ସିଆରପି ଭାବେ କାର୍ଯ୍ୟରତ ମହିଳାଙ୍କର ନଗ୍ନ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ସୁନ୍ଦରଗଡ଼: ଘର ଭିତରୁ ଜଣେ ମହିଳାଙ୍କ ଅର୍ଦ୍ଧ ନଗ୍ନ ମୃତଦେହ ଉଦ୍ଧାର ହୋଇଛି। ସୁନ୍ଦରଗଡ଼ ସଦର ଥାନା ନବରଙ୍ଗପୁରସ୍ଥିତ ଏକ ଘର ଭିତରୁ ମଙ୍ଗଳବାର ଦିନ ମହିଳାଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ହେଲେ ସଂଯୁକ୍ତା କିଶାନ (୩୫)। ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ ହେଉଛି। ସୂଚନା ଅନୁସାରେ ସୁନ୍ଦରଗଡ଼ ସଦର ଥାନା ନବରଙ୍ଗପୁର ଗାଁରେ ସଂଯୁକ୍ତା କିଶାନ ରହୁଥିଲେ। ସେ ସିଆରପି ଭାବେ କାର୍ଯ୍ୟରତ ଥିବା ବେଳେ ସ୍ବାମୀଙ୍କ ଠାରୁ […]
Read More Text.