ଶ୍ରୀରାମ ନବମୀ ପାଇଁ ଶୋଭାଯାତ୍ରା ଶେଷ, ଥାନାଧିକାରୀଙ୍କୁ କୃତଜ୍ଞତା
ଆଗରପଡ଼ା :ଶନିବାର ସନ୍ଧ୍ୟାରୁ ଆରମ୍ଭ ହୋଇ ବିଳମ୍ବିତ ରାତିଯାଏ ହୋଇଥିବା ଶ୍ରୀରାମ ନବମୀ ପାଇଁ ପାରମ୍ପାରିକ ଶ୍ରୀରାମ ନବମୀ ସମିତି ପକ୍ଷରୁ ଆୟୋଜିତ ବିଶାଳ ଶୋଭାଯାତ୍ରା ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଛି । ବହୁ ଲୋକ ସମାଗମ ହୋଇଥିଲେ ସୁଦ୍ଧା ଆଗରପଡ଼ା ଥାନାଧିକାରୀ ଶ୍ରୀକାନ୍ତ ପତିଙ୍କ ନେତୃତ୍ୱରେ ପୋଲିସ୍ ଶାନ୍ତିଶୃଙ୍ଖଳା ବଜାୟ ରଖି ପାରିଥିବାରୁ ଥାନାଧିକାରୀଙ୍କୁ ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ପାରମ୍ପାରିକ ଶ୍ରୀରାମ ନବମୀ ସମିତି ସଭାପତି ତୃପ୍ତି […]
Read More Text.