କାଶୀବିଶେଶ୍ୱର ମହାଦେବଙ୍କ ନବମ ବାର୍ଷିକ ଉତ୍ସବ

ଆଗରପଡ଼ା :ବ୍ଲକ ଗଣିଜାଙ୍ଗ ପଂଚାୟତ ଭଦ୍ରକ–ଆନନ୍ଦପୁର ରାଜ୍ୟ ରାଜପଥ ପାର୍ଶ୍ୱ କାଶୀପୁର ଛକ ନିକଟରେ ଅବସ୍ଥିତ କାଶୀ ବିଶ୍ୱେଶ୍ୱର ମନ୍ଦିରରେ ନବମ ବାର୍ଷିକ ଉତ୍ସବ ଦୁଇ ଦିନ ଧରି ପାଳିତ ହୋଇ ଯାଇଛି । ପ୍ରାରମ୍ଭରେ ନିକଟସ୍ଥ ଲକ୍ଷ୍ମୀ ନାରାୟଣ ମନ୍ଦିର ପୁଷ୍କରିଣୀରୁ ୨୧ ଗୋଟି କଳସ ବାଜା ବାଣ ରୋଷଣିରେ ଗ୍ରାମ ପରିକ୍ରମା କରି ପୂଜା ମଣ୍ଡପକୁ ଅଣାଯାଇଥିଲା । ପୂଜକ ଶାନ୍ତୁନୁ ପଣ୍ଡା, ନାରାୟଣ ଶତପଥୀ,ଦୀପ୍ତିମୟୀ ଉପାଧ୍ୟାୟ,କମଳା କାନ୍ତ ପାଢ଼ୀ,ଦିଲ୍ଲୀପ ଦାଶ,ପ୍ରକାଶ ଶତପଥି ପ୍ରମୁଖ […]

Read More Text.

ସୂଚନା ଅଧିକାର ଆଇନକୁ ବେଖାତିର, ଅର୍ଥ ଦଣ୍ଡରେ ଦଣ୍ଡିତ ହେଲେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ

ଆଗରପଡ଼ା :ସୂଚନା ଅଧିକାର ଆଇନକୁ ବେଖାତିର କରି ତତ୍କାଳୀନ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଓ ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲା ଅତିରିକ୍ତ ମଙ୍ଗଳ ଅଧିକାରୀଙ୍କୁ ରାଜ୍ୟ ସୂଚନା ଆୟୋଗ ଅର୍ଥ ଦଣ୍ଡରେ ଦଣ୍ଡିତ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ;ଗତ ୨୦୨୧ ମାର୍ଚ୍ଚ ୨୫ ତାରିଖରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବ୍ଳକ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜନ ସୂଚନା ଅଧିକାରୀଙ୍କୁ ବିକାଶ ଧଳ ନାମକ ଜନୈକ ସୂଚନା ଅଧିକାର କର୍ମୀ […]

Read More Text.

ଭଡା ଘରୁ ମିଳିଲା ଯୁବତୀଙ୍କ ମୃତଦେହ, ଘରୋଇ ହସ୍ପିଟାଲରେ ନର୍ସ ଭାବେ କରୁଥିଲେ କାମ

କଟକ : କଟକ ଯୋବ୍ରା ସ୍ଥିତ ଏକ ଭଡା ଘରୁ ମିଳିଲା ଯୁବତୀଙ୍କ ମୃତଦେହ । ଯୁବତୀଙ୍କ ବୟସ ୨୫ ବର୍ଷ । ତାଙ୍କ ଘର ବାଲେଶ୍ଵରରେ ବୋଲି ଜଣାପଡିଛି । ସେ କଟକର ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ । ଆଜି ସକାଳେ ବାଥରୁମକୁ ଯାଇଥିଲେ । ବାଥରୁମ ଭିତରେ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଥିଲେ ବୋଲି ଭଡାରେ ରହୁଥିବା ଅନ୍ୟ ସାଥିମାନେ କହିଛନ୍ତି । ଘଟଣା ସ୍ଥଳରେ ମାଲଗୋଦାମ ଥାନା […]

Read More Text.

ଦମ୍ ଅଛି ତ ଆସନ୍ତାକାଲି ନିର୍ବାଚନ ତାରିଖ ଘୋଷଣା କର : ମମତା

କୋଲକାତା: ମୋଦୀଙ୍କ ଉପରେ ବର୍ଷିଲେ ମମତା । ପଶ୍ଚିମବଙ୍ଗ ସରକାରଙ୍କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଟୁ ସମାଲୋଚନା ପରେ ତାତିଛନ୍ତି ଦିଦି । ପ୍ରେସମିଟ୍ କରି ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ ମୋଦୀଙ୍କୁ ପାଲଟା ଆକ୍ରମଣ କରିଛନ୍ତି ଆଉ ସିଧା ସିଧା ନିଶାନା କରି କହିଛନ୍ତି- ବିଜେପି ଅପରେସନ୍ ସିନ୍ଦୂର ନାଁରେ ରାଜନୈତିକ ହୋଲି ଖେଳୁଛି । ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଛି । ଯେତେବେଳେ ସାରା ଦେଶ ଅପରେସନ ସିନ୍ଦୂର ସପକ୍ଷରେ ଛିଡା ହେଉଛି […]

Read More Text.

ମିଡ୍‌ନାଇଟ୍‌ କଥା ଏବେ ବି ଭୁଲିନି, ମୋତେ ଫସାଇଥିଲେ ଏବେ ଭୋଗୁଛନ୍ତି, କାହାକୁ ଇଙ୍ଗିତ କରି କହିଲେ ପ୍ରଭାତ

ଭୁବନେଶ୍ୱର,୨୯ା୫: ୧୨ ବର୍ଷ ତଳର ମିଡ୍‌ନାଇଟ୍‌ ଅପରେଶନ କଥାକୁ ମନେ ପକାଇଛନ୍ତି ବିଜେଡି ନେତା ପ୍ରଭାତ ବିଶ୍ବାଳ। ମେ’ ୨୯କୁ ଜୀବନରେ କେବେ ଭୁଲି ପାରିବିନି ବୋଲି କହିଛନ୍ତି ପ୍ରଭାତ। ସେ ଆହୁରି ମଧ୍ୟ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। କହିଛନ୍ତି, ସେତେବେଳର ଦୁଇ ଜଣ ମନ୍ତ୍ରୀ ମୋତେ ଫସାଇ ଦେଇଥିଲେ। ସେହି ଦୁଇ ନେତାଙ୍କ ପାଇଁ ମୋ’ କ୍ୟାରିୟର ପ୍ରଭାବିତ ହୋଇଛି। ଏବେ ପାଣ୍ଡିଆନ ଯେପରି ଦଳ କଥା ବୁଝୁଥିଲେ, ସେତେବେଳେ ପ୍ୟାରୀ ବୁଝୁଥିଲେ। ଆକ୍ରୋଶ […]

Read More Text.

୨୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଗଲେ ‘ଇଡି’ର ଉପନିର୍ଦ୍ଦେଶକ

ଭୁବନେଶ୍ବର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଜଣେ ବରିଷ୍ଠ ଅଧିକାରୀ ଗୁରୁବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଫାସରେ ପଡ଼ିଛନ୍ତି। ଭୁବନେଶ୍ବରସ୍ଥିତ କାର୍ଯ୍ୟଳୟରେ କାର୍ଯ୍ୟରତ ‘ଇଡି’ର ଉପନିର୍ଦ୍ଦେଶକ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି। ଅଭିଯୁକ୍ତ ଅଧିକାରୀ ହେଲେ ଚିନ୍ତନ ରଘୁବଂଶୀ। ସୂଚନା ଅନୁସାରେ ଖଣିଜନିତ ଏକ ମାମଲାର ରଫାଦଫା କରିବା ପାଇଁ ୨୦୧୩ର ଭାରତୀୟ ରାଜସ୍ବ ସେବା (ଆଇଆରଏସ୍‌) ଅଧିକାରୀ ତଥା ଇଡିର ଉପନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀ ୫୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ […]

Read More Text.

ଶ୍ରୀମନ୍ଦିରରେ ବାନ୍ତି କଲେ ଭକ୍ତ: ସାଧାରଣ ଦର୍ଶନ ୧ଘଣ୍ଟା ଯାଏଁ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଆଜି ପୁଣି ଅଘଟଣ ଘଟିଛି। ମଧ୍ୟାହ୍ନ ଧୂପ ଶେଷ ପରେ ଭିତର କାଠ ନିକଟରୁ ଦର୍ଶନ ଜାରି ଥିବା ବେଳେ ଭଣ୍ଡାର ଘର ନିକଟରେ ଜନୈକ ଭକ୍ତ ବାନ୍ତି କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଉଛି। ଏହି କାର୍ଯ୍ୟ ପାଇଁ ସାଧାରଣ ଦର୍ଶନ ପ୍ରଭାବିତ ହୋଇଛି। ସାଧାରଣ ଦର୍ଶନକୁ ଏକ ଘଣ୍ଟା ଯାଏଁ ସ୍ଥଗିତ ରଖାଯାଇଛି। ସୂଚନା ଅନୁସାରେ ଆଜି ମହାପ୍ରଭୁଙ୍କ ଦର୍ଶନ ଜାରି ଥିବା ବେଳେ ସନ୍ଧ୍ୟାରେ […]

Read More Text.

ଭୁବନେଶ୍ବରରେ ମଧ୍ୟବିତ୍ତ ବର୍ଗଙ୍କୁ ସୁଲଭ ଦରରେ ଘର ଯୋଗାଇବେ ସରକାର

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସରକାର ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଭୁବନେଶ୍ୱରରେ ସୁଲଭ ଘର ଯୋଗାଇବାକୁ ଯୋଜନା କରିଛନ୍ତି, ଯେଉଁଠାରେ ୧୫ ଲକ୍ଷରୁ ୫୦ ଲକ୍ଷ ମୂଲ୍ୟ ମଧ୍ୟରେ ବାସସ୍ଥାନ ବିକଳ୍ପ ଉପଲବ୍ଧ। ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅନୁଯାୟୀ, ଆଗାମୀ ଯୋଜନା ଏମଆଇଜି, ଏଲଆଇଜି, ଏଲଆଇଜି-୧, ଏବଂ ଏମଆଇଜି-୨ ସମେତ ବିଭିନ୍ନ ବର୍ଗର ନାଗରିକଙ୍କ ନିଜ ଘରର ସ୍ବପ୍ନକୁ ପୂରଣ କରିବ। ରାଜଧାନୀ ଜନଗହଳିପୂର୍ଣ୍ଣ ହେବାରେ ଲାଗିଛି। ଲୋକମାନେ ଘର ପାଇଲେ […]

Read More Text.

ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

ଆଗରପଡ଼ା :ଆଗରପଡ଼ା ନିକଟସ୍ଥ ଆଡ଼ିଆ ପଂଚାୟତ କାର୍ଯ୍ୟାଳୟ ପରିସରରେ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଭଦ୍ରକ,ରାଣୀତାଲ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ବରିଷ୍ଠ ବୈଜ୍ଞାନିକ ସଂଜୟ ମହାନ୍ତି, ଭୁବନେଶ୍ୱରସ୍ଥିତ ସିଆଇଡବ୍ଲ୍ୟଏ ବୈଜ୍ଞାନିକ ତନୁଜା ସୋମାରଂଜନ, ବନ ବିଜ୍ଞାନୀ ଡଃ ଗୟାଧର ଶିଅଳ, ବିଡିଓ ସୀତାକାନ୍ତ ରାଉତ, ବନ୍ତ ବିଏଓ ତୁଷାରକାନ୍ତ ପତି, ଏଓ ବଳଭଦ୍ର ବାଦ୍ରା,ଏଏଓ ସୁପ୍ରିୟା ମୁଦୁଲି, […]

Read More Text.

ବିପଦ ସୃଷ୍ଟି କରୁଛି ଶୁଖିଲା ଗଛ ଡାଳ

ଆଗରପଡ଼ା :ଆଗରପଡ଼ା ଠାରୁ ବରପଦା ମଧ୍ୟରେ ଥିବା ବିଭିନ୍ନ ବଜାର ଅଂଚଳ ଯଥା ଆଗରପଡ଼ା ,ଶେଉଳଗଡ଼ିଆ, ଜାମବଣୀ ଓ କାଦବରାଙ୍ଗରେ ଥିବା ପୁରୁଣା ଶୁଖିଲା ଗଛ ଡ଼ାଳ ଝୁଲି ରହିବା ଫଳରେ ଲୋକେ ଭୟଭୀତ ଅବସ୍ଥାରେ ଚଳପ୍ରଚଳ କରୁଛନ୍ତି । ସାମାନ୍ୟ ପବନ ହେଲେ ଏହି ଶୁଖିଲା ଡ଼ାଳ ଖସି ପଡ଼ି ଲୋକେ ଖଣ୍ଡିଆଖାବରା ହେବାସହ ଯାଆଆସ କରୁଥିବା ଯାନବାହାନ ନଷ୍ଟ ହେଉଛି । ଏହିପରି ଘଟଣାର ଅନେକ ନଜୀର ରହିଛି । ଏ ସଂପର୍କରେ ବିଭାଗୀୟ […]

Read More Text.