ପ୍ରାଥମିକ ବିଦ୍ୟାଳୟ ରେ ଛାତ୍ରଛାତ୍ରୀଙ୍କୁ ବର୍ଣ୍ଣବୋଧ ବଣ୍ଟନ ସହ “ବର୍ଣ୍ଣବୋଧ ଉତ୍ସବ” ପାଳିତ
ବାରିପଦା: ଓଡିଆ ଭାଷା, ସାହିତ୍ୟ, ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ତାରିଖ ୦୧.୦୪.୨୦୨୫ ଠାରୁ ୧୪.୦୪.୨୦୨୫ ପର୍ୟ୍ୟନ୍ତ ଓଡିଆ ପକ୍ଷ ପାଳନ କରାଯାଉଛି । ଏହି କାର୍ୟ୍ୟକ୍ରମର କାର୍ୟ୍ୟସୂଚୀ ଅନୁସାରେ ୦୭.୦୪.୨୦୨୫ ସୋମବାର ଦିନ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ବର୍ଣ୍ଣବୋଧ ବଣ୍ଟନ ସହ “ବର୍ଣ୍ଣବୋଧ ଉତ୍ସବ” ପାଳନ କରାଯାଇଛି । ଓଡିଆ ଭାଷା ପ୍ରତିଷ୍ଠାନ, ଓଡିଆ ଭାଷା, ସାହିତ୍ୟ, […]
Read More Text.