ଜୁଏଲଙ୍କ ମହାଭାରତ ଟ୍ବିଟ୍ ,ରାତିଅଧରେ ଟ୍ବିଟ୍ କରି ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ
ଭୁବନେଶ୍ୱର : ଜୁଏଲଙ୍କ ମହାଭାରତ ଟ୍ବିଟ୍ । ରାତି ଅଧରରେ ଟ୍ବିଟ୍ କରି ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଗତକାଲି ଯୁଦ୍ଧବିରତି ଉଲ୍ଲଂଘନ କରି ପୁଣି ଆକ୍ରମଣ କରିଥିଲା ପାକିସ୍ତାନ । ସେତେବେଳେ ଏକ ଟ୍ବିଟ୍ କରିଥିଲେ ଜୁଏଲ । ଟ୍ବିଟ୍ ରେ ମହାଭାରତର ଶ୍ରୀକୃଷ୍ଣ ଓ ଦ୍ରୌପଦୀଙ୍କ କଥା କହିଥିଲେ । କିଭଳି କୃଷ୍ଣ ଦ୍ରୌପଦୀଙ୍କୁ ନିଶ୍ଚିତ ଯୁଦ୍ଧ ହେବ ବୋଲି କହିଥିଲେ ତାହା ଉଲ୍ଲେଖ କରିଛନ୍ତି ଜୁଏଲ । କୃଷ୍ଣ ହସ୍ତିନାପୁର ଯାଉଥିବାବେଳେ ଦ୍ରୌପଦୀ […]
Read More Text.