ବିଭିନ୍ନ ମଠ ମନ୍ଦିର, ଘରେ ସୁଦଷା ବ୍ରତ ଆନନ୍ଦ ଉଲ୍ଲାସର ସହ ପାଳିତ
ବାରିପଦା : ଉତ୍କଳୀୟ ସଂସ୍କୃତିରେ ବିଭିନ୍ନ ଓଷା ବ୍ରତ ମଧ୍ୟରେ ସୁଦଶା ଓଷା ଏକ ଅନନ୍ୟ ବ୍ରତ । ମହାଲକ୍ଷ୍ମୀଙ୍କର ବିଭିନ୍ନ ବ୍ରତ ମଧ୍ୟରେ ସୁଦଶା ବ୍ରତ ଅନ୍ୟତମ । ଆସ୍ଥା ଓ ବିଶ୍ଵାସ ଅଛି ଧନଧାନ୍ୟ ,ଶ୍ରୀ ବୃଦ୍ଧି, ସୁଖଶାନ୍ତି ପାଇଁ ମହିଳାମାନେ ଧନଦାତ୍ରୀ ମାତା ଲକ୍ଷ୍ମୀଙ୍କୁ ଆରାଧନା ଓ ଉପାସନା କରିଥାନ୍ତି ।ପଦ୍ମ ପୁରାଣ ଅନୁସାରେ ଯେ କୌଣସି ମାସର ଶୁକ୍ଳପକ୍ଷ,ଦଶମୀ ଏବଂ ଗୁରୁବାର ଗୋଟିଏ ଦିନରେ ପଡ଼ିବ ସେହିଦିନ ସୁଦଶା ବ୍ରତ ପାଳନ […]
Read More Text.