ବିଜାତଳା ବ୍ଲକରେ ପଂଚାୟତ ସମିତି ବୈଠକ ଅନୁଷ୍ଠାନ
ବାରିପଦା – ବିଜାତଳା ସମିତି କାର୍ଯ୍ୟାଳୟ ବରଗଡ ସଭା ଗୃହରେ ବ୍ଲକ ଅଧ୍ୟକ୍ଷା ରାଣୀ ମୁର୍ମୁ ଙ୍କ ଅଧ୍ୟକ୍ଷତାରେ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଡ଼ିଓ ବଂଶୀଧର ଖୋସଲା ଙ୍କ ସମେତ ମୁଖ୍ୟ ଅତିଥି ମୟୁରଭଞ୍ଜ ସାଂସଦ ନବଚରଣ ମାଝୀ, ସମ୍ମାନିତ ଅତିଥି ସlରସକଣା ବିଧାୟକ ଭlଦବ ହାଁସଦା, ରାଜ୍ୟ ସଭା ସାଂସଦ ପ୍ରତିନିଧି ସରୋଜ ମହାନ୍ତ ଙ୍କ ଉପସ୍ଥିତିରେ ବ୍ଲକ ଶିକ୍ଷାଧିକାରୀ ନେପଲ ମୁଣ୍ଡା ବ୍ଲକ ର ଶିକ୍ଷା ଦାନ, ତଥା […]
Read More Text.