ପାଲବଣିରେ ମା ତାରିଣୀ ପୀଠ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ
ବାରିପଦା: ବାରିପଦା ସହରର ପାଲବଣି ଠାରେ ପ୍ରସିଦ୍ଧ ମା ତାରିଣୀ ପୀଠ ପ୍ରତିଷ୍ଠା ଉତ୍ସବ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇ ଯାଇଛି। ଶ୍ରୀକାନ୍ତ ବୋଷଙ୍କ ସହାୟତାରେ ଏବଂ ଉପସ୍ଥିତ ଭକ୍ତମାନଙ୍କ ସହଯୋଗରେ ମା ତାରିଣୀଙ୍କ ପୂଜାର୍ଚ୍ଚନା ସମାପନ ହୋଇଯାଇଛି। ଏଥିରେ ସୁବାଷିଶ ବୋଷ ଓ ତାଙ୍କ ସହଧର୍ମିଣୀ ମୋୖସୁମୀ ବୋଷ, ନନ୍ଦ କୁମାର ମହାପାତ୍ର, କାହ୍ନୁଚରଣ ବେହେରା, ଜଗବନ୍ଧୁ ମିଶ୍ର, ମହେଶ୍ୱର ବେହେରା, ସତ୍ୟଜିତ ପାଇନ୍, ମଦନମୋହନ ମାରାଣ୍ଡି, ସଂଯୁକ୍ତା ଦତ୍ତ, ସଂଯୁକ୍ତା ବେହେରା, ଆରତୀ ପାତ୍ର […]
Read More Text.