ଅଙ୍ଗନବାଡ଼ି କେନ୍ଦ୍ରରେ ମୟୂରଭଞ୍ଜ ସାଂସଦଙ୍କ ଦ୍ଵାରା ମଶାରୀ ବଣ୍ଟନ କାର୍ଯ୍ୟକ୍ରମ
ବାରିପଦା : ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକର ବାଦାମ ପାହାଡ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ବାସାଘୁଟୁ ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝି ଙ୍କ ଦ୍ଵାରା ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ କାର୍ଯକ୍ରମ ର ଶୁଭ ଉଦ୍ଘାଟନ ହେଇଛି । ଏହି ଅବସରରେ ବାସାଘୁଟୁ ଗ୍ରାମରେ ମ୍ୟାଲେରିଆ ନିରାକରଣ ପାଇଁ ପାଲା ପରିବେଷଣ ମାଧ୍ୟମରେ ଜନସାଧାରଣ ମାନଙ୍କୁ କେମିତି ମାସାରିର ବ୍ୟବହାର ଓ ଉପଚାରିତ କେମିତି ହେଇ ପାରିବ […]
Read More Text.