Images (2)

ଯୌତୁକ ପାଇଁ ପେଟ୍ରୋଲ ଢାଳି ବୋହୂକୁ ଜାଳିଲେ ଶାଶୂ ଓ ଦିଅର, ଡାକ୍ତରଖାନାରେ ଭର୍ତ୍ତି

ଖଲ୍ଲିକୋଟ: ଯୌତୁକ ପାଇଁ ପେଟ୍ରୋଲ ଢାଳି ବୋହୂକୁ ଜାଳିଲେ ଶାଶୂ ଓ ଦିଅର। ବୋହୂ ଆରତୀ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ବୋହୂ ଆରତୀ। ଖଲ୍ଲିକୋଟ କହ୍ନେଇପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ, ସ୍ବାମୀ ଆକାଶ ପରିଡ଼ା ଦୁଇ ବର୍ଷ ପୂର୍ବେ ଆରତୀଙ୍କୁ ପ୍ରେମ ବିବାହ କରିଥିଲେ। ଆରତୀଙ୍କ ଶାଶୂ ଯୌତୁକ ପାଇଁ ଆରତୀଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦେବା ନେଇ ଆରତୀଙ୍କ ବାପା ଅଭିଯୋଗ କରିଛନ୍ତି। ଗତକାଲି ରାତିରେ ଶାଶୂ […]

Read More Text.
Fm college principal

ଏଫ୍‌ଏମ୍ କଲେଜର ନିଲମ୍ବିତ ଅଧ୍ୟକ୍ଷ ଗିରଫ

ଭୁବନେଶ୍ବର: ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ନିଜ ଜୀବନ ନେବାକୁ ଉଦ୍ୟମ କରିବା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିଲମ୍ବିତ କଲେଜ ଅଧ୍ୟକ୍ଷ ଦିଲୀପ କୁମାର ଘୋଷ ଗିରଫ ହୋଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଗଠିତ ହୋଇଥିବା ଉଚ୍ଚସ୍ତରୀୟ କମିଟିର ଅନ୍ତରୀଣ ରିପୋର୍ଟ ଆଧାରରେ ନିଲମ୍ବିତ ଅଧ୍ୟକ୍ଷ ଦିଲୀପ କୁମାର ଘୋଷଙ୍କୁ ଗିରଫ କରାଯାଇଛି। ରବିବାର ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ କାଳୀ ପ୍ରସନ୍ନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟକୁ […]

Read More Text.
Img 20250713 wa0210

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଔଷଧୀୟ ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ

ବାରିପଦା: ମୟୂରଭଂଜ ଜିଲ୍ଲାରେ ଦିର୍ଘ ମାସାଧିକ କାଳ ଲଗାଣ ବର୍ଷା ଲାଗି ରହିଛି ।ଯାହା ଫଳରେ ଆଖ ପାଖ ଗାଁ ଓ ସହର ପରିବେଶରେ ଅନାବନା ଗଛ ଲତା,ନାଳରେ ପାଣି ରହୁଥିବାରୁ ମଶା ଓ ଡେଙ୍ଗୁ ବଂଶ ବୃଦ୍ଧି ପାଇଛି ।ଇତି ମଧ୍ୟରେ କୁସୁମି  ବ୍ଳକର ଧାଙ୍ଗିଡିମୁତା ଗ୍ରାମରେ ଜଣେ ଯୁବକର ମେଲେରିଆ ଆକ୍ରାନ୍ତରେ ମୃତ୍ୟୁ ହୋଇଛି । ଡାକ୍ତରଖାନା ମାନଙ୍କରେ ମେଲେରିଆ ରୋଗୀ ସଂଖ୍ୟା ବୃଦ୍ଧି ପାଉଛି ।ତେଣୁ ରାଜ୍ୟ  ସରକାରଙ୍କ ସ୍ବାସ୍ଥ୍ୟ  ବିଭାଗ ତରଫରୁ  […]

Read More Text.
Img 20250713 wa0175

ବହୁ ଚର୍ଚ୍ଚିତ ବାଦାମପାହାଡ଼ ଲୌହ ଖଣି କମ୍ପାନୀ ଗାଡ଼ି ଚାଳକ ଉପରେ ଗୁଳିମାଡ଼ ଘଟଣାରେ ଖଣି ମେନେଜରଙ୍କ ତରଫରୁ ଥାନାରେ ଏତଲା

ବାରିପଦା: ଶନିବାର ଦିନ ୧୧.୩୦ ଟା ପାଖାପାଖି ସମୟରେ ରାଇରଙ୍ଗପୁର – ଯଶିପୁର ଜାତୀୟ ରାଜପଥର ନାଉଯୋଡା ପୋଲ ଏଵଂ‌ ହାଟବାଦଡା ରାସ୍ତା  ଵଳଭଦ।ରଣପୁର ପାଖରେ ବାଦାମ ପାହାଡ଼ ଲୌହଖଣି କମ୍ପାନୀ ଜିଏମଏଣ୍ଡ ସନ୍ସ ପ୍ରାଇଭେଟ ଲିମିଟେଡ କମ୍ପାନୀର କର୍ମଚାରୀ ବିନା ସିକ୍ଯୁରିଟି ଗାର୍ଡରେ ଏକ ମହିନ୍ଦ୍ରା ବୋଲେରୋ ଗାଡ଼ିରେ ୭ ଲକ୍ଷ ଟଙ୍କା ଧରି ଯାଉଥିବା  ସମୟରେ ଦୁଇଟି ନମ୍ବର ବିହିନ ବାଇକରେ ୪ ଅଜଣା ଦୁବୃର୍ତ୍ତ ପିଛା କରି ଗୁଳି ମାଡ଼ କରିଥିଲେ ।ଗୁଳି […]

Read More Text.
Img 20250713 wa0177

ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିଲେ ସ୍ଵାଭିମାନୀ ମୟୂରଭଞ୍ଜିଆ, କର୍ତ୍ତ୍ତୃପକ୍ଷଙ୍କ ମେରୀ ମର୍ଜୀ ନୀତି କୁ ତିବ୍ର ବିରୋଧ

ବାରିପଦା –  ମହାରାଜା ଶ୍ରୀରାମ ଚନ୍ଦ୍ର  ବିଶ୍ୱ ବିଦ୍ୟାଳୟ ର ପ୍ରତିଷ୍ଠା ଦିବସ ପାଳନ ବନ୍ଦକୁ ନେଇ ମୟୂର ଭଞ୍ଜ ବାସୀ ତିବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି l ବିଶ୍ୱ ବିଦ୍ୟାଳୟ କର୍ତ୍ତ୍ତୃପକ୍ଷଙ୍କ ଏଭଳି ମେରୀ ମର୍ଜୀ ନୀତି କୁ ସବୁଠି ସମାଲୋଚନା କରା ଯାଇଛି l ସୂଚନା ଯୋଗ୍ୟ ଯେ, ରବିବାର ବାରିପଦା ତଖତପୁର ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ବିଶ୍ଵ ବିଦ୍ୟାଳୟର  ୨୮ ତମ ପ୍ରତିଷ୍ଠା ଦିବସ ପାଳନ ପାଇଁ ସବୁ ପ୍ରସ୍ତୁତି ସାରିଥିଲା […]

Read More Text.
2 170 1752409872649

ରେଭେନ୍ସା ଛାତ୍ର ମାନେ ଝାଡାବାନ୍ତିରେ ଆକ୍ରାନ୍ତ : ସ୍ବାସ୍ଥ୍ୟମନ୍ତ୍ରୀ କହିଲେ ଏହା ହଇଜା ନୁହେଁ, ଖାଦ୍ୟ ଯୋଗାଉଥିବା ଭେଣ୍ଡରକୁ ବରଖାସ୍ତ

କଟକ ୧୩।୭: କଟକ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ନ୍ୟୁ ପିଜି ହଷ୍ଟେଲରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଛାତ୍ର ମାନେ ଏସସିବି ମେଡ଼ିକାଲରେ ଚିକିତ୍ସିତ ହେବା ପରେ ସରକାରଙ୍କ ନିଦ ଭାଙ୍ଗିଲା । ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଖାଦ୍ୟର ମାନ ଯାଞ୍ଚ କରିବା ପାଇଁ ନିୟୋଜିତ ହେଲେ ସାନିଟାରୀ ଇନ୍ସପେକ୍ଟର । ମେଡ଼ିକାଲରେ ଚିକିତ୍ସିତ ହେଉଥିବା ସମସ୍ତ ଛାତ୍ର ମାନଙ୍କୁ ଭେଟିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀ । ବର୍ତ୍ତମାନ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ରାତି ସୁଦ୍ଧା ସମସ୍ତଙ୍କୁ ମେଡ଼ିକାଲରୁ ଡିସଚାର୍ଜ କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ । ସୂଚନାଯୋଗ୍ୟ ଯେ, ଗତ […]

Read More Text.
Bhaktad

ନୈତିକତା ଦୃଷ୍ଟିରୁ ଶିକ୍ଷାମନ୍ତ୍ରୀ ଇସ୍ତଫା ଦିଅନ୍ତୁ: କଂଗ୍ରେସ

ଭୁବନେଶ୍ବର: ଆତ୍ମାହୁତି ଉଦ୍ୟମ କରି ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଥିବା ବାଲେଶ୍ବର ଜିଲ୍ଲା ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେ କମିଟି (ପିସିସି) ସଭାପତି ଭକ୍ତଚରଣ ଦାସ ରବିବାର ସନ୍ଧ୍ୟାରେ ଭେଟିଛନ୍ତି। ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସାଙ୍ଗକୁ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି, ଡାକ୍ତରଙ୍କ ସହ କଥା ହୋଇଛି। ଡାକ୍ତରଙ୍କ କହିବା ଅନୁଯାୟୀ ଆଉ ଦୁଇଘଣ୍ଟା ବିଳମ୍ବ ହୋଇଥିଲେ ଅନେକ […]

Read More Text.
Bjd 1752402148639 1752402158257

ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ବିଜୁ ଛାତ୍ର ଓ ଯୁବ ଜନତା ଦଳର ପ୍ରତିବାଦ

ଭୁବନେଶ୍ବର ୧୩।୭: ବାଲେଶ୍ୱର ଫକୀରମୋହନ କଲେଜ ଘଟଣାରେ ବିଜୁ ଛାତ୍ର ଓ ଯୁବ ଜନତା ଦଳ ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଛି । ବାଲେଶ୍ୱର ଛାତ୍ରୀକୁ ନ୍ୟାୟ ଦେବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଓ କଲା ବିଜୁ ଛାତ୍ର ଓ ଯୁବ ଜନତା ଦଳ । ବିଜେଡି ବିଧାୟକ ବ୍ୟୋମକେଶ ରାୟ ଓ ଦେବୀ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ଶହ ଶହ ବିଜୁ ଛାତ୍ର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାର ଉଦ୍ୟମ କରିଛନ୍ତି । ଏହି ଉଦ୍ୟମ ବେଳେ ପୋଲିସ ତାଙ୍କୁ ଅଟକାଇ ସମସ୍ତଙ୍କୁ ଅଟକ ରଖିଛି । ଏହି ଘଟଣାରେ ସରକାର କୌଣସି […]

Read More Text.
Rain

ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ବର୍ଷା ଜାରି ରହିବାର ଆଶଙ୍କା ଦେଖାଯାଇଛି। ବିଗତ ଦିନରେ ହୋଇଥିବା ଲଘୁଚାପ ପରେ ବର୍ଷା ଏବେବି ଜାରି ରହିଛି। ଏହାରି ମଧ୍ୟରେ ଆଗାମୀ ଦିନ ପାଇଁ ପାଣିପାଗ ବିଭାଗ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯୋଡ଼ା ଲଘୁଚାପ‌ ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରାଯଉଛି ଯେ, ବଙ୍ଗୋପସାଗରରେ ପୁଣି ଏକ ଯୋଡ଼ା ଲଘୁଚାପ ସୃଷ୍ଟି ହେବାର […]

Read More Text.
Pic 1 750x430

ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା ନବନିର୍ମାଣ ଯୁବଛାତ୍ର ସଂଗଠନ

ଭୁବନେଶ୍ବର: ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳର ସହକାରୀ ପ୍ରାଧ୍ୟାପକଙ୍କ ନିର୍ଯାତନା ଶିକାର ହୋଇ ଜଣେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ରାଜ୍ୟ ବିଜେପି ସରକାରର ଦାୟିତ୍ବହୀନତାକୁ ଦାୟୀ କରିଛି ନବନିର୍ମାଣ ଯୁବଛାତ୍ର ସଂଗଠନ। ରବିବାର ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମ.ଡି ମନଓ୍ବର ଅଲ୍ଲୀଙ୍କ ନେତୃତ୍ବରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା ମହିଳା, ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବାସଭବନ ଘେରାଉ କରାଯାଇଛି। ଏନେଇ ମନଓ୍ବର ଅଲ୍ଲୀ କହିଛନ୍ତି, ଛାତ୍ରୀଜଣକ ଜୁଲାଇ ୧ ତାରିଖରେ […]

Read More Text.