ବିଜେଡି ସୁପ୍ରିମୋ ନବୀନଙ୍କ ଚିକିତ୍ସା ଜାରି; ହସ୍ପିଟାଲ ବେଡ୍ରୁ ଦେଖିଲେ ରଥଯାତ୍ରା
ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ବାସ୍ଥ୍ୟଜନିତ ସମସ୍ୟା ପାଇଁ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତ ୨୨ ତାରିଖ ଠାରୁ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ସେ ଏବେ ଧୀରେଧୀରେ ସୁସ୍ଥ ହେଉଛନ୍ତି। ପବିତ୍ର ରଥଯାତ୍ରା ଅବସରରେ ସେ ଆଜି ମୁମ୍ବାଇର ଘରୋଇ ଡାକ୍ତରଖାନାରେ ଥିବା ମେଡିକାଲ ବେଡରୁ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଦେଖିଛନ୍ତି। ସେ ରଥଯାତ୍ରା ଦେଖୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। ସୋସିଆଲ ମିଡିଆ ‘ଇନ୍ଷ୍ଟାଗ୍ରମା‘ରେ ଏହି ଭିଡିଓକୁ […]
Read More Text.