ବେଆଇନ୍ ଇଟାଭାଟିରେ ଅତିଷ୍ଠ ଜନସାଧାରଣ, ନଦୀବନ୍ଧ ତାଡ଼ି ଚାଲିଛି ଇଟା ବ୍ୟବସାୟ
ଆଗରପଡ଼ା :ବନ୍ତ ତହସିଲ ଅଧିନରେ ଥିବା ୨୫ଟି ପଞ୍ଚାୟତ ମଧ୍ୟରୁ ଏବେବି ମୁଖ୍ୟତଃ ଆଗରପଡ଼ା ଓ ତାର ଆଖପାଖ ଅଞ୍ଚଳ ଯଥା:-କାଣ୍ଡବା,ମହାନ୍ତିପଡ଼ା,ସାହୁପଡ଼ା,ଗୋପିନାଥପୁର, ଅଣିଜୋ ଆଦି ସାଳନ୍ଦି ନଦୀ କୂଳ ଗ୍ରାମର କୋଣ ଅନୁକୋଣରେ ଶହ ଶହ ଇଟାଭାଟି ଜଳୁଥିବାର ଦେଖିବାକୁ ମିଳୁଛି । ଏହି ବେଆଇନ ଇଟାଭାଟି ପୋଡ଼ି ଯୋଗୁ ବାୟୁମଣ୍ଡଳ ପ୍ରଦ୍ୟୁଷିତ ହେବା ସହ ଇଟାଭାଟିର ଧୂଆଁ ଓ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହେବା ସ୍ୱାଭାବିକ ହେଲେ ପ୍ରଶାସନର ଏଥିପ୍ରତି ନିଘା ନାହିଁ । ତହସିଲଦାର […]
Read More Text.