ଭୂମିହୀନ ଦର୍ଶାଇ ସରକାରୀ ଜମି ହଡ଼ପ ପ୍ରସଙ୍ଗ, ଜିଲ୍ଲାପାଳଙ୍କ ପତ୍ରର ଉତ୍ତର ରଖିପାରୁନାହାନ୍ତି ତହସିଲଦାର
ଆଗରପଡ଼ା :ଜନୈକ ବ୍ୟକ୍ତିଙ୍କ ନିଜସ୍ୱ ଜାଗା ଥିବାବେଳେ ସେ ନିଜକୁ ଭୂମିହୀନ ଦର୍ଶାଇ ସରକାରୀ ଜମିକୁ ବେନିୟମ ଭାବେ ହଡ଼ପ କରିଥିବା ନେଇ ଭଦ୍ରକ ଜିଲ୍ଲାପାଳଙ୍କ ଠାରେ ଜନୈକ ସୂଚନା ଅଧିକାର କର୍ମୀ ଅଭିଯୋଗ ଆଣିଥିଲେ । ଅଭିଯୋଗ ପାଇବା ପରେ ଅଭିଯୋଗ ଉପରେ ଉତ୍ତର ରଖିବାକୁ ଉପଜିଲ୍ଲାପାଳ(ରାଜସ୍ୱ ବିଭାଗ)ଙ୍କ ପକ୍ଷରୁ ବନ୍ତ, ତହସିଲଦାରଙ୍କୁ ଜବାବ ମଗାଯାଇଥିଲା । ପରେ ବନ୍ତ ତହସିଲଦାର ପୂର୍ବରୁ ପ୍ରଦାନ କରାଯାଇଥିବା ତଥ୍ୟକୁ ଉପଜିଲ୍ଲାପାଳ(ରାଜସ୍ୱ ବିଭାଗ)ଙ୍କୁ ପ୍ରେରଣ କରିଥିଲେ । ଉପଜିଲ୍ଲାପାଳ […]
Read More Text.