ଦାରୁ ବିବାଦ ବୈଠକ ଦ୍ବିତୀୟ ଦିନରେ, ରାମକୃଷ୍ଣ ଓ ଗଣେଶଙ୍କୁ ହେଲା ପଚରା ଉଚରା
ପୁରୀ : ଆଜି ସରିଲା ଦ୍ଵିତୀୟ ଦିନର ପ୍ରଥମ ପର୍ଯ୍ୟାୟ ବୈଠକ । ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିର ‘ଦାରୁ’ ବିବାଦ ପ୍ରସଙ୍ଗରେ ରବିବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ହାଜର ହୋଇ ନିଜ ପକ୍ଷ ରଖିଛନ୍ତି ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର । ରାମକୃଷ୍ଣଙ୍କୁ ପଚରା ଉଚରା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଦୀଘା ଜଗନ୍ନାଥ ମନ୍ଦିରକୁ ଦାରୁ ନେଇଯିବା ପ୍ରସଙ୍ଗରେ ରାମକୃଷ୍ଣଙ୍କୁ ପ୍ରାୟ ୪୫ ମିନିଟ୍ ପଚରା ଉଚରା କରାଯାଇଛି । […]
Read More Text.