ମରାମତି ହେଲା ଖାଲଖମାରେ ଭର୍ତ୍ତି ବୋଡ଼କମୁଆଜିବ୍ ରାସ୍ତା
ଆଗରପଡ଼ା : ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କର ମୌଳିକ ସୁବିଧା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ବାର୍ଷିକ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଡ଼ିଣ୍ଡିମ ପିଟୁଥିବା ବେଳେ ଏହି ଅର୍ଥର ସଦୁପଯୋଗ କେବଳ କାଗଜ କଲମରେ ହେଉଥିବାର ବୋଡ଼କମୁଆଜିବ୍ ଗାଁ ରାସ୍ତାକୁ ଦେଖିଲେ ଜଣାପଡ଼ୁଥିଲା । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅଧିନ ୧୧ନଂ ଏବଂ ୧୨ନଂ ୱାର୍ଡ଼ ଅର୍ନ୍ତଗତ ବୋଡ଼କମୁଆଜିବ୍ ଗାଁ । ଏହି ଗାଁର ଲୋକ ସଂଖ୍ୟା ପାଖାପାଖି […]
Read More Text.