ଫେସବୁକରେ ବନ୍ଧୁତା କରୁଥିଲେ ସାବଧାନ, ନିଜକୁ ପୋଲିସ କହି ୮ଲକ୍ଷ ୭୫ହଜାର ଠକି ନେଲେ ମହିଳା
ଭୁବନେଶ୍ୱର : ଫେସବୁକରେ ବନ୍ଧୁତା କରୁଥିଲେ ସାବଧାନ । ବନ୍ଧୁତ୍ବ ଆଳରେ ଟଙ୍କା ଠକିଥିବା ମହିଳା ଗିରଫ । ନିଜକୁ ପୋଲିସ କହି ୮ଲକ୍ଷ ୭୫ହଜାର ଠକେଇ ଅଭିଯୋଗରେ ସଂଯୁକ୍ତା ଭୂୟାଁଙ୍କୁ ଗିରଫ କଲା ଭୁବନେଶ୍ବର ସାଇବର ଥାନା ପୋଲିସ । ଅନ୍ଧାରୁଆ ଗାଁର ବିଷ୍ଣୁ ପ୍ରସାଦ ମୁଦୁଲିଙ୍କ ସହ ଫେସବୁକ୍ ରେ ବନ୍ଧୁତା କରି ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲା ଅଭିଯୁକ୍ତ । ନିଜ DPରେ ପୋଲିସ ଫଟୋ ରଖି ବିଷ୍ଣୁଙ୍କ ଠାରୁ ଲକ୍ଷ […]
Read More Text.