Nityananda ganda.1

ଖୁବଶୀଘ୍ର ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଖୁବଶୀଘ୍ର ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ପରୀକ୍ଷା ଫଳ ପ୍ରକାଶନ ନେଇ ଚାଲିଛି ସମସ୍ତ ପ୍ରକ୍ରିୟା । ଆଶା କରେ ଖୁବ ଶୀଘ୍ର ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ। ମେ ମାସ ଦ୍ବିତୀୟ ସପ୍ତାହରେ ଫଳ ପ୍ରକାଶ ନେଇ ସୂଚନା ରହିଥିଲା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ-ସିଏଚଏସଇ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଗତ ଫେବ୍ରୁଆରୀ ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ […]

Read More Text.
Img 20250513 wa0217

ମେ ୨୦ ସାଧାରଣ ଧର୍ମଘଟର ସଫଳତା ପାଇଁ ଏଆଇଟିୟୁସି ଓ ଏଆଇୟୁଟିୟୁସି ପକ୍ଷରୁ ମିଳିତ ପ୍ରଚାର

ବାରିପଦା: ୪ ଟି ଶ୍ରମ କୋଡ଼ ବାତିଲ କରିବା,ଆଇଏଲସି ତୁରନ୍ତ କରିବା,ଓପିଏସ୍ ଲାଗୁ କରିବା, ସ୍କିମ ୱାର୍କରକୁ ସରକାରୀ ମାନ୍ୟତା, ସର୍ବନିମ୍ନ ମାସିକ ମଜୁରୀ ୨୬ ହଜାର ଟଙ୍କା ପ୍ରଦାନ କରିବା, ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବା, ଏମ୍ ଏସ୍ ପି କୁ ଆଇନ୍ ପରିସରଭୁକ୍ତ କରିବା ଇତ୍ୟାଦି ଦାବି ନେଇ ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ଵାଧୀନ ଫେଡେରେସନ ମାନଂକ ପକ୍ଷରୁ ସଫଳତା ପାଇଁ ଆଜି ଏଆଇଟିୟୁସି ଓ ଏଆଇୟୁଟିୟୁସିର ଯଶିପୁର ବଜାର ଓ […]

Read More Text.
Cm

ଶତ୍ରୁର ପ୍ରତ୍ୟେକ ଆହ୍ବାନର ଉଚିତ୍‌ ଜବାବ ଦେବା ପାଇଁ ଆମ ସେନାବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆତଙ୍କବାଦ ବିରୋଧୀ ଅଭିଯାନ, ଅପରେସନ୍‍ ସିନ୍ଦୁର’ର ସଫଳତା ପରେ ଆଜି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମ ଠାରେ ଏକ ତ୍ରିରଙ୍ଗା ବାଇକ୍ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଏହି ବାଇକ୍ ଯାତ୍ରାକୁ ପତାକା ଦେଖାଇ ଉଦଘାଟନ କରିଛନ୍ତି । ଏହି ଯାତ୍ରା, ସକାଳ ୮ଟାରେ କଳିଙ୍ଗ ଷ୍ଟାଡିଅମ ଠାରୁ ଆରମ୍ଭ ହୋଇ ରାଜଭବନ ପର୍ଯ୍ୟନ୍ତ ହୋଇଥିବା ବେଳେ, ପୋଲିସ ବାହିନୀ, ସୁରକ୍ଷା ବାହିନୀ, ଲୋକପ୍ରତିନିଧି […]

Read More Text.
Image 2025 05 13t160714.398

୪୨୦ କୋଟି ଟଙ୍କା ରୁ ଉର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

୩୨୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୧୩୩ଟି ପ୍ରକଳ୍ପର ଶୁଭ ଉଦ୍‍ଘାଟନ  ୯୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୫୨ ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବିଶୋଇ ବ୍ଲକ ମୁଖ୍ୟାଳୟରେ +୨ ମହାବିଦ୍ୟାଳୟ ସ୍ଥାପନ ହେବ ବିଶୋଇ ସ୍ଥିତ ମିନି ଷ୍ଟାଡିଅମକୁ ମହାପୁରୁଷ ଧରଣୀଧର ନାଏକଙ୍କ ନାମରେ ନାମିତ କରାଯିବା ସହିତ ଷ୍ଟାଡିଅମରେ ଧରଣୀଧର ନାଏକଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବ ମୟୂରଭଞ୍ଜ ଜିଲ୍ଲାରେ ୧୦ ହଜାର କୋଟି ଟଙ୍କାର ଶିଳ୍ପ ପ୍ରତିଷ୍ଠା ହେବ […]

Read More Text.
Sdf

ଠିକା କାମର ବିଲ୍ ନ ଦେବାରୁ ଯନ୍ତ୍ରୀଙ୍କ ସମ୍ପତ୍ତି ଆଟାଚ କଲା କୋର୍ଟ, ବାକି ଥିଲା ୭୦ ଲକ୍ଷ ଓ ୧୮ ଲକ୍ଷ ଟଙ୍କାର ୨ଟି ବିଲ୍

ସମ୍ବଲପୁର : ଠିକାକାମର ବିଲ୍ ନ ଦେବାରୁ ଯନ୍ତ୍ରୀଙ୍କ ସମ୍ପତ୍ତି ଆଟାଚ କଲା କୋର୍ଟ । ସମ୍ବଲପୁର ସିନିୟର ସିଭିଲ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ଉତ୍ତରାଞ୍ଜଳ ରାସ୍ତା ଓ ଗୃହ ସମ୍ବଲପୁର ମଣ୍ଡଳଙ୍କ ସମ୍ପତ୍ତି ଆଟାଚ୍ କରାଯାଇଛି । କଲେଜ ହଷ୍ଟେଲ ନିର୍ମାଣ ବିଲ୍ ନଦେବାରୁ ମାମଲା ରୁଜୁ କରିଥିଲେ ଠିକାଦାର । ବରଗଡ ଟୁକୁର୍ଲା ପଲିଟେକନିକ କଲେଜର ଲେଡି ହଷ୍ଟେଲ ନିର୍ମାଣର ବିଲ୍ ନଦେବାରୁ ମାମଲା ରୁଜୁ କରୁଥିଲେ। ୨୦୧୧ରେ କାର୍ଯ୍ଯ ସରିଥିବାବେଳେ ୨୦୧୫ରେ […]

Read More Text.
Www

ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ଆର୍ଯ୍ୟମାନ ନନ୍ଦ ଙ୍କ ସଫଳତା

ବାରିପଦା: ସିବିଏସଇ ଦ୍ବାଦଶ ଶ୍ରେଣୀ  ବିଜ୍ଞାନ ପରୀକ୍ଷା-୨୦୨୫ରେ ପ୍ରତିଭାବାନ ଛାତ୍ର ଆର୍ଯ୍ୟମାନ ନନ୍ଦ ୯୫ ପ୍ରତିଶତ ନମ୍ବର ରଖି ନିଜର ନିରନ୍ତରତା ବଜାୟ ରଖିଛନ୍ତି। ଏଥି ପୂର୍ବରୁ ଶ୍ରୀମାନ ନନ୍ଦ ୨୦୨୩ ମସିହା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ମଧ୍ୟ କେନ୍ଦ୍ରୀୟ ବିଦ୍ୟାଳୟ ରାଇରଙ୍ଗପୁରରୁ ୪୭୫ ନମ୍ବର ୯୫ ଶତକଡା ରଖି ବାମନଘାଟୀ ଟପ୍ପର ହୋଇଥଲେ।ଚଳିତ ବର୍ଷ ଶ୍ରୀମାନ୍ ନନ୍ଦ  ଭୂବନେଶ୍ବର ସ୍ଥିତ ଡିଏଭି ପବ୍ଲିକ ସ୍କୁଲ, ପୋଖରୀପୁଟ ରୁ ଏ ସଫଳତା ଅର୍ଜନ କରିଛନ୍ତି। ସେ […]

Read More Text.
Img 20250513 wa0237

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ ତମ ଜନ୍ମ ଜୟନ୍ତୀ ପାଳନ 

ବାରିପଦା:  ସ୍ଥାନୀୟ ଜୁବୁଲି ମଣ୍ଡପଠାରେ ସାନ୍ତାଳ ଏମ୍ପଲୋଇଜ ଏସୋସିଏସନ ତରଫରୁ ଅଲଚିକି ଲିପି ସ୍ରଷ୍ଟା ‘ପରସି ସିଞ୍ଜଚାନ୍ଦ’ – ଗୁରୁଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ୧୨୦ ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି I ଏହି ଅବସରରେ ସାନ୍ତାଳ ପରମ୍ପରା ଅନୁସାରେ ନାୟକେ ବାବା ମଦନ ହେମ୍ବ୍ରମଙ୍କ ଦ୍ୱାରା ବିଧିବଦ୍ଧ ପୂଜାର୍ଚ୍ଚନା କରାଯିବାପରେ ଏସୋସିଏସନର କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା I ଏହି ବୈଠକରେ ସଭାପତି ସିଦ୍ଧେଶ୍ୱର ମାର୍ଣ୍ଡି, ଉପ ସଭାପତି ସୁରାୟ ମୁର୍ମୁ, […]

Read More Text.
Img 20250513 wa0242

ମୟୁରଭଞ୍ଜ ପ୍ରାଥମିକ ଶିକ୍ଷକ ସଙ୍ଘ (ଏନ ପି ଏସ) ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ବାରିପଦା: ମୟୁରଭଞ୍ଜ ପ୍ରାଥମିକ ଶିକ୍ଷକ ସଙ୍ଘ ( ନୂତନ ପେନସନ ଯୋଜନା ଭୁକ୍ତ ) ତରଫରୁ ରାଜ୍ୟରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନଙ୍କର ସମସ୍ୟା ଗୁଡିକର ଆଶୁ ସମାଧାନ ନିମନ୍ତେ ଏକ ଦାବିପତ୍ର ବିଶୋଇ ସର୍କିଟ ହାଉସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦାନ କରାଯାଇଛି I ସମସ୍ୟା ଗୁଡିକ ହେଲା ୧ – ପ୍ରାଥମିକ ଶିକ୍ଷକ ନିଯୁକ୍ତିରେ ଠିକା ପ୍ରଥା ଉଛେଦ କରିବା ସହ ୨୦୦୧ ମସିହାରୁ ଠିକାରେ କାର୍ଯ୍ୟ କରିଥିବା ଶିକ୍ଷକମାନଙ୍କର ୬/୮ ବର୍ଷର […]

Read More Text.
Img 20250513 wa0249

ମହେଶ ଦାସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ୨ୟ ଦିନ 

ବାରିପଦା : ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ମହେଶ ଦାସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ୨ୟ ଦିନର ପ୍ରଥମ ମ୍ୟାଚରେ କିସାନ ବ୍ରଦର୍ସ ଦଳ ରୟାଲ ଟାଇଗର୍ସ ଦଳକୁ ଟାଇ ବ୍ରେକର ଜରିଆରେ ୪-୩ ଗୋଲରେ ପରାସ୍ତ କରିଥିଲା I ଦ୍ଵିତୀୟ ମ୍ୟାଚରେ ଅଲଡ଼ ଇଜ ଗୋଲଡ଼ ଦଳ କଇଁଫୁଲିଆ ଦଳକୁ ଟାଇବ୍ରେକର ଜରିଆରେ ୪ – ୩ ଗୋଲରେ ପରାସ୍ତ କରିଥିଲା I ଶୈକତ ଗିରି, ଅମିତ ମାଇତି, ଚନ୍ଦନା ଘୋଷ ଓ ସୁଭଦ୍ରା […]

Read More Text.
Lokseva bhawan 750x430

ଓପିଏସସି ଓ ଓଏସଏସସିରେ ନୂଆ ସଦସ୍ୟଙ୍କୁ ନିଯୁକ୍ତ କଲେ ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ମଙ୍ଗଳବାର ଦିନ ଆଇଏଏସ୍ ଅଧିକାରୀ ଉଦୟ ନାରାୟଣ ଦାସ ଏବଂ ପୁରୀର ଏସ୍ ସିଏସ୍ (ସ୍ୱୟଂଚାଳିତ) କଲେଜର ଅଧ୍ୟକ୍ଷ ମିହିର ପ୍ରସାଦ ମିଶ୍ରଙ୍କୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ସଦସ୍ୟ ଭାବରେ ନିଯୁକ୍ତି ଦେଇଛନ୍ତି। ଉଦୟ ନାରାୟଣ ବର୍ତ୍ତମାନ ଜନଗଣନା ଅପରେସନ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି। ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ନିଯୁକ୍ତିଗୁଡ଼ିକ କାର୍ଯ୍ୟଭାର ଗ୍ରହଣ କରିବା ତାରିଖରୁ ଛଅ ବର୍ଷ ପାଇଁ କିମ୍ବା […]

Read More Text.