ରାଈକ୍ଷେତ୍ର ରାଇରଙ୍ଗପୁରରେ ଉଦ୍ଯାପିତ ଦୁଇ ଦିବସୀୟ ଘୋଷଯାତ୍ରା: ଲଗାଣ ବର୍ଷାରେ ଭିଜି ରଥ ଟାଣିଲେ ୫୦ ହଜାରରୁ ଊର୍ଦ୍ଧ୍ୱ ମହିଳା
ବାରିପଦା ୨୮/୦୬: ମୟୂରଭଞ୍ଜ ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ସହର ରାଇରଙ୍ଗପୁରରେ ଅନୁଷ୍ଠିତ ପ୍ରସିଦ୍ଧ ଦୁଇ ଦିବସୀୟ ରଥଯାତ୍ରା ମହାସମାରୋହରେ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି । ଲଗାଣ ବର୍ଷା ସତ୍ତ୍ୱେ, ୫୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତଙ୍କ ପ୍ରବଳ ଜନସମାଗମ ମଧ୍ୟରେ ଏହି ଯାତ୍ରା ସମ୍ପୂର୍ଣ୍ଣ ହୋଇଛି। ଶୁକ୍ରବାର ଅପରାହ୍ନରେ ରଥଖଳାଠାରେ ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ରଙ୍କ ଦ୍ୱାରା ଚତୁର୍ଦ୍ଧାମୂର୍ତ୍ତିଙ୍କ ପୂଜାର୍ଚ୍ଚନା କରାଯିବା ପରେ ରାଇରଙ୍ଗପୁର ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ଛେରାପହଁରା କରିଥିଲେ । ଏହାପରେ ପାରମ୍ପରିକ ରୀତିରେ […]
Read More Text.