Lightning 2

ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ

ନୀଳଗିରି : ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ ।  କେନାଲ କାମ ଚାଲିଥିବା ବେଳେ ବଜ୍ରପାତରେ ୩ ଶ୍ରମିକ ମୃତ । ବାଲେଶ୍ବର ଜିଲ୍ଲା ନୀଳଗିରି ଛତ୍ରପୁରରେ ଘଟିଛି ଅଘଟଣ । ମୃତ ଶ୍ରମିକଙ୍କ ମଧ୍ୟରେ ୨ ଜଣ ମହିଳା ଶ୍ରମିକ ଓ ଜଣେ ଜେସିବି ଅପରେଟର ଅଛନ୍ତି । ମହିଳା ଶ୍ରମିକଙ୍କ ଘର ବଢେଇପଲା ଅଞ୍ଚଳର ବୋଲି ସୂଚନା ରହିଛି ।  ସ୍ଥାନୀୟ ଲୋକେ ତାଙ୍କୁ ବରହମପୁର ମେଡିକାଲ ନେଇଥିବା ବେଳେ ଡାକ୍ତର ସେଠାରେ […]

Read More Text.
Archana

ଗିରଫଦାରି ପଛରେ ବିଜେଡିର ଷଡ଼ଯନ୍ତ୍ର ରହିଛି: ଅର୍ଚ୍ଚନା ନାଗ

ଭୁବନେଶ୍ବର: ବିଜେଡି ବିରୋଧରେ ବିଷ ଓଗାଳିଲେ ଅର୍ଚ୍ଚନା ନାଗ । ତାଙ୍କ ଗିରଫଦାରି ପଛରେ ବଡ଼ ଷଡ଼ଯନ୍ତ୍ର ଥିଲା କହିଲେ ଅର୍ଚ୍ଚନା । ଏହି ସମୟରେ ସେ ବବି ଦାସ, ମାନସ ମଙ୍ଗରାଜ, ଅମରେଶ ଜେନାଙ୍କ ନାଁ ନେଇ ତାଙ୍କ ଉପରେ ବର୍ଷିଲେ । ପୋଲିସ ଅଧିକାରୀଙ୍କ ନାଁ ନେଇ ମଧ୍ୟ ଟାର୍ଗେଟ୍‌ କଲେ ଅର୍ଚ୍ଚନା । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅର୍ଚ୍ଚନା ନାଗ ପହଞ୍ଚିଥିଲେ । ସେଠାରେ ବିଗତ ଦିନରେ ତାଙ୍କୁ ଓ ତାଙ୍କ […]

Read More Text.
Img 20250711 wa0149

ଗୁରୁ ପୂର୍ଣ୍ଣିମାରେ ସଦଭାବନା ସମିତିର ୫୫୩ତମ ସନ୍ଥ ଦିବସ ପାଳିତ

ବାରିପଦା : ଗୁରୁପୂର୍ଣ୍ଣିମା ଅବସରରେ ସଦ୍‌ଭାବନା ସମିତି ଆନୁକୂଲ୍ୟରେ ସ୍ଥାନୀୟ ଗୋପବନ୍ଧୁଭବନରେ ୫୫୩ତମ ସନ୍ଥ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତିଙ୍କ ଆବାହକତ୍ଵରେ ଅନୁଷ୍ଠିତ ଦିବସରେ ସମିତି ସଦସ୍ୟ ପ୍ରାକ୍ତନ ଅଧ୍ୟକ୍ଷ ସନ୍ଦିପ କୁମାର ଚାନ୍ଦ ପୌରହିତ୍ୟ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ‘ଏବେ ଘରେ ଘରେ ରାମାୟଣ ଘରେ ଘରେ ମହାଭାରତ’ ପ୍ରସଙ୍ଗ ଉପରେ ଆଲୋଚନା ରଖାଯାଇଥିଲା। ପ୍ରାରମ୍ଭରେ ଏ ମାସରେ ଭୂମିଷ୍ଠ ବ୍ୟାସଦେବ ଓ ଚାଣକ୍ୟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି […]

Read More Text.

ଚେକ ବାଉନ୍ସ ମାମଲାରେ ଅଭିଯୁକ୍ତ କୁ କାରାଦଣ୍ଡ ସମେତ ଅର୍ଥ ଦଣ୍ଡାଦେଶ

ବାରିପଦା –  ଆଜି ଏକ ଚେକ ବାଉନ୍ସ ମାମଲାର ବିଚାର କରି ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ବାରିପଦା (ପ୍ରଥମ) ସତ୍ୟନାରାୟଣ ପାତ୍ର  ନିମ୍ନ  ଅଡାଲତ ତଥା ବିଚାର ବିଭାଗୀୟ ପ୍ରଥମ ଶ୍ରେଣୀ ମାଜିଷ୍ଟେଟ ପ୍ରଦାନ କରିଥିବା ଅଭିଯୁକ୍ତ ବିରୋଧରେ ରାୟ କୁ କାଏମ ରଖିଛନ୍ତି l ମାମଲାର ବିବରାଣୀ ରୁ ପ୍ରକାଶ ଯେ ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅଞ୍ଚଳର ସୁଇଟି ସାହା ଏଲିଏସ ସୁଇଟି ଗୁପ୍ତା  ମୟୁରଭଞ୍ଜ କେନ୍ଦ୍ରୀୟ ସମବାୟ  ବ୍ୟାଙ୍କ […]

Read More Text.
Photo2 for the news of halalangala

ସମୟଚକ୍ରରେ ହଜିଯାଉଛି ହଳଲଙ୍ଗଳ, ଚାଷ ସମୟରେ ଆଉ ଶୁଭୁନି ହୁଳହୁଳି ଓ ହଳିଆ ଗୀତ

ଆଗରପଡ଼ା :କଥାରେ ଅଛି; ‘ଚାଷ କାମ ଯାହାର,କି ଆନନ୍ଦ ତାହାର, ସିଏ ପରା ଯୋଗାଉଛି ଦୁନିଆକୁ ଆହର’ । ଏହି କାର୍ଯ୍ୟ ପାଇଁ ଚାଷୀ ସଭିଙ୍କ ପାଖରେ ଆଦର ପାଉଥିଲା । ଦିନ ଥିଲା ଗ୍ରାମାଚଂଳ ଲୋକେ ଅନ୍ୟ କାର୍ଯ୍ୟ ଅପେକ୍ଷା ଚାଷ କାର୍ଯ୍ୟ କରିବା ପାଇଁ ଆଗଭର ହେଉଥିଲେ । ସମୟର ପରିବର୍ତ୍ତନ ମଧ୍ୟରେ ଧିରେ ଧିରେ ଚାଷ କାମ ବନ୍ଦ ହେବାକୁ ବସିଛି । ପୂର୍ବରୁ ଚାଷ କରୁଥିବା ପ୍ରଣାଳୀ ବଦଳାଇ ନୂତନ ପଦ୍ଧତିରେ […]

Read More Text.
Photo for the news of kenal road

ମରାମତି ମାଗିଲାଣି କେନାଲ ରାସ୍ତା

ଆଗରପଡ଼ା :ବନ୍ତ ବ୍ଳକ ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ଓଡ଼ଙ୍ଗ ଗ୍ରାମର ବାରାଗଢିଆ ପୁହାଣ ସାହି ରାସ୍ତାଟି ମରାମତି ଅଭାବରୁ ଶୋଚନୀୟ ହୋଇ ପଡ଼ିଲାଣି । ଉକ୍ତ କେନାଲ ରାସ୍ତାଟି ଜାମବଣୀ,ଟିଲୋ ଏବଂ କାଦବରାଙ୍ଗ-ଆଡ଼ିଆ ପ୍ରଧାନମନ୍ତ୍ରୀ ସଡ଼କକୁ ସଂଯୋଗ କରୁଛି । ମରାମତି ଅଭାବରୁ ଅସରାଏ ବର୍ଷାରେ ଉକ୍ତ ରାସ୍ତା ଖାଲ ଖମାରେ ଭର୍ତ୍ତି ହେବା ସହ ଗମନାଗମନ ଅନୁପଯୋଗୀ ହୋଇପଡୁଛି । ତେଣୁ ରାସ୍ତାଟିର ମରାମତି ପାଇଁ ଜଗନ୍ନାଥ ପୁହାଣ,ଲାଲମୋହନ ପୁହାଣ,ପ୍ରଫୁଲ୍ଲ ପୁହାଣ, ମନୋଜ ପୁହାଣ,ଅଭିମନ୍ୟୁ ପୁହାଣ,ସୁଦର୍ଶନ […]

Read More Text.
Efe

ବିଭାଗୀୟ ଅଧିକାରୀଙ୍କ ଅଣଦେଖା, ମରାମତି ସରୁସରୁ ରାସ୍ତା ସମସ୍ୟା ଉପୁଜିଲା

ଆଗରପଡ଼ା :ମରାମତି ପରେ ଅଚଳ ହୋଇ ପଡ଼ିଥିବା ଜଳ ଯୋଗାଣ ସ୍ୱାଭାବିକ ହେବା ପରେ ବିଭାଗୀୟ ଅଧିକାରୀଙ୍କ ଅଣଦେଖାରୁ ଏହା ବର୍ତ୍ତମାନ ଗମନାଗମନରେ ସମସ୍ୟା ସୃଷ୍ଟି କରିବା ପରିସ୍ଥିତି ଉପୁଜିଛି । ଏହି ପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବନ୍ତ ବ୍ଳକ ବଡ଼ହାଟତ୍ରିଲୋଚନପୁର ପଂଚାୟର ବରହମପୁର ଗ୍ରାମ ଠାରେ । ଆରଡ଼ବ୍ଲ୍ୟୁଏସଏସ ମାଧ୍ୟମରେ ରାଜ୍ୟ ପଂଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଅଧିନରେ ବସୁଧା ଯୋଜନାରେ ବିଟିପୁର ପଂଚାୟତରେ ବିଟିପୁର,ରାଉତରାପୁର ଓ ବରହମପୁର ଗ୍ରାମରେ […]

Read More Text.
Baramunda bus stand 1627039638

ଆସନ୍ତାକାଲିଠାରୁ ରାଜ୍ୟରେ ଗଡ଼ିବ ସବୁ ଘରୋଇ ବସ୍

କଟକ : ଆସନ୍ତାକାଲିଠାରୁ ରାଜ୍ୟରେ ଗଡ଼ିବ ସବୁ ଘରୋଇ ବସ୍। ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଡ୍ରାଇଭର୍ ମହାସଂଘର ଆନ୍ଦୋଳନ ଯୋଗୁ ବସ୍ ଚଳାଚଳ ବନ୍ଦ ଥିଲା। ହେଲେ ଚାରିଦିନ ହେଲା ଧର୍ମଘଟର ସମାଧାନ ହେଉନଥିବାରୁ ବସ୍ ଚଳାଚଳ ବନ୍ଦ ରହିଥିବାରୁ ମାଲିକ କ୍ଷତି ସହୁଛନ୍ତି । ଯାତ୍ରୀଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଥିବାରୁ ଏହାକୁ ମଧ୍ୟ ନଜରକୁ ନେଇ କାଲିଠୁ ଘରୋଇ ବସ୍ ଚଳାଚଳ ଆରମ୍ଭ କରିବାକୁ ଘରୋଇ […]

Read More Text.
Screenshot 2025 05 23 191832 750

ଶ୍ରୀଲିଙ୍ଗରାଜ ମନ୍ଦିରରରୁ ସେବାୟତ ଖସିପଡ଼ିବା ଘଟଣା: ଖୋର୍ଦ୍ଧା ଜିଲ୍ଲାପାଳ ଓ ଗୃହ ସଚିବଙ୍କୁ ଚିଠି

ଭୁବନେଶ୍ବର: ମହାଶିବରାତ୍ରିରେ ମହାଦୀପ ଉଠାଇବା ବେଳେ ଶ୍ରୀଲିଙ୍ଗରାଜ ମନ୍ଦିରରରୁ ଜଣେ ସେବାୟତ ତଳେ ପଡି ଆହତ ହେବା ଘଟଣା । ଏହାକୁ ଅତି ଗୁରୁତର ସହ ନେଇଛନ୍ତି ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) । ଖୋର୍ଦ୍ଧା ଜିଲ୍ଲାପାଳ ଓ ଗୃହ ସଚିବଙ୍କୁ ଚିଠି ଲେଖି ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା କଣ ସବୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ସମ୍ପର୍କରେ ରିପୋର୍ଟ(ଏଟିଆର) ଦେବାକୁ କୁହାଯାଇଛି । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଡଭୋକେଟ୍ ଶ୍ରୀ ଅଖଣ୍ଡ ଏହି ଘଟଣ ସମ୍ପର୍କରେ […]

Read More Text.
Capture 46 750x430

ସିଫାରେ ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳିତ, ୧୭ଟି ନୂତନ ଫିସରୀ କ୍ଲଷ୍ଟର ଉଦ୍‍ଘାଟନ କଲେ କେନ୍ଦ୍ରମନ୍ତ୍ରୀ

ପିପିଲି : ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କୌଶଲ୍ୟାଗଙ୍ଗସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ଠାରେ ଜାତୀୟ ମତ୍ସ୍ୟଚାଷୀ ଦିବସ ଗୁରୁବାର ସମାରୋହରେ ପାଳିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କର ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ତରଫରୁ ଜାତୀୟ ମତ୍ସ୍ୟ ଉନ୍ନୟନ ପରିଷଦ ଓ ଓଡିଶା ସରକାରଙ୍କ ମତ୍ସ୍ୟ ବିଭାଗ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ […]

Read More Text.