ଆର୍ଟ ଆଣ୍ଡ କ୍ରାଫ୍ଟ ପକ୍ଷରୁ ଆୟୋଜିତ ଗ୍ରୀଷ୍ମ କାଳୀନ ଶିବିର ଉଦଯାପିତ
ବାରିପଦା: ବାରିପଦା ସ୍ଥିତ ଶ୍ରୀ ଜଗନ୍ନାଥ କଳା ଏକାଡେମୀ ଆନୁକୂଲ୍ୟରେ ଆର୍ଟ ଆଣ୍ଡ କ୍ରାଫ୍ଟ ର 11 ଦିନିଆ ଗ୍ରୀଷ୍ମ କାଳୀନ ଶିବିର ଆଜି ଉଦଯାପିତ ହୋଇଯାଇଅଛି l ଏହି ଶିବିର 21.05.25 ରୁ 31.05.25 ଯାଏଁ ଚାଲୁ ରହିଥିଲା l ଆଜିର ଏହି ଉଦଯାପନୀ ସଭା ରେ ଅଧ୍ୟକ୍ଷା ଶୁଭସ୍ମିତା ଭାରତୀ ହୋତା ସଭାପତିତ୍ୱ କରିଥିଲେ l ସନମାନନୀୟ ଅତିଥି ଭାବେ ବରିଷ୍ଠ ଇଂରାଜୀ ଅଧ୍ୟାପକ ଡ଼. ରଂଜିତ କୁମାର ସାହୁ ଯୋଗ ଦେଇ ଥିବାବେଳେ […]
Read More Text.