣ୍ଡଗିରି ସ୍ଥିତ ତପୋବନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ବିଷୋୟୀ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ମୁଖ୍ୟବକ୍ତା ତଥା ଆଲୋଚକ ଭାବେ ‘ପୂଜ୍ୟପୂଜା ଓଡ଼ିଶା’ର ସମ୍ପାଦକ ତଥା ବିଶିଷ୍ଟ ସାରସ୍ବତ […]
Read More Text.